ଫୁରସତ

ଗୁରୁଣ୍ଡିବା ମାରାଥନ୍‌

ପିଲା ଗୁରୁଣ୍ଡିବା ଆରମ୍ଭ କଲେ ଘରସାରା ଘୂରି ବୁଲନ୍ତି। ଏମିତିକି ଖଟ ତଳ, ଟେବୁଲ ତଳ କୋଣ ଅନୁକୋଣ ଭିତରେ ପଶି ଯାଆନ୍ତି। ଯେତେ ଅଟକାଇଲେ ବି ସେମାନେ ଅଟକି ନ ଥାଆନ୍ତି। ବୋଧହୁଏ ଏହାକୁ ନଜରରେ ରଖି ୨୦୦୫, କଲମ୍ବିଆରେ…

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ,ଚକୋଲେଟ ଖାଇଲେ ଏପରି ହୋଇଥାଏ। ଏସବୁରେ କାଫେନ୍‌ ନାମକ ରାସାୟନିକ ପଦାର୍ଥ ଅଧିକ…

ଲଭ୍‌ ଟ୍ରେନ୍‌: ରହିଛି ଦୁଇ ଦିନ, ଗୋଟିଏ ରାତି ଯାତ୍ରା କରିବା ସୁବିଧା

ଚାଇନାରେ ଏବେ ୨୦୦ ମିଲିୟନ ଅବିବାହିତ ବ୍ୟକ୍ତି ଅଛନ୍ତି। କାରଣ ଏଠାରେ ଲିଙ୍ଗଗତ ବ୍ୟବଧାନ ଅଧିକ। ଏହି ଏକାକୀ ଜୀବନକୁ ନେଇ ଅନେକେ ଦୁଃଖିତ ମଧ୍ୟ। ଏଠାକାର ଏକକ ସନ୍ତାନ ଯୋଜନା(ଯାହାକୁ ଏବେ ଉଠାଇ ନିଆଯାଇଛି) ଯୋଗୁ ଅନେକେ କନ୍ୟା ଭୂ୍ରଣକୁ…

ଏମିତି ଗାଁ, ଯେଉଁଠି ଲୋକ ନାହାନ୍ତି

ରୋଜଗାର ଆଶାରେ ଅଧିକାଂଶ ଲୋକ ଗାଁ ଛାଡ଼ି ସହରମୁହଁା ହୋଇଛନ୍ତି। ସହରରେ ରୋଜଗାରର ପନ୍ଥା ଅଛି ସତ, ମାତ୍ର ଗାଁରେ ଯେଉଁ ଆନନ୍ଦ ତାହା ଦେଖିବାକୁ ମିଳେ ନାହିଁ। ସେଥିପାଇଁ ତ ଆଜିର ବ୍ୟସ୍ତବହୁଳ ଜୀବନରେ ଟିକେ ସମୟ ମିଳିଲେ ଲୋକେ…

ବୁଲିଯାଆନ୍ତୁ.. ଧାର୍ମିକ ପର୍ଯ୍ୟଟନସ୍ଥଳୀ ଐହୋଲ

କର୍ନାଟକସ୍ଥିତ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଐହୋଲର ବେଶ୍‌ ନାଁ ରହିଛି। ଏଠାରେ ବହୁ ପ୍ରାଚୀନ ଗୁମ୍ଫା, ମନ୍ଦିର ଓ ମଠ ଇତ୍ୟାଦି ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ପ୍ରାଚୀନ କଳା ତଥା କାରୁକାର୍ଯ୍ୟ ପ୍ରତି ରୁଚି ଥିବା ପର୍ଯ୍ୟଟକଙ୍କର ଏଠାରେ…

ଅଭିନବ ଶୌଚାଳୟ: କେଉଁଠି ଫୁଲ ବଗିଚାରେ ତ କେଉଁଠି ଝିଅମାନେ ଦେଖୁଥିବା ଭଳି ଲାଗିବ

ଘର, ଅଫିସ୍‌ ହେଉ କି ଶପିଂମଲ୍‌ ସବୁଠି ଥାଏ ଶୌଚାଳୟ। ବେଶ୍‌ ବ୍ୟକ୍ତିଗତ ଏହି ସ୍ଥାନ। ତେବେ ପୃଥିବୀରେ ଏମିତି ବି କିଛି ଶୌଚାଳୟ ଅଛି ଯାହା ବେଶ୍‌ କୌତୂହଳମୟ। କେଉଁଠି ଆପଣଙ୍କୁ କେହି ଚାହୁଁଥିବା ଭଳି ଅନୁଭବ ହେବ ତ…

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର ଶୁଦ୍ଧି କ୍ରିୟା ସାଙ୍ଗକୁ ଘର ଚଳାଇବା ଓ ପାଠ ପଢାଇବାକୁ ବୋଉକୁ ଆମ ଜମି…

ବ୍ୟକ୍ତିତ୍ୱ: ସଙ୍ଗୀତକାର ମଦନ ମୋହନ କୋହଲି

୧୯୭୦ ଦଶକ ଯାଏ ହିନ୍ଦୀ ଫିଲ୍ମ ସଙ୍ଗୀତରେ ଯେଉଁ ସୁବର୍ଣ୍ଣ ଯୁଗର ସୂତ୍ରପାତ ହୋଇଥିଲା ସେହି ଯୁଗର ଜଣେ ଅଗ୍ରଣୀ କର୍ଣ୍ଣଧାର ଥିଲେ ସଙ୍ଗୀତକାର ମଦନ ମୋହନ। ତାଙ୍କୁ ସେହି ତିନିଦଶକର ସବୁଠୁ ମେଲୋଡିଅସ୍‌ ତଥା କ୍ଷମତାସମ୍ପନ୍ନ ସଙ୍ଗୀତକାର ଭାବରେ ବିବେଚନା…

ଅକ୍ଷତ

ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ। ବ୍ରାହ୍ମଣ, ପୂଜକ ତଥା ପୁରୋହିତ ସର୍ବପ୍ରଥମେ ଯଜମାନଙ୍କୁ ଯାହା ବରାଦ କରିଥାନ୍ତି ତାହା ହେଉଛି…

ଗରିବ କୃଷକ ପରିବାରରୁ ରକେଟ୍‌ମ୍ୟାନ୍‌ ଶିବନ

ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହି ମିଶନକୁ ପୂର୍ଣ୍ଣ ସଫଳତା ମିଳିନଥିଲେ ବି ଭାରତୀୟ ଅନ୍ତରୀକ୍ଷ ଗବେଷଣା ଲାଗି ଏହା ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ। ଭାରତୀୟ ଅନ୍ତରୀକ୍ଷ…

ଶୁଦ୍ଧିକ୍ରିୟାର ୧୨ ବର୍ଷ ପରେ ଘରକୁ ଫେରିଲେ

ଜିର୍‌ନିଆ : ଜୀବିତ ବ୍ୟକ୍ତିର ଅନ୍ତିମ ସଂସ୍କାରର ସବୁ ବିଧି ସମ୍ପନ୍ନ କରାଯିବା ପରେ ୧୨ ବର୍ଷ ପରେ ବ୍ୟକ୍ତି ପୁଣି ଘରକୁ ଫେରିବା ଘଟଣାରେ ଯେକେହି ବିସ୍ମୟ ପ୍ରକାଶ କରିବା ସ୍ବାଭାବିକ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଖର୍‌ଗୋନ…

ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ। ଏମାନେ ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ କାରଣ ଏମାନେ ଅଧିକ ରୋମାଣ୍ଟିକ୍‌। -ଜୁଲାଇ ମାସରେ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?