ଫୁରସତ

ବ୍ୟକ୍ତିତ୍ୱ: ପଦ୍ମଶ୍ରୀ କବିତା କ୍ରିଷ୍ଣମୂର୍ତ୍ତି

ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ କବିତା ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି। ପ୍ରସିଦ୍ଧ ବେହେଲା ବାଦକ ଏଲ. ସୁବ୍ରମଣ୍ୟମ୍‌ ହେଉଛନ୍ତି ତାଙ୍କର ସ୍ବାମୀ… ଭାରତୀୟ…

ରେକର୍ଡ ନିଶା: ପାଦରେ ନୁହେଁ ଚାଲନ୍ତି ହାତରେ…

ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ବଳରେ ଯେ କେ ଣସି ଅସମ୍ଭବ କାମ ବି ସମ୍ଭବ ହୋଇପାରେ ବୋଲି ମଣିଷ ବାରମ୍ବାର ପ୍ରମାଣ ଦେଇଆସିଛି। ଏଇ ଯେମିତି ଭଗବାନ ଆମକୁ ପାଦ ଦେଇଛନ୍ତି ଚାଲିବା ପାଇଁ ଆଉ ହାତ ଦେଇଛନ୍ତି ଦୈନନ୍ଦିନ…

ଶୁଖୁଛି ବିଶ୍ୱର ଏହି ଜଳପ୍ରପାତ

ଲୁସାକା: ବିଶ୍ୱର ପ୍ରମୁଖ ଜଳପ୍ରପାତ ମଧ୍ୟରୁ ଦକ୍ଷିଣଆଫ୍ରିକାର ଜାମ୍ବିଆ ଏବଂ ଜିମ୍ବାଓ୍ବେକୁ ବିଭାଜନ କରୁଥିବା ଭିକ୍ଟୋରିଆ ଜଳପ୍ରପାତ ଅନ୍ୟତମ। ୩୫୫ ଫୁଟ ଉଚ୍ଚର ଏହି ଜଳପ୍ରପାତ ପ୍ରତିବର୍ଷ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ମାତ୍ର ୨୫ ବର୍ଷ ଧରି…

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଜେଲ୍‌ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି ଯାହାର ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ନାହିଁ ବରଂ ଏଠାରେ କଏଦୀଙ୍କ ପଛରେ ଖର୍ଚ୍ଚ…

୧୫୬୦ ଫୁଟ ଉଚ୍ଚରୁ ଖସୁଛି ନିଆଁ ଝରଣା…

କାର୍ଲିଫର୍ନିଆ: ଝରଣାରୁ ପାଣି ଝରିବା ସ୍ବାଭାବିକ କଥା। ତେବେ ଏଥିରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କାର୍ଲିଫର୍ନିଆରେ ରହିଛି ଏଭଳି ଏକ ଝରଣା। ଏଥିରେ ନିଆଁ ଭଳି ଲାଲ୍‌ ପାଣି ୧୫୬୦ ଫୁଟ ଉଚ୍ଚରୁ ତଳକୁ ପଡ଼ିଥାଏ।…

କମ୍‌ ବଜେଟ୍‌ରେ ବି କରିପାରିବେ ସୁନ୍ଦର ବଗିଚା

ଆଜିକାଲି ସମୟରେ ସମସ୍ତଙ୍କ କ୍ଷେତ୍ରରେ ବଡ଼ ଫ୍ଲାଟ୍‌ କିମ୍ବା ବଗିଚା କରିବା ସମ୍ଭବ ନୁହେଁ। ତେଣୁ କମ୍‌ ବଜେଟ୍‌ ଆଉ ଅଳ୍ପ ସ୍ଥାନରେ ବି ଏକ ସୁନ୍ଦର ବଗିଚା କରିହେବ। ପରିବେଶ୍‌ବିତ୍‌ଙ୍କ ମତରେ ଡ୍ରଇଂ କିମ୍ବା ଡାଇନିଂ ରୁମ୍‌ରେ ମଧ୍ୟ ଆପଣ…

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ ବାନ୍ଧି ରଖିବାରେ ସହାୟକ ହୁଏ। ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପିଲାଙ୍କୁ ଛୋଟ ବେଳୁ ହିଁ…

ସେନା କର୍ମଚାରୀଙ୍କ କଲ୍ୟାଣ ଲାଗି ଏକ ପ୍ରୟାସ

ସେନା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ୧୯୪୯ରୁ ପ୍ରତିବର୍ଷ ୭ ଡିସେମ୍ବରରେ ସଶସ୍ତ୍ର ସେନା ପତାକା ଦିବସ ଭାରତରେ ପାଳନ କରାଯାଉଛି। ଦେଶର ଏକତା ଓ ଅଖଣ୍ଡତା ଲାଗି ଶହୀଦ ହୋଇଥିବା ଯବାନମାନଙ୍କୁ ବି ଏହି ଦିନ ସ୍ମରଣ କରାଯାଏ।…

ଛୁଆଙ୍କୁ ଆକଟ କଲେ ଦଣ୍ଡ: କାଠଗଡ଼ାକୁ ଟଣାହେବେ

ଟୋକିଓ: ଅନୁଶାସନ ପାଇଁ ଜନ୍ମକଲା ପିଲାଙ୍କୁ ଦଣ୍ଡ ଦେବା ଅତି ସାଧାରଣ କଥା। ପାଠପଢ଼ିବା ହେଉ ଅବା ସଂସ୍କାରବାଦୀ ଚିନ୍ତାଧାରା ପାଇଁ ପ୍ରତି ଘରେ ଶିଶୁଙ୍କ ଉପରେ ଛୋଟମୋଟ କଟକଣା ଲଗାଯାଇଥାଏ। ଭାରତରେ ଏହା ସାଧାରଣ କଥା। ହେଲେ ଜାପାନରେ ଯଦି…

ଲଞ୍ଚ ହେଲା ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌

ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର ଲ୍ୟାଣ୍ଡିଂ ଭେଇକିଲ (Personal Air Landing Vehicle, PAL-V) ନାମ ଦିଆଯାଇଛି। ଏହାର ଦାମ୍‌…

ସମ୍ପର୍କକୁ ସୃଦୃଢ଼ କରିବାକୁ ଚାହୁଁଛନ୍ତି କି.. କରନ୍ତୁ ଏଭଳି କିଛି..

ପାଖରେ ରହିଲେ ଭଲପାଇବା ବଢ଼ିବା ସହ ସମ୍ପର୍କ ଦୃଢ଼ ହୁଏ ବୋଲି କୁହାଯାଏ। ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏହି ଉକ୍ତିଟି ଲାଗୁ ହୋଇଥାଏ। ମାତ୍ର ଏହା ଭୂଲ ପ୍ରମାଣିତ ହେବାରେ ଲାଗିଲାଣି। ପାର୍ଟନର କାର୍ଯ୍ୟବ୍ୟସ୍ତତା କାରଣରୁ ଅନେକ ସମୟ ବାହାରେ ରହିଥାନ୍ତି।…

୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍‌ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ କଟାଯିବାର ଏକ ଭିନ୍ନ ଘଟଣା ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରୁ ଆସିଛି। ୨ ବର୍ଷ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?