ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି
ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ ତାଙ୍କ ପୁଅର ବିବାହ ନିଆରା ଢଙ୍ଗରେ କରିଛନ୍ତି। ଏଥିରେ ବର ତ୍ରିରଙ୍ଗାର ତିନି ରଙ୍ଗରେ…
ସ୍ୟାଣ୍ଡଓ୍ବିଚ୍ ଚୋରି କରି ୯ କୋଟି ଟଙ୍କା ରୋଜଗାର କରୁଥିବା ଯୁବକଙ୍କ ଚାକିରି ଗଲା
ସ୍ୟାଣ୍ଡ୍ଓ୍ବିଚ୍ ଚୋରି କରି ଚାକିରି ହରାଇଛନ୍ତି ଜଣେ ଯୁବକ। ୩୧ ବର୍ଷୀୟ ପାରସ୍ ଶାହ ନାମକ ଏହି ଯୁବକ ଜଣେ ମିଲେନିୟର ଟ୍ରେଡର୍। ଆଫ୍ରିକା ଏବଂ ୟୁରୋପରେ ଥିବା ସିଟିଗ୍ରୁପ୍ କମ୍ପାନୀ ଅଧୀନରେ ସେ କାମ କରୁଥିଲେ। ତାଙ୍କ ବାର୍ଷିକ ରୋଜଗାର…
ଶେଷ କେମୋ ଭିଡିଓ ଶେୟାର କରି ରାତାରାତି ଷ୍ଟାର୍ ପାଲଟିଲେ ମହିଳା
କ୍ୟାନସ୍ର ବା କର୍କଟ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀଟି ମୃତ୍ୟୁବରଣ କରିଥାଏ। କ୍ୟାଟି ହେଲେଣ୍ଡ ନାମକ…
ଏଠି ବୁକ୍ ଷ୍ଟୋରରେ ବହି ସହ ମିଳନ୍ତି ବିଲେଇ
ସମସ୍ତେ ପ୍ରାୟ ବୁକ୍ ଷ୍ଟୋରକୁ ବହି କିଣିବା ପାଇଁ ଯାଇଥାଆନ୍ତି। ହେଲେ କାନାଡାରେ ଏମିତି ଏକ ବୁକ୍ ଷ୍ଟୋର ରହିଛି ଯେଉଁଠି ଗ୍ରାହକ ବହି ସହ ଚାହିଁଲେ ବିଲେଇ ମଧ୍ୟ ଘରକୁ ଆଣିପାରିବେ। ଓଟିସ୍ ଆଣ୍ଡ କ୍ଲିମେଣ୍ଟାଇନ୍ସ ବୁକ୍ସ ଆଣ୍ଡ କଫି(Otis…
ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ
ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି ଭୂତାଣୁ ନ ବ୍ୟାପିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ସମସ୍ତଙ୍କୁ…
୩ ବର୍ଷରେ ୨ ଯୁବକ ସମୁଦ୍ରରୁ ବାହାର କଲେ ୪ ହଜାର ଟନ୍ ପ୍ଲାଷ୍ଟିକ୍
ଓ୍ବାଶିଂଟନ,୪।୨: ସମୁଦ୍ରରେ ପ୍ଲାଷ୍ଟିକ୍ ବର୍ଜ୍ୟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପୃଥିବୀ ସାରା ସଚେତନତା ଅଭିଯାନ ଜାରି ରହିଛି। ଏହି ମର୍ମରେ ଆମେରିକା ଫ୍ଲୋରିଡ଼ାର ୨ ଜଣ ଯୁବକ ଗତ ୩ ବର୍ଷ ମଧ୍ୟରେ ସମୁଦ୍ରରୁ ୪ ହଜାର ଟନ୍…
ଅବସର ଗ୍ରହଣ ପରେ ଉପହାରରେ ମିଳିଲା କାର୍-ବୁଲେଟ- ହୁକ୍କା
ସୋନିପତ୍,୪।୨: ଅବସର ଗ୍ରହଣ କରିବା ସମୟରେ କର୍ମଚାରୀଙ୍କ ସମ୍ମାନରେ କେତେକ କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥାଏ। ଏହି ସଭାରେ ଅବସର ନେଉଥିବା କର୍ମଚାରୀଙ୍କୁ କିଛି ଉପହାର ପ୍ରଦାନ କରାଯାଇଥାଏ। ତେବେ ହରିୟାଣା ସୋନିପତ୍ରେ ଅବସର ଗ୍ରହଣ କରିଥିବା…
ମୁଁ ଅଛି ଓ ମୁଁ ବଞ୍ଚିବି
କ୍ୟାନ୍ସର ବା କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ତଥା ଏହାର ନିରାକରଣ, ନିରୂପଣ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ୪ ଫେବୃୟାରୀରେ ଜାତିସଂଘ ଦ୍ୱାରା ପାଳନ କରାଯାଉଛି ବିଶ୍ୱ କର୍କଟ/କ୍ୟାନ୍ସର ଦିବସ। ବ୍ୟକ୍ତିଗତ, ସରକାରୀ ତଥା ଆନ୍ତର୍ଜାତିକ…
ଏମିତି ଏକ ମନ୍ଦିର, ଯେଉଁଠି ଗୋବରରେ ପୂଜା ପାଆନ୍ତି ଗଣେଶ
ମଧ୍ୟପ୍ରଦେଶର ମହେଶ୍ୱରଠାରେ ଥିବା ଏକ ମନ୍ଦିରରେ ଗୋବରରେ ନିର୍ମିତ ଗଣେଶ ପୂଜା ପାଇଥା’ନ୍ତି। ଭାରତରେ ଯେତେ ବି ମନ୍ଦିର ଅଛି ସବୁ ମନ୍ଦିରର କିଛି ନା କିଛି ଇତିହାସ ରହିଛି। ତେବେ ଆପଣ ଏହା ବିଶ୍ୱାସ କରିବେନି କି, ଏହି ମନ୍ଦିରରେ…
କରୋନାଭାଇରସ୍ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ
ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା ଜଣେ ଯୁବକ ଧର୍ମ ଓ ଦେଶର ସୀମାକୁ ଭାଙ୍ଗି ଚାଇନା ଯୁବତୀଙ୍କୁ ବିବାହ କରିଛନ୍ତି।…
ଅଜବ ସିରିଏଲ କିଲର୍: ଯିଏ ମଣିଷ ନୁହେଁ, ବିଲେଇକୁ କରନ୍ତି ଟାର୍ଗେଟ
ମଣିଷକୁ ମାରୁଥିବା ସିରିଏଲ କିଲର ବିଷୟରେ ତ ଆପଣ ଶୁଣିଥିବେ, କିନ୍ତୁ ବ୍ରିଟେନରେ ଜଣେ ସିରିଏଲ କିଲର୍ ଯିଏ ମଣିଷ ନୁହେଁ, ବିଲେଇକୁ ନିଜର ଟାର୍ଗେଟ କରନ୍ତି। ୨୦୧୪ରେ ଦକ୍ଷିଣ ଲଣ୍ଡନର କ୍ରାଏଡନ୍ ସହରରେ ବିଲେଇ ହତ୍ୟା ଖବର ପ୍ରଥମେ ସାମ୍ନାକୁ…
ପ୍ରଜନନ ଋତୁରେ ଗ୍ରେ ସିଲ୍ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରନ୍ତି
ଓ୍ବାଶିଂଟନ,୩।୨: ପ୍ରଜନନ ଋତୁରେ ଗ୍ରେ ସିଲ୍ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରିଥାନ୍ତି। ଆମେରିକା ମୋନାଶ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍ସ୍ ଗବେଷକଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗ୍ରେ ସିଲ୍ ଶବ୍ଦ…

