ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…
ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ମାମଲାରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।…
ଜୀବନସାଥୀ ଖୋଜିବା ପାଇଁ ୩୩ ହଜାର ଟଙ୍କା ଖର୍ଚ୍ଚରେ ହୋର୍ଡିଂ ଲଗାଇଲେ ଯୁବକ
ଜୀବନରେ ଉପଯୁକ୍ତ ସାଥୀଟିଏ ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଆଜିକାଲି ସାଥୀ ଖୋଜିବା ପାଇଁ ବିଭିନ୍ନ ପ୍ରକାର ମ୍ୟାଟ୍ରିମୋନିଆଲ୍ ସାଇଟ୍ ମଧ୍ୟ ଉପଲବ୍ଧ ହେଲାଣି। କିନ୍ତୁ ଇଂଲଣ୍ଡ ଜଣେ ଯୁବକ ସାଥୀଟିଏ ପାଇବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ…
ମେୟର ପଦବୀ: ନିର୍ବାଚନ ଲଢୁଛନ୍ତି ୨ କୁକୁର ଏବଂ ଛେଳି
ଓ୍ବର୍ମାଣ୍ଟୋ, ୩।୨: ମଣିଷ ନିର୍ବାଚନ ଲଢ଼ିଥାନ୍ତି। ତେବେ କୌଣସି ପ୍ରାଣୀ ନିର୍ବାଚନ ଲଢ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେରିକାର ଉତ୍ତର ପୂର୍ବରେ ଥିବା ଓ୍ବର୍ମାଣ୍ଟୋ ସହରରେ ମେୟର ପଦବୀ ପାଇଁ ୩ ପ୍ରାଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।…
ଗାଁରେ ବିନା ପାଠପଢ଼ାରେ ଫୁଟବଲ ଖେଳି ଯୁବବର୍ଗ ପାଉଛନ୍ତି ଚାକିରି: ଘରେଘରେ ପୂଜା ପାଉଛି ଫୁଟବଲ
ଜୟପୁର,୩।୨: ରାଜସ୍ଥାନ ଉଦୟପୁରରେ ରହିଛି ଏକ ଗାଁ। ଏଠାରେ ଯୁବବର୍ଗ ବିନା ପାଠପଢ଼ାରେ ଫୁଟବଲ ଖେଳି ଚାକିରି ପାଉଛନ୍ତି। ଗାଁରେ ୨୦୦ ପରିବାର ବାସ କରୁଛନ୍ତି। ଏହି ଗାଁଟି ହେଉଛି ଜାବର ମାଇନ୍ସ। ଲୋକେ ଏହାକୁ ଫୁଟବଲ ଭିଲେଜ୍ କହିଥାନ୍ତି। ଏଠାରେ…
୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ
ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ସେହିପରି ୧୬ ହଜାର ୬ଶହରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ…
ବାଟ ଭୁଲି ଜଙ୍ଗଲରେ ହଜିଗଲେ ମା’ଙ୍କ ସହ ୩ ସନ୍ତାନ, ୩୪ଦିନ ଫଳମୂଳ ଖାଇ ଜୀବନ ବଞ୍ଚାଇଲେ
ବୋଗୋଟା: କଲମ୍ବିଆର ଜଙ୍ଗଲରେ ଏକ ପରିବାର ଛୁଟି କଟାଇବାକୁ ଯାଇଥିବା ବେଳେ ମା’ ଏବଂ ୩ ସନ୍ତାନ ବାଟ ଭୁଲି ରହିଯାଇଥିଲେ। ଏମାନଙ୍କୁ ୩୪ ଦିନ ପରେ କଲମ୍ବିଆର ନାଭି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନୌସେନା କମାଣ୍ଡର ଜେନେରାଲ…
ନିଜ ଗାତରେ ନିଜେ
ମହିଳା ଜଣକ କାନ୍ଦୁଥିଲେ। ଲୁହ ତାଙ୍କ ବନ୍ଧବାଡ଼ ମାନୁ ନ ଥିଲା। ଆଉ କହୁଥିଲେ ଯେ, ମୋର ଆଉ ବେଶିଦିନ ବଞ୍ଚତ୍ବାର ନାହିଁ। ଈଶ୍ୱର ମୋ କପାଳକୁ ପୋଡ଼ି ଦେଇଛନ୍ତି। ମୋ ଓଭାରିକୁ କର୍କଟ ରୋଗ ଗ୍ରାସ କରି ସାରିଲାଣି। ତିନି…
ନିଓନାଟାଲ ପ୍ରୋଜେରୋଇଡ୍ ସିଣ୍ଡ୍ରୋମ୍
ନିଓନାଟାଲ ପ୍ରୋଜେରୋଇଡ୍ ସିଣ୍ଡ୍ରୋମ୍ ହେଉଛି ଏକ ଅତି ବିରଳତମ ଜେନେଟିକ୍ ସିଣ୍ଡ୍ରୋମ୍। ଏହା ଯାହା ଠାରେ ଦେଖାଯାଏ ତାହା ଭିତରର ଭୋକକୁ ପ୍ରବଳ ଭାବରେ ବଢ଼େଇ ଦେଇଥାଏ। ସେତିକିନୁହେଁ, ଏହା ଶରୀରକୁ କ୍ଷୀଣରୁ କ୍ଷୀଣତର କରି ଚାଲିଥାଏ। ସେମିତି ଜଣେ ଯୁବତୀ…
ମନୁଷ୍ୟକୃତ ଇନ୍ଦ୍ରଧନୁ
ଇନ୍ଦ୍ରଧନୁ ପ୍ରକୃତିର ଏକ ଅପରୂପ ଦୃଶ୍ୟ। ଖୋଲା ଆକାଶରେ ସପ୍ତରଙ୍ଗର ଏହି ଦୃଶ୍ୟ ଦେଖିବାକୁ କାହାକୁ ବା ଭଲ ନ ଲାଗେ। ତେବେ ଇନ୍ଦ୍ରଧନୁକୁ ଚାରିକାନ୍ଥ ଭିତରେ ମନୁଷ୍ୟକୃତ ଭାବେ ସୃଷ୍ଟିକରି ଜଣେ କଳାକାର ସାଉଁଟିଛନ୍ତି ଅନେକ ପ୍ରଶଂସା। ମେକ୍ସିକୋ ଜନ୍ମିତ…
ଦୁନିଆରେ କିଛି ଅଜବ ପ୍ରଥା
* ତାମିଲନାଡୁରେ ତାମିଲ ସମ୍ପ୍ରଦାୟର ଲୋକେ ଜାନୁୟାରୀ ବା ଫେବୃୟାରୀ ମାସରେ ପୂର୍ଣ୍ଣମୀ ଦିନ ଥାଇପୁଜମ୍ ନାମରେ ଏକ ପର୍ବ ପାଳନ କରିଥାନ୍ତି, ଯେଉଁଦିନ ଲୋକେ ନିଜ ଦେହକୁ ତୀକ୍ଷ୍ଣ ଛୁଞ୍ଚି ଦ୍ୱାରା ଭେଦ କରିଥାନ୍ତି। * ଥାଇଲାଣ୍ଡର କରେନ ସମ୍ପ୍ରଦାୟର…
ଆରାମ ନୁହେଁ, କଷ୍ଟ ଦେବ ଏ ତକିଆ
ଦିନ ତମାମର ଥକାପଣ ଦୂର ହୁଏ ନରମ ଗଦିରେ, ନରମ ତକିଆରେ କେଇ ଘଣ୍ଟା ଆରାମରେ ଶୋଇପଡ଼ିଲେ। ଏହି ଧଳାରଙ୍ଗର ସୁନ୍ଦର ତକିଆ ଦେଖିଲେ ଅନେକଙ୍କ ମନରେ ସେହି ଇଚ୍ଛା ନିଶ୍ଚୟ ଜାଗ୍ରତ ହେଉଥିବ। କିନ୍ତୁ ଜାଣିରଖନ୍ତୁ ଏହି ତକିଆ ଆରାମ…
ପେଣ୍ଟିଂ ପରି ମାଛ, ଦେଖିଲେ ଭ୍ରମରେ ପଡ଼ିଯିବେ
ଅନେକ ପ୍ରକାର ମାଛ ଦେଖିଥିବେ। ହେଲେ ଏହି ମାଛକୁ ଦେଖିଲେ ଭ୍ରମରେ ପଡ଼ିଯିବେ, ଏହା ପ୍ରକୃତରେ ଏକ ମାଛ ନା ଏକ ପେଣ୍ଟିଂ। କାରଣ ଏହା ରଙ୍ଗତୂଳୀରେ ଅଙ୍କାଯାଇଥିବା ଏକ ରଙ୍ଗିନ ମାଛ ପରି ଦେଖାଯାଏ। ଉକ୍ତ ମାଛର ବଡ଼ ବଡ଼…

