ଫୁରସତ

ହନିମୁନ୍‌ କରିବାକୁ ଯାଇ ୫୦ ଫୁଟ ତଳକୁ ଖସିପଡ଼ିଲେ ସ୍ବାମୀ, ଉଦ୍ଧାର କଲେ ସ୍ତ୍ରୀ

ହନିମୁନ୍‌ କରିବାକୁ ଯାଇ ଆମେରିକାର ନବବିବାହିତ ଦମ୍ପତି ଏକ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଫ୍ଲୋରିଡ଼ାର କ୍ଲେ ଚେଷ୍ଟନ୍‌ ଏବଂ ତାଙ୍କ ସ୍ତ୍ରୀ ଏକ୍‌ମୀ ହନିମୁନ୍‌ ପାଇଁ କ୍ୟାରିବିୟାଇ ସାଗରସ୍ଥିତ ମାଉଣ୍ଟ ଲିୟମାଇଗା ପର୍ବତର ସେଣ୍ଟ କିଟ୍‌ସର ଏକ ଛୋଟ ସ୍ଥାନକୁ…

ବାର୍ବି କ୍ୟାଫେ

ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଆଜିକାଲି ଖାଦ୍ୟ ଉଦ୍ୟୋଗ ସଂସ୍ଥା ବିଭିନ୍ନ ଥିମ୍‌କୁ ନେଇ ରେସ୍ତୋଁରା, କ୍ୟାଫେ ଆଦି ନିର୍ମାଣ କରୁଛନ୍ତି। ସେହିଭଳି ପିଲାମାନଙ୍କ ପ୍ରିୟ କଣ୍ଢେଇ ବାର୍ବି ଥିମ୍‌କୁ ନେଇ ତାଇଓ୍ବାନରେ ନିର୍ମାଣ କରାଯାଇଛି ଏକ କ୍ୟାଫେ। ଏହି କ୍ୟାଫେ…

୧୨ ବର୍ଷ ପରେ ମିଳିଲା ହଜିଲା ମୁଦି

ବ୍ରିଟେନ୍‌ରେ ରହୁଥିବା ଅବିଗେଲ୍‌ ଥମ୍ପସନ୍‌ ନାମ୍ନୀ ଜଣେ ୨୦ ବର୍ଷୀୟା ଯୁବତୀ ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ତାଙ୍କର ହଜିଯାଇଥିବା ମୁଦି ପାଇବାରେ ସଫଳ ହୋଇପାରିଛନ୍ତି। କିନ୍ତୁ ମୁଦିଟି କେମିତି ହଜିଥିଲା ଆଉ ତାକୁ ସେ କେମିତି ପାଇଲେ, ସେ…

ସ୍ଥାପତ୍ୟ କହେ କରୁଣ କାହାଣୀ

ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ। ଉଭୟ ନାଜି ଓ ସୋଭିଏଟ ୟୁନିୟନ୍‌ ନିଷ୍ଠୁର ଗଣହତ୍ୟା ଓ ନୃଶଂସକାଣ୍ଡମାନ ଘଟାଇଥିଲେ। ତାହା ମଧ୍ୟରେ ଗୋଟିଏ ଘଟଣା ଥିଲା ଅତ୍ୟନ୍ତ…

ଅଧେ ମଣିଷ ଅଧେ କୁକୁର

ଅଧେ ପଶୁ ଅଧେ ମଣିଷ। ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି – ଏସବୁ ପୁରାଣ କାହାଣୀରେ ଅଥବା ଫାଣ୍ଟାସୀ ଫିଲ୍ମରେ ଦେଖିବାକୁ ମିଳିଥାଏ। ତାହାକୁ ମଣିଷ ମନର…

ହମିଂ ବାର୍ଡ ଭଳି ଫୁଲ

କ୍ରୋଟାଲାରିଆ କନିଂହାମି ଉତ୍ତର ଅଷ୍ଟ୍ରେଲିଆର ଏକ ଫୁଲ। ଏହି ଫୁଲଟି ଆଉ ଏକ ନାମରେ ବି ପରିଚିତ, ତାହା ହେଉଛି ‘ଗ୍ରୀନ୍‌ ବାର୍ଡ ଫ୍ଲାଓ୍ବାର’। କାରଣ ଏହାର ସବୁଜ ଫୁଲ ଛୋଟିଆ ହମିଂ ବାର୍ଡ ପରି ଦେଖାଯାଇଥାଏ, ଯାହାର ମୁନିଆ ଲମ୍ବା…

କୁକୁଡ଼ାଙ୍କ ପାଇଁ ଡ୍ରେସ୍‌

ଯଦି ଆପଣ ପୋଷା କୁକୁଡା ରଖିଛନ୍ତି ଓ ତାକୁ ସୁନ୍ଦର ଭାବେ ସଜାଇବାକୁ ଚାହୁଁଛନ୍ତି, ତେବେ କୁକୁଡାଙ୍କ ପାଇଁ ଆସିଥିବା ଏହି ଡ୍ରେସ୍‌କୁ ନିହାତି ବ୍ୟବହାର କରିବାକୁ ଚାହିଁବେ। ଉକ୍ତ ଡ୍ରେସ୍‌ର ନାମ ହେଉଛି ‘ଟୁଟୁ’। ଉକ୍ତ ଡ୍ରେସ୍‌କୁ ସାଧାରଣତଃ ବାଲେଟ୍‌…

୩ଟି କରତକୁ ନେଇ ବିପଜ୍ଜନକ ଜଗଲିଂ: ଜେନ୍‌ ମୁଷ୍ଟୋନେନ୍‌ଙ୍କ ରେକର୍ଡ

ସର୍କସ୍‌ରେ ଜୋକର୍‌ ଏକାଧିକ ବଲ୍‌କୁ ଦୁଇ ହାତରେ ଜଗଲିଂ କରିବା ସମୟରେ ବେଶ୍‌ ମଜା ଲାଗିଥାଏ। ତେବେ ଜଣେ ଏଭଳି ଜିନିଷକୁ ଧରି ଜଗଲିଂ କରିଛନ୍ତି, ଯାହାକୁ ଦେଖିଲେ ଡର ଲାଗେ। ଫିନ୍‌ଲାଣ୍ଡର ଜେନ୍‌ ମୁଷ୍ଟୋନେନ୍‌ ନାମକ ଏହି ବ୍ୟକ୍ତି ଜଣକ…

ଗ୍ରୀନ୍‌ ପାରିକୁଦ ଅଭିଯାନରେ ହିମାଂଶୁ

ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଯୋଗୁ ଦିନକୁ ଦିନ ବୃକ୍ଷଲତା କମିବାରୁ ପରିବେଶ ସନ୍ତୁଳନରେ ବାଧା ସୃଷ୍ଟି…

ପର୍ଯ୍ୟଟନସ୍ଥଳୀ ‘ଯୋଗ ଜଳପ୍ରପାତ’: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କର୍ନାଟକସ୍ଥିତ ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ପେ ଜଳପ୍ରପାତ ନାଁରେ ପରିଚିତ। ପ୍ରାୟ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ସରାବତୀ ନଦୀଧାରରୁ ସୃଷ୍ଟି ହୋଇଛି… କର୍ନାଟକର ସାଗର ନାମକ…

ପ୍ରଥମ ରୋଜଗାର ଟଙ୍କାରେ ବାପାଙ୍କ ଚିକିତ୍ସା ହେଉଥିଲା: ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର

ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ତଥା ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଗଙ୍ଗାନାରାୟଣପୁର ଗାଁରେ ମୋ ଜନ୍ମ। ଭାର୍ଗବୀ ଉଚ୍ଚ ବିଦ୍ୟାଳୟରୁ ୧୯୬୮ରେ ଏକାଦଶ ପାସ୍‌ କରି ଏସ୍‌ସିଏସ୍‌…

ବ୍ୟକ୍ତିତ୍ୱ: ଭାରତୀୟ ନାରୀ ଲେଖିକା ନବନୀତା ଦେବସେନ୍‌

ଭାରତୀୟ ନାରୀ ଲେଖିକାଙ୍କ ମଧ୍ୟରେ ନବନୀତା ଦେବସେନ୍‌ ଏକ ଅତି ପରିଚିତ ନାମ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏହି ଲେଖିକା ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। କଲିକତାର ଏକ ବଙ୍ଗାଳୀ ପରିବାରରେ ୧୯୩୮ ମସିହା ଜାନୁୟାରୀ ୧୩ ତାରିଖରେ ତାଙ୍କର ଜନ୍ମ। ବାପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?