ମଣିଷଙ୍କୁ ନିମିଷକେ ମାରିପାରୁଥିବା ଏହି ଜୀବର ମୃତ୍ୟୁ ନାହିଁ…
ଓ୍ବାଶିଂଟନ: ଏଭଳି ଏକ ସାମୁଦ୍ରିକ ଜୀବ ରହିଛି ଯାହାର ବିଷ ଦ୍ୱାରା ନିମିଷକେ ମଣିଷର ମୃତ୍ୟୁ ଘଟିଥାଏ। ତେବେ ଏହି ଜୀବଟିର ମୃତ୍ୟୁ କେବେ ହୋଇ ନ ଥାଏ ବୋଲି ପ୍ରାଣୀ ବିଜ୍ଞାନୀ କହିଥାନ୍ତି। ଏହାକୁ ଦୁଇ ଭାଗ କରି କାଟିଦେଲେ…
ମିନି ରୋବଟ
ରୋବଟ୍ର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜୀର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ ପ୍ରସ୍ତୁତ କରିଛନ୍ତି। ଏହି ମିନି ରୋବୋଟ କାନ୍ଥ ଉପରେ…
ବିନା ପାଣିରେ ବଞ୍ଚିଛନ୍ତି ଏହି ଯୁବତୀ
ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଏକ କଥା ସମସ୍ତେ ଜାଣନ୍ତି। ମାତ୍ର ନୂଆଦିଲ୍ଲୀର ୧୯ ବର୍ଷୀୟା ଯୁବତୀ ଲିଣ୍ଡ୍ସେ ଚୌବା ବିନା ପାଣିରେ ବଞ୍ଚୁଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ସେ ପାଣି ସଂସ୍ପର୍ଶରେ ଆସିବା କ୍ଷଣି…
ମୃତ ପୁଅର ପ୍ରେମିକାଙ୍କୁ ବିବାହ ଦେଲେ ମା’
ମିରଠ,୮।୧୨: ଉତ୍ତର ପ୍ରଦେଶ ମିରଠରୁ ଏମିତି ଏକ ଘଟଣା ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ମରିଯିବା ପରେ ତାଙ୍କ ପ୍ରେମିକାକୁ ଝିଅ ଭାବେ ଗ୍ରହଣ କରି କନ୍ୟାଦାନ କରିଛନ୍ତି ଜଣେ ବିଧବା ମା’। ମିରଠର ମଓ୍ବାନା ନିବାସୀ ବିମରବତୀ…
ସବୁଠାରୁ ଦାମୀ ଜୋତା, ମୂଲ୍ୟ ୧୨୩ କୋଟି ଟଙ୍କା
ଗହଣା ଏବଂ ପୋଷାକ ଭଳି ଜୋତା ମଧ୍ୟ ଆଭିଜାତ୍ୟର ଏକ ଅଂଶ ବିଶେଷ। ତେଣୁକରି ତ କୁହାଯାଏ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବ୍ୟକ୍ତିତ୍ୱ ସେ ପିନ୍ଧିଥିବା ଜୋତାରୁ ଜଣାଯାଏ। ତେବେ ଦାମୀ ଗହଣା, ଦାମୀ ପୋଷାକ ଭଳି ପୃଥିବୀର ସବୁଠାରୁ ଦାମୀ…
ନିଜେ ପାଲଟିଛି ନିଜର ସାହାରା
ଚାଇନାର ଡାଙ୍ଗ ଭାନ ଖୁୟେନ। ବୟସ ମାତ୍ର ୧୦ ବର୍ଷ। ହେଲେ ଦୁଃଖର ପାହାଡ ଯେମିତି ତାରି ଉପରେ ଅଜାଡି ହୋଇଯାଇଛି। କଅଁଳ ବୟସରୁ ପ୍ରଥମେ ମା’କୁ ହରାଇଲା। ତା’ପରେ ଜେଜେମା’ ସାଜିଲେ ସାହା ଭରସା। ତାଙ୍କରି ପାଖରେ ରହି ହସଖୁସିରେ…
ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ
ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ କରାଇଛନ୍ତି। ତେବେ ନିଜ କାନ୍ଧରେ ଭାରା କରି ନୁହେଁ ବରଂ ୨୦ ବର୍ଷ ପୁରୁଣା…
ସବୁଠୁ ଷ୍ଟ୍ରଙ୍ଗ ଜ୍ୟାକେଟ୍, ଯାହା ନଷ୍ଟ ହେବା ଅସମ୍ଭବ
ଶୀତଦିନ ଆସିଲେ ବଢିଯାଏ ଶୀତବସ୍ତ୍ରର ଚାହିଦା। ନାନା ପ୍ରକାରର ଷ୍ଟାଇଲିଶ୍ ଶୀତବସ୍ତ୍ର ପିନ୍ଧି ଶୀତରେ ବି ଷ୍ଟାଇଲିଶ୍ ଲାଗିବାକୁ ସମସ୍ତେ ପ୍ରୟାସ କରନ୍ତି। ତେବେ ଶୀତବସ୍ତ୍ର ମଧ୍ୟରେ ପଫର୍ ଜ୍ୟାକେଟ୍ ଅନ୍ୟତମ। ଏହା ଷ୍ଟାଇଲିଶ ହେବାସହ ଶୀତଦାଉରୁ ବି ରକ୍ଷା କରେ।…
ଗାଈଙ୍କ ପାଇଁ ଭର୍ଚୁଆଲ ରିୟଲିଟି ହେଡସେଟ୍
ଭର୍ଚୁଆଲ ରିୟଲିଟି ହେଡସେଟ୍ ପିନ୍ଧି ଗେମ୍ ଖେଳିବାର ମଜା ଅନେକେ ଉଠାଇଥିବେ। ଏହାବ୍ୟତୀତ ଏହା ମହାକାଶଚାରୀ, ବିମାନଚାଳକଙ୍କ ତାଲିମରେ ବି ବ୍ୟବହୃତ ହୁଏ। ତେବେ ଏଭଳି ଏକ ସ୍ଥାନ ଅଛି, ଯେଉଁଠି ଗାଈଙ୍କୁ ବି ଭିଆର୍ ହେଡସେଟ୍ ପିନ୍ଧାଯାଉଛି। ରୁଷର କୃଷି…
ବିବିଧ ଶିଳ୍ପୀ: ଓଡ଼ିଶାର ଲଲାଟ ମୋହନ
ଓଡ଼ିଶାର କଳାକାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିଳ୍ପୀଙ୍କ ବିଭିନ୍ନ ପାରମ୍ପରିକ କଳାକୃତି ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସମୃଦ୍ଧ କରିଛି। ସେମାନଙ୍କ କଳାକୃତି ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇପାରୁଥିବାରୁ ଏହା ଦେଖଣାହାରିଙ୍କ ମନଙ୍କୁ ଛୁଇଁପାରିଥାଏ।…
ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ତଓ୍ବାଙ୍ଗ
ଅରୁଣାଚଳ ପ୍ରଦେଶସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ତଓ୍ବାଙ୍ଗ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପାହାଡି ଗାଁ ସାଙ୍ଗକୁ ମନ କିଣି ନେଲା ଭଳି ଝରଣା ତଥା ଅନେକ ଦର୍ଶନୀୟ ସ୍ଥାନ ସବୁ ଦେଖିବାକୁ ପାଇପାରିବେ। ଖାସ୍କରି ଏଠାକାର ତଓ୍ବାଙ୍ଗ ମଠ ଆଗନ୍ତୁକଙ୍କୁ…
ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ସାମାଜିକ କର୍ମୀ ଡ. ସୁଶାନ୍ତ ସାହୁ
ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ଗାଁରେ ମୋର ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଏମ୍.ଏସ୍ସି। ତା’ପରେ ‘ଚିଲିକା ଉପରେ ଏକପ୍ରକାର ଦଳ ବଢିଯିବା ଦ୍ୱାରା କିପରି ଜଳ ପ୍ରଦୂଷଣ ହୋଇ ମାଛମାନଙ୍କର କ୍ଷତି ହୁଏ ଆଉ ଏହାର ସମାଧାନ ନିମନ୍ତେ…

