ଫୁରସତ

କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ ଦୁଇଦଳ ହୋଇ ନିଜ ନିଜ ମଧ୍ୟରେ କଳିଝଗଡ଼ା ଆରମ୍ଭ କରନ୍ତି। ଦୁଇ ଦଳ ପରସ୍ପରକୁ…

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର ପରମ୍ପରା। କେବଳ ବିବାହ ଦିନ ହିଁ ଏମାନେ ସ୍ନାନ କରିଥାଆନ୍ତି। ହେଲେ ଏମାନେ ବେଶ୍‌…

ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି। ପିଲାଦିନୁ ସେ ଖୁବ୍‌ ପଢ଼ାପ୍ରିୟ। ବର୍ତ୍ତମାନ ଏକ ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ର ମଧ୍ୟ। କିନ୍ତୁ…

ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ କାହାଣୀ ହୋଇଥାଉ କି ହୀର-ରାନ୍‌ଝା କିମ୍ବା ସୋନୀ-ମାହିବାଲ କିମ୍ବା ମୁମତାଜ- ଶାହାଜାହାନଙ୍କ ପ୍ରେମ କାହାଣୀ।…

ଗାଡ଼ି ଦାମ୍‌ ୫୬ ହଜାରକୁ ଜରିମାନା ୪୨ ହଜାର ଟଙ୍କା

ଭାଗଲପୁର: ସେପ୍ଟେମ୍ବର୧ ରୁ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ବିହାର ଭାଗଲପୁର ସହରରେ ସବୁଠାରୁ ବେଶୀ ଜରିମାନା ୧୫ ବର୍ଷ ବୟସ୍କ ଜଣେ ଛାତ୍ରଙ୍କ ଉପରେ ଲଗାଯାଇଛି। ଚାଣକ୍ୟ ବିହାର କଲୋନୀରେ ରହୁଥିବା ଏହି ଛାତ୍ର ତାଙ୍କ ସାଙ୍ଗଙ୍କ…

ବିଦ୍ୟୁତ୍‌ ବିଲ୍‌ ବାବଦ ଟଙ୍କା ସହ ଜରିମାନା ଦେଲେ ଅଧିକାରୀ

ଯମୁନାନଗର: ହରିୟାଣା ଯମୁନାନଗରର ଖବର ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଯମୁନାନଗର ଏସ୍‌କେ ରୋଡ୍‌ରେ ଥିବା କୃଷ୍ଣା ଉଦ୍ୟୋଗରେ ବିଜୁଳି ସଂଯୋଗ ଦିଆଯାଇଥିଲା ଓ ଏହାକୁ ଏପ୍ରିଲ ୪ , ୧୯୯୪ରେ ଉପଭୋକ୍ତା କାଟି ଦେଇଥିଲେ। ଏହାପରେ ସେ ଆଉ ଏକ ନୂଆ…

ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି ସବାରୀରେ ବରବଧୂ ବିବାହ ମଣ୍ଡପରେ ଆସି ବିବାହ କରିଥାଆନ୍ତି। ହେଲେ ଉତ୍ତର ପ୍ରଦେଶ ଶାହାଜାହାନପୁରରେ…

କାର୍ଟୁନ କାଫେ

ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍‌ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ। ଏପରି କାଫେ ରହିଛି ଜାପାନରେ। ଶିନ୍‌ ଓକୁବୋ ଜିଲାରେ ଥିବା ଏହି କାଫେକୁ ‘ଟୁ ଡି କାଫେ’ କୁହାଯାଉଛି। ଏହି କାଫେରେ ଛୋଟଠାରୁ ବଡ଼…

ଅଣ୍ଡର ଓ୍ବାଟର ପେଣ୍ଟିଂ

ପେଣ୍ଟିଂ ଏକ କଳା। ଏହା କାହାର ନିଶା ତ କେହି ଏହାକୁ ପେସା କରି ରୋଜଗାରର ମାଧ୍ୟମ ଭାବେ ବାଛି ନେଇଥାନ୍ତି । ତେବେ ଓଲ୍‌ଗା ବେଲ୍‌କା ନାମକ ଜଣେ ରୁଷୀୟ ପେଣ୍ଟର ନିଜ ନିଶାକୁ ଚରିତାର୍ଥ କରିବା ଲାଗି ଆଉ…

ଡାକ୍ତରାଣୀଙ୍କ ଟାଟୁ ନିଶା

ଟାଟୁର କ୍ରେଜ୍‌ ଯୁବପିଢିଙ୍କୁ ଅତିକ୍ରମ କରି ବୟସ୍କଙ୍କୁ ଘାରି ସାରିଛି। କେବଳ ସେତିକି ନୁହେଁ ଏବେ ଏଭଳି ବୃତ୍ତିର ଲୋକଙ୍କୁ ବି ଏହି ନିଶା ଘାରିଛି ଯେଉଁମାନେ ବେଶ୍‌ ସାଦାସିଧା ରୁହନ୍ତି, ଯେମିତିକି ଡାକ୍ତର। ନିକଟରେ ଜଣେ ମହିଳା ଡାକ୍ତର ନିଜ…

ମାଙ୍କଡ଼ଙ୍କ ପାଇଁ ବୀମା କମ୍ପାନୀ ନାକେଦମ

ବୀମା କମ୍ପାନୀମାନେ ମାଙ୍କଡ଼ଙ୍କ ପାଇଁ ନାକେଦମ ହୋଇ ପଡ଼ିଲେଣି। ଏକଥା ଶୁଣିଲେ ହୁଏତ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇପାରେ। ଅବଶ୍ୟ ଏହା ଏଠିକାର କଥା ନୁହେଁ। ବାଲିର ବୀମା କମ୍ପାନୀମାନେ ଏଭଳି ଏକ ଖବର ପ୍ରକାଶ କରିଛନ୍ତି। ସେଠାକାର…

ଦୁଇଟି ଚେହେରା ଥିବା ବ୍ୟକ୍ତି

ଦୁନିଆରେ ଏମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ଅସ୍ତିତ୍ୱ ବେଶ୍‌ ରହସ୍ୟମୟ ହୋଇଥାଏ। ଆଉ ସେହି ରହସ୍ୟକୁ ଭେଦ କରିବା କାହାପକ୍ଷେ ସମ୍ଭପର ହୋଇ ନ ଥାଏ। ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ସେହିଭଳି ଜଣେ ମଣିଷ ଥିଲେ। ଦାବି କରାଯାଉଥିଲା କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?