ଫୁରସତ

ଚିତାର ବେଗ ଘଣ୍ଟାକୁ ୧୦୨ କି.ମି., ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଆଉ ଏହାକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଜୀବମାନଙ୍କ ମଧ୍ୟରେ ଚିତା ଖୁବ୍‌ ବେଗରେ ଦୌଡ଼ିପାରେ। ନିଜର ଫୂର୍ତ୍ତି ଓ ବେଗ ପାଇଁ ପରିଚିତ। ନିକଟରେ ଏଭଳି…

ସିଂହଛୁଆକୁ ଧରି ଗଛରେ ଚଢ଼ିଗଲା ମାଙ୍କଡ଼, ଫଟୋ ଭାଇରାଲ

ଜୋହାନ୍ସ୍‌ବର୍ଗ: ଦକ୍ଷିଣଆଫ୍ରିକାର କ୍ରୁଗୁର ନ୍ୟାଶନାଲ ପାର୍କରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ମାଙ୍କଡ଼ ଏକ ସିଂହ ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିଂହଛୁଆଟିକୁ ମାଙ୍କଡ଼ ଗଛ…

ଏହି ଦେଶରେ ୧୦ ବର୍ଷର ପିଲାଙ୍କ ପାଖରେ ରହିଛି ସ୍ମାର୍ଟଫୋନ

ଲଣ୍ଡନ: ବ୍ରିଟେନ୍‌ରେ ୧୦ ବର୍ଷରୁ ଅଧିକ ପିଲାଙ୍କ ପାଖରେ ୫୦% ସ୍ମାର୍ଟଫୋନ ରହିଛି। ସେହିପରି ୩/୪ ବର୍ଷର ପିଲାଙ୍କ ନିକଟରେ ଟ୍ୟାବ୍‌ଲେଟ୍‌ ରହିଛି। ମିଡିିଆ ରେଗୁଲେଟର ଅଫ୍‌କମ୍‌ ଅନୁଯାୟୀ, ପିଲାଙ୍କ ପ୍ରଥମ ପସନ୍ଦ ହେଲା ସ୍ମାର୍ଟଫୋନ୍‌। ଆଜିକାଲି ପିଲା ବିନା ଇଣ୍ଟରନେଟ୍‌ରେ…

ଜୀବନର ଶେଷ ଇଚ୍ଛା ପୂରଣ କରନ୍ତି ଦମ୍ପତି

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି କିଛି ଇଚ୍ଛା ଥାଏ, ଯାହା ପୂରଣ ହୋଇପାରେ ନାହିଁ। ଜୀବନର ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ ବେଳେବେଳେ ମନରେ ଆସେ ମୁଁ ଏହି କାମଟି ପୂରଣ କରିପାରିଥାନ୍ତି କି? କିନ୍ତୁ ସେତେବେଳେ ଶରୀର ଏହା କରିବାକୁ…

ଭାସମାନ ହୋଟେଲ, ଗୋଟିଏ ରାତିରେ ଦେବାକୁ ପଡେ…

ସ୍ବିଡେନ୍‌ର ଉତ୍ତର ଭାଗ ଲ୍ୟାପଲାଣ୍ଡ୍‌ରେ ଲ୍ୟୁଲ ନଦୀରେ ତିଆରି ହୋଇଛି ଭାସମାନ ହୋଟେଲ ‘ଦ ଆର୍କେଟିକ୍‌ ବାଥ୍‌’। ଯାହା ଲୋକଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲାଯାଇଛି। ଏଠାକୁ ଯିବା ପାଇଁ ହେଲେ ବୋଟ୍‌ ଏବଂ ଲୁହାରେ ତିଆରି ହୋଇଥିବା ରାସ୍ତା ଏକମାତ୍ର ମାଧ୍ୟମ।…

୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେଲେ ବିଦେଶୀ ପର୍ଯ୍ୟଟକ

ବାରାଣସୀ,୫।୨: ଉତ୍ତରପ୍ରଦେଶ ବାରାଣସୀରେ ଜଣେ ବିଦେଶୀ ପର୍ଯ୍ୟଟକ ୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେବା ପରେ ପାରାଚ୍ୟୁଟ୍‌ରେ ତଳକୁ ଡେଇଁଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାମନଗର ଅଞ୍ଚଳର ଓ୍ବାଜିଦ୍‌ପୁରରେ…

ୟୁଟ୍ୟୁବ୍‌ ଦେଖି ସାନ ଭାଇଙ୍କ ଜୀବନ ରକ୍ଷାକଲେ ୯ ବର୍ଷ ବାଳକ

ଓ୍ବାଶିଂଟନ,୫।୨: ଆମେରିକାରେ ଜଣେ ୯ ବର୍ଷ ବୟସ୍କ ବାଳକ ୟୁଟ୍ୟୁବ୍‌ ଦେଖି ତାଙ୍କ ୩ ବର୍ଷର ସାନ ଭାଇଙ୍କ ଜୀବନ ରକ୍ଷା କରିଛନ୍ତି। ଟିମୋଥି ପ୍ରଥରଙ୍କ ସାନ ଭାଇ କୋନୋର ହଠାତ୍‌ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସେ…

ପାକିସ୍ତାନରେ ବି ରହିଛି ମନ୍ଦିର ପାଖରେ ମସଜିଦ୍‌: ଲୋକେ ପାଳନ୍ତି ଇଦ୍‌-ହୋଲି-ଦିଓ୍ବାଲି

ଇସଲାମାବାଦ୍‌: ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ମଣିଷ ମଣିଷ ମଧ୍ୟରେ ଭେଦଭାବ ବଢ଼ିଚାଲିଛି। ତେବେ ପାକିସ୍ତାନର ଏକ ସହର ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ଦେଇଥାଏ। ସହରରେ ମନ୍ଦିର ପାଖରେ ମସଜିଦ୍‌ ରହିଛି। ଏହି ସହରରେ ଜନସଂଖ୍ୟା ୬୦ ହଜାର। ଏଠାରେ ମୁସଲମାନ୍‌ଙ୍କ…

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା

ଗାନ୍ଧିନଗର: ସରକାର ‘ବେଟି ବଚାଓ-ବେଟି ପଢ଼ାଓ’ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପୀ ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ଲେଜର ଲାଇଟ୍‌ ମାଧ୍ୟମରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା…

‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରୁ ନିଃସଙ୍ଗତା

ଓ୍ବାଶିଂଟନ: ବଦଳିଛି କାମ କରିବାର ତରିକା। ଏହାକୁ ଆହୁରି ସୁବିଧା କରିଦେଇଛି ଅନ୍‌ଲାଇନ ନେଟ୍‌ଓ୍ବାର୍କିଂ। ଘରେ ରହି କରାଯାଇପାରୁଛି ଗୋଟିଏରୁ ବଡ଼ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମ। ହେଲେ ଏହାର ପ୍ରଭାବରେ ପ୍ରଭାବିତ ହେଉଛି ମାନସିକତା। ବିଶେଷ କରି ଏପରି କାର୍ଯ୍ୟ…

ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ: ୧୩୫୦୦ ଆପାର୍ଟମେଣ୍ଟରେ ରହିପାରିବେ ୩୦ ହଜାର ଲୋକ

କାହିରା,୪।୨: ମିଶରର ରାଜଧାନୀ କାହିରାରେ ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ ନିର୍ମାଣ କରାଯାଉଛି। ଏଠାରେ ନିର୍ମିତ ହେବାକୁ ଥିବା ୩୫୦୦ ଆପାର୍ଟମେଣ୍ଟରେ ୩୦ ହଜାର ଲୋକ ରହିପାରିବେ ବୋଲି କୁହାଯାଉଛି। ଏହି କଲୋନୀକୁ ଗିନିଜ୍‌ ରେକର୍ଡରେ ସ୍ଥାନୀତ କରାଯାଇଛି। ଏହାର…

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା

ଗାନ୍ଧିନଗର,୪।୨: ସରକାର ବେଟି ବଚାଓ-ବେଟି ପଢ଼ାଓ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପି ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ଲେଜର ଲାଇଟ୍‌ ମାଧ୍ୟମରେ ବେଟି ବଚାଓ-ବେଟି ପଢ଼ାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?