ଫୁରସତ

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା ମିଶାଇ ଅସରପା ରହୁଥିବା ସ୍ଥାନରେ ରଖିଲେ ଅସରପା ପଳାଇ ଯାଇଥାନ୍ତି। ସେହିପରି ବୋରିକ୍‌ ଏସିଡ୍‌…

ଲୋମଟାଙ୍କୁରା ଘଟଣା : ଜାହାଜରେ ଏକକାଳୀନ ୪୫୦୦ ଲୋକଙ୍କ ହୋଇଥିଲା ମୃତ୍ୟୁ

ପ୍ରତିଦିନ ରାସ୍ତାରେ ଗାଡ଼ିମୋଟର ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବା ଜାଣିଛନ୍ତି। କିନ୍ତୁ ଜାହାଜରେ ଯାଉଥିବା ସମୟରେ ଏକକାଳୀନ ହଜାର ହଜାର ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଲୋମଟାଙ୍କୁରା ଘଟଣା ଘଟିଥିଲା ୧୯୪୭…

ଏମିତି ଦେଶ ଯେଉଁଠି ମୃତବ୍ୟକ୍ତିଙ୍କ ସହ ହୋଇଥାଏ ବିବାହ, ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

ବିଭିନ୍ନ ଦେଶର ଆଇନକାନୁନ ଭିନ୍ନ ପ୍ରକାରର। ତେବେ ଏମିତି କିଛି ଆଇନକାନୁନ ରହିଛି ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଦେଶ ହେଉଛି ଫ୍ରାନ୍ସ। ଏଠାକାର ଆଇନକାନୁନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। -ଏଠାକାର ଲୋକେ ବହୁତ ଖାଇବା…

ପାକିସ୍ତାନର ଏମିତି ସହର : ଯେଉଁଠି ହିନ୍ଦୁ ରଖିଥାନ୍ତି ରୋଜା, ମୁସ୍‌ଲିମ୍‌ ପାଳନ୍ତି ଦୀପାବଳି

ଭାରତ-ପାକିସ୍ତାନର ତିକ୍ତ ସମ୍ପର୍କ କାହାକୁ ଅଛପା ନାହିଁ। ସାରା ବିଶ୍ୱ ଜାଣିଛି ପାକିସ୍ତାନରେ ରହୁଥିବା ଭାରତୀୟଙ୍କ ଅବସ୍ଥା କେବେ ଠିକ୍‌ ନୁହେଁ, ବିଶେଷକରି ହିନ୍ଦୁମାନଙ୍କର। ମାତ୍ର ପାକିସ୍ତାନରେ ଏମିତି ଏକ ସହର ରହିଛି, ଯେଉଁଠି ମୁସ୍‌ଲିମ୍‌ଙ୍କଠାରୁ ହିନ୍ଦୁ ସ୍ବାଧୀନ। ପାକିସ୍ତାନର ଲାହୋରଠାରୁ…

ବଙ୍କର ସ୍କୁଲ : ଜାତୀୟ ସଙ୍ଗୀତ ଆରମ୍ଭ ହେଲେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରେ

ଶ୍ରୀନଗର: ଜମ୍ମୁର ପୂରା ପାଖରେ ଠିକ୍‌ ଜିରୋ ଲାଇନରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଗାଁରେ ୧୯୯୬ ପୂର୍ବରୁ କୌଣସି ସ୍କୁଲ ନ ଥିଲା। ଏହାପରେ ସେଠାରେ ଗଢିଉଠିଛି ଏକ ସ୍କୁଲ। ସ୍କୁଲରେ ବଙ୍କର ରହିଥିବାରୁ ତାହାକୁ ବଙ୍କର ସ୍କୁଲ ବୋଲି…

ଭକ୍ତମାନେ ଗଣେଶଙ୍କୁ ଦେଉଛନ୍ତି ଚିଠି

ଲକ୍ଷ୍ନୌ: ଜ୍ଞାନକୌଶଳର ବିକାଶ ଏବେ ଡାକ ବିଭାଗର ଚିଠି ବୋଝ କମାଇ ଦେଇଛି, କିନ୍ତୁ ପ୍ରଭୁ ବିଘ୍ନନାଶକ ଶ୍ରୀଗଣେଶଙ୍କ ପାଖକୁ ଆସୁଛି ବସ୍ତା ବସ୍ତା ଚିଠି। ଏମିତିକା ଚିଠି ଦେଉଛନ୍ତି ଭକ୍ତମାନେ। ଲକ୍ଷ୍ନୌର ଅଧା ଡଜନ ପୂଜା ମଣ୍ଡପରେ ଏଭଳି ଚିଠି…

ବିଶ୍ୱର ରହସ୍ୟମୟୀ ଦ୍ୱୀପ : ଯେଉଁଠି ମହିଳାଙ୍କୁ ଯିବା ମନା

ବିଶ୍ୱର ପ୍ରାୟ ସମସ୍ତ ଦେଶରେ କିଛି ନା କିଛି ନିୟମ ରହିଛି। କେଉଁଠି ମହିଳା-ପୁରୁଷଙ୍କୁ ଯିବା ପାଇଁ ହକ୍‌ ଦିଆଯାଇଛି ତ ଆଉ କେଉଁଠି ମହିଳାଙ୍କୁ ଯିବାକୁ ସମ୍ପୂର୍ଣ୍ଣ ବାରଣ ରହିଛି। ଜାପାନରେ ଏମିତି ଏକ ସ୍ଥାନ ରହିଛି ଯେଉଁଠିକି ମହିଳାଙ୍କୁ…

ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ ପାଳନ…

ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ ମଣିଷ ହାତ ସ୍ବର୍ଶର ବାସ୍ତବ ଅନୁଭବ ଦେଇପାରିବ। ଏହି ଗ୍ଲୋବ୍‌କୁ ବାୟୋନିକ ହ୍ୟାଣ୍ଡ୍‌ରେ ପିନ୍ଧିଲେ…

ବିଶ୍ୱର ସବୁଠୁ ଉଚ୍ଚ ସୁଇମିଂ ପୁଲ୍‌ : ୧୧୫ ଫୁଟ ଉପରେ ଝୁଲି ରହିଛି

ସାଧାରଣତଃ ସୁଇମିଂ ପୁଲ୍‌ ତଳେ ନିର୍ମାଣ କରାଯାଇଥାଏ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ସୁଇମିଂ ପୁଲ୍‌ ରହିଛି, ଯାହାର ନିର୍ମାଣ ଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦକ୍ଷିଣ ବ୍ରିଟେନ୍‌ର ଦୁଇ ଆପାର୍ଟମେଣ୍ଟ ମଝିରେ ଝୁଲିଲା ପରି ରହିଛି ଏହି ପୁଲ୍‌। ଦୁଇ…

ଘରେ ମଶା ନହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ଘର ପାଖରେ ସନ୍ତସନ୍ତିଆ ହେଲେ ମଶା ହୋଇଥାନ୍ତି। ତେବେ ମଶା ସମସ୍ୟାରୁ ଦୂରେଇ ରହିବା ପାଇଁ ଘର ପାଖରେ ଗେଣ୍ଡୁ ଫୁଲ ଲଗାଇଲେ ଭଲ। ଏହାର ବାସ୍ନାରେ ମଶା ଦୂରେଇ ଯିବେ। ସେହିପରି ତୁଳସୀ ବାସ୍ନା ମଧ୍ୟ ମଶାଙ୍କ ଲାଗି ଅସହ୍ୟ…

ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ

ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି, ଏହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମନ୍ଦିରର ନାମ ମାତା କ୍ଷୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?