ଏଣିକି ମହିଳାଙ୍କୁ ‘ଡାର୍ଲିଙ୍ଗ’ କହିଲେ ଯିବେ ଜେଲ୍, କୋର୍ଟଙ୍କ ବଡ ରାୟ
କୋଲକତା,୨।୩: ସ୍ତ୍ରୀ ହେଉ କି ଗାର୍ଲଫ୍ରେଣ୍ଡ କିମ୍ବା ଅତି ନିଜର ବନ୍ଧୁଙ୍କୁ ଆମେ ଡାର୍ଲିଙ୍ଗ କହି ସମ୍ବୋଧନ କରିଥାଉ। ଡାର୍ଲିଙ୍ଗ ଡାକରେ ଗୋଟେ ଆପଣାପଣ ଲୁଚି ରହିଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କଲେ…
ଏକ ବିରାଟ ଗଛଡାଳ ନେଇ ଯାଉଥିଲେ ସୈନିକ, ଏମିତି ସାହାଯ୍ୟ କଲା କୁକୁର, ଭିଡିଓ ଦେଖିଲେ…
ଜଣେ ସୈନିକ ଏକୁଟିଆ ଗଛର ଡାଳ ନେଇ ଯାଉଥିଲେ। ଏକ କୁକୁର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ଏହିପରି ବନ୍ଧୁତା କିପରି ସୃଷ୍ଟି ହେଲା ଭିଡିଓ ନ ଦେଖିଲେ ବିଶ୍ୱାସ କରିବେନି। କୁହାଯାଏ ମଣିଷର ସବୁଠାରୁ ଭଲ ବନ୍ଧୁ କୁକୁର।…
ବାଇକ୍ ପଛରେ ବସୁଥିବା ଲୋକ ହୋଇଥା’ନ୍ତି ଅଧିକ ଦୁର୍ଘଟଣାର ଶିକାର: ରିପୋର୍ଟ
ନୂଆଦିଲ୍ଲୀ,୨।୩: ଦୁଇ ଚକିଆ ଯାନରେ ପଛରେ ବସୁଥିବା ୪୦ ପ୍ରତିଶତ ଲୋକ ହେଲମେଟ ପିନ୍ଧି ନ ଥା’ନ୍ତି ଯାହାଦ୍ୱାରା ସେମାନେ ଦୁର୍ଘଟଣାର ଶିକାର ହୋଇଥା’ନ୍ତି। ଦିଲ୍ଲୀର AIIMS ଟ୍ରମା ସେଣ୍ଟର ଦ୍ୱାରା ଏହି ରିପୋର୍ଟ ସାମ୍ନାକୁ ଆସିଛି। ତଥ୍ୟରୁ ଏହା ମଧ୍ୟ…
ଖବରକାଗଜରେ ଖାଦ୍ୟ ରଖି ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ…
ଖବରକାଗଜରେ ଖାଦ୍ୟ ଗୁଡ଼ାଇ ଖାଉଛନ୍ତି କି ହୋଇ ଯାଆନ୍ତୁ ସାବଧାନ। ଏହା ଭୟାନକ ରୋଗକୁ ଡାକି ଆଣିପାରେ। ଏଥିସହ ସାଂଘାତିକ ପ୍ରମାଣିତ ହୋଇପାରେ। ଅଧିକାଂଶ ସମୟରେ ଦେଖାଯାଏ ବାହାର ଖାଦ୍ୟ ବିଶେଷ କରି ଛଣାଛଣି ଖାଦ୍ୟ କିଣିବା ସମୟରେ ଏହାକୁ ସାଧାରଣତଃ…
୧୦୦ ବର୍ଷ ବୟସ୍କା ମହିଳା ମନାଇଲେ ୨୫ତମ ଜନ୍ମଦିନ, ଟ୍ବିଷ୍ଟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଓକାଲୋହୋମାରେ ଜଣେ ମହିଳାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲେ ମଧ୍ୟ ବୃଦ୍ଧାଜଣଙ୍କ ତାଙ୍କର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ଆଜ୍ଞା ହଁ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ପ୍ରକୃତରେ ମହିଳା ଜଣକ ଅଧିବର୍ଷ ଅର୍ଥାତ୍ ୨୯ଫେବୃଆରୀରେ ଜନ୍ମ…
କେବେ ଠୁ ଆରମ୍ଭ ହୋଇଛି କିସ୍ ପ୍ରଥା, ପ୍ରଥମେ କିଏ ଦେଇଥିଲେ କାହାକୁ
ନୂଆଦିଲ୍ଲୀ,୧। ୩: ଇତିହାସକୁ ଆଡେଇ ଦେଖିଲେ ବୈଜ୍ଞାନିକମାନେ ପ୍ରାଚୀନ ମଣିଷଣଙ୍କ ସଭ୍ୟତା ଓ ସଂସ୍କୃତି ବିଷୟରେ ଅନେକ ଗବେଷଣା କରିଛନ୍ତି। ସେ ସମୟରେ ଲୋକମାନେ କେମିତି ରହୁଥିଲେ, କିପରି ଚଳୁଥିଲେ ଏନେଇ ମଧ୍ୟ ଅଧ୍ୟୟନରୁ ଖୁଲାସା ହୋଇଛି। ତେବେ ନିକଟରେ ଏକ…
ଆଲକହଲ ପିଇଲେ କମିଯାଏ ପେଟର ଚର୍ବି! ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ…
ମଦ ସୌକିନ ଲୋକ ମଦ ପିଇବା ପାଇଁ ବିଭିନ୍ନ ବାହାନା ଆପଣାଇଥା’ନ୍ତି। କ୍ଷତି ଠାରୁ ଅଧିକ ଲୋକଙ୍କୁ ସେମାନେ ଲାଭ ସମ୍ପର୍କରେ ସୂଚନା ଦେଇଥାନ୍ତି। ତେବେ ଆଲକହଲ ମୋଟା କି ପତଳା କେଉଁ ଲୋକଙ୍କ ବେଶୀ କ୍ଷତି କରାଏ ଜାଣନ୍ତି କି……
ଅନନ୍ତ ଅମ୍ବାନୀଙ୍କ ବାହାଘରରେ ଏତିକି ଅତିଥି: ଅତିଥିମାନଙ୍କ ତାଲିକାରେ ରହିଛି…
ଜାମନଗର,୧।୩: ଭାରତର ଶ୍ରେଷ୍ଠ ଧନୀ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ୨୮ ବର୍ଷୀୟ ଅନନ୍ତଙ୍କର ବିବାହ ତାଙ୍କ ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ(୨୯)ଙ୍କ ସହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରି-ଓ୍ବେଡିଂ ଉତ୍ସବ ଶୁକ୍ରବାରଠାରୁ ଗୁଜରାଟର ଜାମନଗରରେ ଆରମ୍ଭ ହୋଇଛି।…
ମାର୍ଚ୍ଚରେ ୧୧ଦିନ ସ୍କୁଲ ଛୁଟି! କରିନିଅନ୍ତୁ ପ୍ଲାନିଂ…
ନୂଆଦିଲ୍ଲୀ,୧।୩: ଛୁଟି କେବଳ ଛୁଟି ନୁହେଁ। ଏହା ଏକ ଇମୋଶନ। ତାହା ଖାଲି ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନୁହେଁ, ସରକାରୀ-ବେସରକାରୀ ଠାରୁ ଆରମ୍ଭ କରି ଛୁଟି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ଯାଏଁ ଛୁଟି…
ପତଳା ପାଇଁ ଗାଡ଼ି ଚାଳନାରେ ଲାଗିଲା ବ୍ୟାନ୍, ଡ୍ରାଇଭିଂ ଲାଇସେନ୍ସ ରଦ୍ଦ
ଆଜିର ସମୟରେ ସମସ୍ତେ ପତଳା ହେବାକୁ ଚାହାନ୍ତି, ଲୋକମାନେ ଏଥିପାଇଁ କେତେ କ’ଣ ଉପାୟ କରନ୍ତି। ପତଳା ହେବା ଏବଂ ଫିଟ୍ ରହିବା ମଧ୍ୟରେ ପାର୍ଥକ୍ୟ ଅଛି। ନଚେତ ଆପଣ ମଧ୍ୟ ଏହି ବ୍ୟକ୍ତିଙ୍କ ପରି ଅସୁବିଧାରେ ପଡ଼ିପାରନ୍ତି। ଜଣେ ବ୍ୟକ୍ତି…
ସ୍ତ୍ରୀ ପିନ୍ଧୁ ନ ଥିଲେ ସ୍ବାମୀଙ୍କ ପସନ୍ଦର ଶାଢୀ, ହୋଇଗଲା ଛାଡପତ୍ର!
ଆଗ୍ରା,୧।୩: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମନଲାଖି ଶାଢୀ ନ ପିନ୍ଧିବାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ଦେଖାଯାଇଛି। କଥା ଯାଇ ପହଞ୍ଚିଛି ଥାନାରେ। ଥାନାରେ ବ୍ୟକ୍ତିଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଦାବି କରିଛନ୍ତି।…
ବ୍ୟକ୍ତିଙ୍କ କାନ ହେଉଥିଲା କୁଣ୍ଡେଇ, ଡାକ୍ତରଙ୍କ ନିକଟକୁ ଯିବାରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହୋଇଥାଏ। ଯାହା ଜାଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆଜିକାଲି ସୋସିଆଲ ମିଡିଆରେ ଚାଇନାର ଗୁଆଙ୍ଗଜୋ ପ୍ରଦେଶର ଏକ ଅଦ୍ଭୁତ ଘଟଣା ଚର୍ଚ୍ଚାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ହଠାତ୍ ତାଙ୍କ କାନ କୁଣ୍ଡେଇ…

