ଫୁରସତ

ଚାବିରେ କଳାକୃତି

କଳାକାରଙ୍କ ହାତର ସ୍ପର୍ଶରେ ସବୁକିଛି ସୁନ୍ଦର ଓ ଆକର୍ଷକ ପାଲଟିଯାଏ। ଏମିତି କି ଅତି ଅଦରକାରୀ ଜିନିଷ ବି ପାଏ ନୂଆ ଜୀବନ। ଠିକ୍‌ ଯେମିତି ଅଷ୍ଟ୍ରେଲିଆର କଳାକାର ମାଇକେଲ ଅଦରକାରୀ ଚାବିକୁ ଦେଇଛନ୍ତି ନୂଆ ରୂପ। ସେ ପୁରୁଣା ଅଦରକାରୀ…

ସବୁଠୁ ବଡ଼ ଚଳନ୍ତା ରୋବୋ

ଜାପାନର ମେକାନିକାଲ କମ୍ପାନୀ ସକାକିବାରା କିକାଇ ତିଆରି କରିଛି ପୃଥିବୀର ସବୁଠାରୁ ବଡ଼ ହ୍ୟୁମାନୋଏଡ୍‌ ଭେହିକଲ୍‌। ଏହା ଦେଖିବାକୁ ଏକ ବିରାଟକାୟ ରୋବୋ ପରି, ଯାହାର ଉଚ୍ଚତା ୨୭ ଫୁଟ୍‌ ୯ ଇଞ୍ଚ, ଓସାର ୧୩ ଫୁଟ୍‌ ୧ ଇଞ୍ଚ ଓ…

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ୧୪ ବର୍ଷ ବନବାସ କାଳ ମଧ୍ୟରୁ…

ସୁଖ୍ୟାତ ଲେଖକ ଆନ୍ଥୋନୀ ବର୍ଗେସ

ସମାନୁପାତିକ ଭାବରେ ସେ ଥିଲେ ଜଣେ ଲେଖକ ଏବଂ ଜଣେ ମ୍ୟୁଜିକ୍‌ କମ୍ପୋଜର। ସେ ସାହିତ୍ୟ ସୃଷ୍ଟିକରି ଯେତିକି ଶୀର୍ଷକୁ ଯାଇଥିଲେ; ସଂଗୀତ ମଧ୍ୟ ତାଙ୍କ ପାଇଁ ସେତିକି ଖ୍ୟାତି ଆଣିଦେଇଥିଲା। ସେ ହେଉଛନ୍ତି ପ୍ରସିଦ୍ଧ ବ୍ରିଟିଶ୍‌ ଲେଖକ ଆନ୍ଥୋନୀ ବର୍ଗେସ।…

ପ୍ରଥମ ଦରମାରେ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ଭୋଗ କରିଥିଲି: ଲେଖକ ଦୁର୍ଗାଚରଣ ପଣ୍ଡା

ମୋର ଜନ୍ମ ୧୯୪୨ ମସିହା, ଗଞ୍ଜାମ ଜିଲାର ଛତ୍ରପୁରଠାରେ। ସ୍ଥାନୀୟ ଅନ୍‌ସ୍ଲୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ ପରେ ହାଇଦ୍ରାବାଦ୍‌ର ଏକ କଳା ଅନୁଷ୍ଠାନରେ ଚିତ୍ରଶିକ୍ଷା ନିମନ୍ତେ ନାମ ଲେଖାଇଥିଲି। କିଛି କାଳ ପରେ ଖବରକାଗଜରେ ଏକ ବିଜ୍ଞାପନ ଦେଖି ଭୁବନେଶ୍ୱରସ୍ଥ…

କରୋନା: ଆତଙ୍କିତ ନ ହୋଇ ସତର୍କ ରହିବା ଜରୁରୀ

୩୧ ଡିସେମ୍ବର ୨୦୧୯। ଚାଇନାସ୍ଥ ଉହାନ ସହରର ହୁବେଇ ପ୍ରାନ୍ତରେ ଅନେକ ନିମୋନିଆ କେସ୍‌ ଆସିଥିବା ଓ୍ବାର୍ଲ୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ସତର୍କ କରାଇଥିଲେ। ତେବେ ଏହା କେଉଁ ଭାଇରସ୍‌ ଯୋଗୁଁ ହେଉଛି ଜଣାପଡ଼ି ନ ଥିଲା। କାରଣ ଅନ୍ୟ ପରିଚିତ ଭାଇରସ୍‌…

ସବୁଠାରୁ ଧନୀ ଗାଁ: ଏଠି ସବୁ କୃଷକ ଲକ୍ଷପତି

ନୂଆଦିଲ୍ଲୀ,୨।୨: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ। ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ। ୭ ହଜାର ଫୁଟ ଉଚ୍ଚରେ ଥିବା ଏହି ଗାଁର ଲୋକେ ସେଓ ଚାଷ କରିଥାଆନ୍ତି।…

ବିନା କାରଣରେ ହାତୀକୁ ପିଟିଲା ବାଳକ, ପ୍ରତିଶୋଧ ନେବାକୁ ହାତୀ କଲା ଏପରି , ଦେଖନ୍ତୁ ଏହି ଭିଡିଓ

ନିର୍ଦ୍ଦୋଷ ଜୀବଙ୍କ ପ୍ରତି ମଣିଷ କ୍ରୁର ହେବାରୁ ନିରୀହ ଜୀବଟି କିପରି ପ୍ରତିଶୋଧ ପରାୟଣ ହୋଇଉଠେ ଏହି ଭିଡିଓଟିକୁ ଦେଖିଲେ ଠିକ୍‌ ଜାଣିପାରିବେ। ଜଣେ ପିଲା ବିନା କାରଣରେ ଗୋଟିଏ ହାତୀକୁ ପିଟିବାରୁ ସେ ଏତେ ହିଂସ୍ର ହୋଇଉଠିଲା ଯେ, ମାରିବା…

କରୋନା ଆତଙ୍କ: କୁକୁର ଫେସ୍‌ ମାସ୍କ୍‌ ବିକ୍ରିରେ ୧୦ ଗୁଣା ବୃଦ୍ଧି

ବେଜିଂ, ୨।୨: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକେ ଫେସ୍‌ ମାସ୍କ୍‌ ବ୍ୟବହାର କରୁଛନ୍ତି। ନିଜ ପୋଷା କୁକୁରଙ୍କୁ ଏହି ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଲୋକେ…

କୁକୁରର ଜୀବନ ବଞ୍ଚାଇଲେ ଡାକ୍ତର, ଧନ୍ୟବାଦ ଦେବାକୁ ମାଲିକ ଖର୍ଚ୍ଚ କଲେ ୪୨ କୋଟି

ଓ୍ବାଶିଂଟନ୍‌: ପୋଷା ଜୀବଜନ୍ତୁ ଅନେକ ସମୟରେ ମାଲିକଙ୍କ ଜୀବନ ରକ୍ଷା କରିଥିବା ଉଦାହରଣ ରହିଛି। ସେହିପରି ମାଲିକମାନେ ମଧ୍ୟ ପାଳିତ ପଶୁପକ୍ଷୀଙ୍କୁ ବହୁତ ସ୍ନେହ ଆଦର ଦେଇ ଘରେ ପାଳିଥାନ୍ତି। ଏପରିକି ସେମାନଙ୍କର ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ନେଇ…

ପୃଥିବୀର ବୃହତମ ବହି ପୃଷ୍ଠା ଓଲଟାଇବା ପାଇଁ ଲାଗନ୍ତି ୬ ଜଣ

ସିନ୍‌ପେତ୍ରି,୨।୨: ଉତ୍ତର ହଙ୍ଗେରୀରେ ରହିଛି ପୃଥିବୀର ବୃହତମ ବହି। ଏହାର ଓଜନ ୧୪୨୦ କିଲୋଗ୍ରାମ। ବହିର ପୃଷ୍ଠା ଓଲଟାଇବା ପାଇଁ ୬ ଜଣ ଲୋକଙ୍କର ଆବଶ୍ୟକ ହୋଇଥାଏ। ଏହି ବହିର ଲମ୍ବ ୪.୧୮ ମିଟର ଥିବାବେଳେ ଚୌଡ଼ା ୩.୭୭ ମିଟର ରହିଛି।…

ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶି ଯିବ ବୋଲି ଛାତ୍ର ନିଖିଲ ବର୍ମା, କୃଷ୍ଣେନ୍ଦୁ ପାଣ୍ଡେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?