ମିଛ କହିଲେ ହାଡ଼ ଦୁର୍ବଳ ହୁଏ
ଫରିଦାବାଦ୍: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର ହେବାର ସମ୍ଭାବନା ମଧ୍ୟ କମ୍ ଥାଏ। କିନ୍ତୁ ଏହାର ବିପରୀତରେ କାର୍ଯ୍ୟ କରିବା (ଯଥା-ଅଧିକାଂଶ…
ଅଦରକାରୀ ପାର୍ଟସ୍ରେ ଦିବ୍ୟାଙ୍ଗ ତିଆରି କଲେ ଇ-ବାଇକ୍
ସୁରଟ୍: ଦୃଢ଼ ଇଚ୍ଛାଶକ୍ତି ଆଗକୁ ବାଟ କଢାଇନିଏ ଯାହା ହୋଇଛି ବିଷ୍ଣୁ ପଟେଲଙ୍କ କ୍ଷେତ୍ରରେ। ଗୁଜରାଟର ସୁରଟ୍ ନିବାସୀ ବିଷ୍ଣୁ ଜଣେ ଦିବ୍ୟାଙ୍ଗ। ବୟସ ୬୦ ବର୍ଷ। ପିଲାବେଳୁ ସେ ପୋଲିଓରେ ଆକ୍ରାନ୍ତ ହେବା ପରେ ଚାଲି ପାରୁନାହାନ୍ତି। ବେଶି ପଢି…
ହିନ୍ଦୁ ରୀତିନୀତିରେ ମାଙ୍କଡ଼ର ଅନ୍ତିମ ସଂସ୍କାର
ଦଭାନ୍ଗିରି: ଅନେକ ସମୟରେ ପଶୁମାନଙ୍କର ବ୍ୟବହାର ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ପଶୁ ଓ ଲୋକମାନଙ୍କ ମଧ୍ୟରେ ନିବିଡ଼ତା ବଢିଯାଏ, ଯାହା ଘଟିଛି କର୍ନାଟକର ଛନ୍ନାଗିରି ତହସିଲ ଅନ୍ତର୍ଗତ ଏସ୍ଭିଆର୍ କଲୋନୀରେ। ଏହି କଲୋନୀକୁ କିଛିଦିନ ତଳେ ଦଳେ ମାଙ୍କଡ଼ ଆସିଥିଲେ।…
ଜାଣନ୍ତୁ କୁକୁର କାନ୍ଦିବା ପଛରେ କ’ଣ ରହିଛି କାରଣ
ପ୍ରତି ଧର୍ମରେ ଭିନ୍ନ ଭିନ୍ନ କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। କିଛି କଥା ମଣିଷ ଉପରେ ଆଧାରିତ ହୋଇଥିବାବେଳେ ଆଉ କିଛି ପଶୁପକ୍ଷୀଙ୍କ ଉପରେ। ଏଥିମଧ୍ୟରୁ କୁକୁର କାହିଁକି ରାତିରେ ଭୁକିଥାଏ ବା କାନ୍ଦିଥାଏ ବୋଲି ବର୍ଣ୍ଣିତ ଅଛି। ତାହା ପୁଣି…
ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ
ଓ୍ବାଶିଂଟନ୍: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ ବ୍ୟାପି ସାରିଲାଣି। ନାସା ବୈଜ୍ଞାନିକ ସାଟେଲାଇଟ୍ ମାଧ୍ୟମରେ ଏହାକୁ ଟ୍ରାକ୍ କରିଛନ୍ତି। ଏହି ଧୂଆଁ…
ମୋତେ ତରବାରୀ ଦିଅନ୍ତୁ, ସ୍ତ୍ରୀଙ୍କୁ ଯୁଦ୍ଧରେ ପରାସ୍ତ କରି ଛାଡପତ୍ର ନେବି
ଆମେରିକାର ଏକ କୋର୍ଟ ରୁମ୍ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ଏକ ଅଜବ ସର୍ତ୍ତ ରଖିଛନ୍ତି। ଛାଡପତ୍ର ପୂର୍ବରୁ ସେ ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ ଚାହିଁଛନ୍ତି। ଡେଭିଡ ଅଷ୍ଟ୍ରମ୍…
ଜ୍ୱାଳାମୁଖୀ ନିକଟରେ ବିବାହ କଲେ ବରକନ୍ୟା
ମନିଲା: ଫିଲିପାଇନ୍ସର ଏକ ସକ୍ରିୟ ଜ୍ୱାଳାମୁଖୀ ହେଉଛି ‘ତାଲ୍’। ରବିବାର ଏହାର ଆଖପାଖ ଅଞ୍ଚଳରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଏହା ସତ୍ତ୍ୱେ ଜ୍ୱାଳାମୁଖୀ ନିକଟରେ ବିବାହ କରିଛନ୍ତି ବରକନ୍ୟା। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି।…
ହାରମୋନିୟମ୍ର ତାଳେତାଳେ କୁକୁର ଗାଇଲା ଗୀତ: ସୋସିଆଲ୍ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୧୫।୧: ମଣିଷ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ଗୀତ ଗାଇବା ଦେଖାଯାଇଥାଏ। ତେବେ ଏବେ ସୋସିଆଲ୍ ମିଡିଆରେ ହାରମୋନିୟମ୍ର ତାଳେତାଳେ ଏକ କୁକୁର ତେରେ ବିନ୍…ଗୀତ ଗାଉଥିବାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଫେସ୍ବୁକ୍ରେ ସୁବିର୍ ଖାଁ ନାମକ…
ଆରବ ସାଗରରେ ୩୫୦ ବର୍ଷର ପୁରୁଣା କିଲ୍ଲା: ମିଳୁଛି ମଧୁର ଜଳ
ମୁମ୍ବାଇ: ଭାରତର କେତେକ ସ୍ଥାନରେ ରହସ୍ୟମୟ ପୁରୁଣା କିଲ୍ଲା ରହିଛି। ସେଥିମଧ୍ୟରୁ ମହାରାଷ୍ଟ୍ରର ରାୟଗଡ଼ ଜିଲାର ଉପକୂଳବର୍ତ୍ତୀ ଗାଁ ମୁରୁଦଠାରେ ଏକ ରହସ୍ୟମୟ ୩୫୦ ବର୍ଷର ପୁରୁଣା କିଲ୍ଲା ରହିଛି। ଆରବ ସାଗର ମଧ୍ୟରେ ଥିବା ଏହି କିଲ୍ଲାକୁ ଲୋକେ ମୁରୁଦ…
ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଔରଙ୍ଗାବାଦ୍,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ ଯିବା ପାଇଁ ରାସ୍ତା ଖରାପ ଥିବାରୁ ୮୫ ଜଣ ଛାତ୍ରୀଛାତ୍ର କାହାର ସହାୟତା ନ…
ଏଭରେଷ୍ଟ ଚାରିପାଖରେ ବୃଦ୍ଧିପାଉଛି ବନସ୍ପତି
ନୂଆଦିଲ୍ଲୀ: ବିଶ୍ୱ ତାପନ ପ୍ରଭାବରେ ଏଭରେଷ୍ଟ୍ର ହିମ ଉପତ୍ୟକା ତରଳିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଭରେଷ୍ଟ ଚାରିପାଖରେ ବନସ୍ପତି ( ଘାସ ଓ ବୁଦା ଜାତୀୟ ଗଛ)ବଢିବା ସହ ଏହାର ପରିସୀମା ବୃଦ୍ଧିପାଉଛି…
୧୯୯୫ କିଲୋ ଖେଚୁଡି ରାନ୍ଧିି ଗିନିଜ୍ ରେକର୍ଡ
ଶିମ୍ଲା: ହିମାଚଳ ପ୍ରଦେଶ ମଣ୍ଡି ଜିଲାର ତତ୍ତାପାଣିରେ ମକର ସଂକ୍ରାନ୍ତି ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଏକ ସମୟରେ ଗୋଟିଏ ବାସନରେ ୧୯୯୫ କିଲୋ ଖେଚୁଡି ପ୍ରସ୍ତୁତ କରାଯାଇଥିଲା। ଏହା ଏବେ ଗିନିଜ୍ ଓ୍ବାଲ୍ଡ ରେକର୍ଡରେ…

