୧୪ ମହଲା ବିଲ୍ଡିଂରେ ରହିଛି ଛୋଟ ସହର…
ଆମେରିକାର ଉତ୍ତରରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଲ୍ଡିଂ ରହିଛି। ଏହି ବିଲ୍ଡିଂ ଏକ ଛୋଟ ସହର ସହିତ ସମାନ। ଏଠାରେ ୨ଶହ ପରିବାର ବାସ କରୁଛନ୍ତି। ଲୋକମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସାଧାରଣ ବ୍ୟବସ୍ଥା ଏହି ଛୋଟ…
ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…
ସ୍ପେନ୍: ୨୦୦ ବର୍ଷ ଧରି ସ୍ପେନ୍ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍ ଫେଷ୍ଟିଭାଲ୍ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା ଏବଂ ହର୍ବାଲ ରଙ୍ଗକୁ ବ୍ୟବହାର କରି ଖେଳିଥା’ନ୍ତି। ପ୍ରତିବର୍ଷ ଡିସେମ୍ବର ୨୮ରେ ସ୍ପେନ୍ର ଆଇବିଆଇରେ…
ଓବାମାଙ୍କ ଫେଭରାଇଟ୍ ମ୍ୟୁଜିକ୍ ତାଲିକାରେ ପ୍ରତୀକଙ୍କ ଆଲ୍ବମ୍
ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଜଣେ ସଙ୍ଗୀତପ୍ରେମୀ। ସମଗ୍ର ବିଶ୍ୱର ଲୋକପ୍ରିୟ ଗାୟକଙ୍କ ଗୀତ ସେ ଶୁଣିଥାନ୍ତି। ୨୦୧୯…
ପିଲାଙ୍କୁ ପସନ୍ଦ ଡିଜିଟାଲ୍ ଲର୍ନିଂ
ଓ୍ମାଶିଂଟନ୍: ସ୍ମାର୍ଟଫୋନ୍, ଇ-ବୁକ୍ସ ଓ ଟାବଲେଟ୍ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ ନାହିଁ ବୋଲି ଅଭିଭାବକ ଚିନ୍ତାରେ ରହୁଛନ୍ତି। ହେଲେ ସ୍ମାର୍ଟଫୋନ୍ରେ ଯଦି ପିଲାଙ୍କୁ ଆକର୍ଷିତ କରୁଥିବା…
କେବେ ନାରଙ୍ଗୀ ରଙ୍ଗର ଟୋପି ତ କେବେ କଳା ଚଷମା, ୨୦୧୯ରେ ଚର୍ଚ୍ଚାରେ ଥିଲା ମୋଦିଙ୍କ ଏହି ଲୁକ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବର୍ଷ ୨୦୧୯ ସ୍ମରଣୀୟ ରହିଥିଲା। ସାଧାରଣ ନିର୍ବାଚନରେ ଭାଜପାର ସଫଳତା ଯୋଗୁ ଉକ୍ତ ବର୍ଷ ସେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିବା ପ୍ରଧାନମନ୍ତ୍ରୀଙ୍କ ଅନେକ…
ପ୍ରତି ୬ ମାସରେ ବଦଳିଥାଏ ଏହି ଦ୍ୱୀପର ମାଲିକାନା
ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି ୬ ମାସରେ ଦ୍ୱୀପଟି ଦେଶ ବଦଳାଇଥାଏ। ଏହି ଦୁଇ ଦେଶ ୬ ମାସ ଲେଖାଏ…
ଏମିତି ଗାର୍ଡେନ୍, ଯାହାକୁ ପୋଷାକ ଭାବେ ପିନ୍ଧି ହେବ
କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ ପୋଷାକ ଭାବେ ପିନ୍ଧି ହେବ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପୋଷାକକୁ…
ଏୟାରପୋର୍ଟରେ ନାବାଳକଙ୍କ ଟି-ଶାର୍ଟ ବଦଳାଇଲେ ଅଧିକାରୀ, ଜାଣନ୍ତୁ କାହିଁକିି
ଜୋହାନ୍ସବର୍ଗ: ଦକ୍ଷିଣଆଫ୍ରିକା ଏୟାରପୋର୍ଟ ଅଫିସର ଜଣେ ୧୦ ବର୍ଷର ନାବାଳକଙ୍କ ଟି-ଶାର୍ଟ ବଦଳାଇଛନ୍ତି। ଶାର୍ଟ ବଦଳାଇବା ପଛରେ ଏକ କାରଣ ରହିଛି। ଯାହା ଜାଣିଲେ ଚକିତ ହେବେ। ଷ୍ଟିଭ୍ ଲୁକ୍ସ ନାମକ ଜଣେ ନାବାଳକ ନିଜ ପରିବାର ସହ ନ୍ୟୁଜିଲାଣ୍ଡରୁ ଆଫ୍ରିକା…
ମେଦବହୁଳତା ଯୋଗୁ କମୁଛି ଛୋଟପିଲାଙ୍କ ମନେରଖିବା ଶକ୍ତି
ଓ୍ବାଶିଂଟନ,୧।୧: ଖାଦ୍ୟପେୟ ତଥା ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ କେତେକ ଛୋଟ ପିଲାଙ୍କଠାରେ ମେଦବହୁଳତା ଦେଖାଯାଉଛି। ଏହାର ପ୍ରଭାବରେ ସେମାନଙ୍କ ମନେ ରଖିବା ଶକ୍ତି କମିଯାଉଛି। ଏନେଇ ନିକଟରେ ଆମେରିକାର ଓ୍ବେରମାଣ୍ଟ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହାର ରିପୋର୍ଟ…
ଚା ଦୋକାନରେ ହେଉଛି ରାମାୟଣ-ମହାଭାରତ ଚର୍ଚ୍ଚା…
ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିଆରା ରୋଚକ ଘଟଣା ଦେଖିବାକୁ ମିଳିଥାଏ। ଏପରି ଘଟଣା ଗୁଜରାଟ ଅହମ୍ମଦାବାଦ୍ର ଏକ ଚା ଦୋକାନରେ ଦେଖିବାକୁ ମିଳୁଛି। ଏଠାରେ ନିତି ସକାଳେ ସନ୍ଧ୍ୟାରେ ଗରାଖଙ୍କର ଭାରି ଗହଳି ହୋଇଥାଏ। ସ୍ଥାନୀୟ ସରସପୁରଠାରେ ଥିବା…
ଡବ୍ଲୁଡବ୍ଲୁଇରେ ବିବାହ କରୁଥିଲେ ରେସ୍ଲର: କେକ୍ ଭିତରୁ ବାହାରିଲେ ପୂର୍ବତନ ସ୍ବାମୀ
ବିବାହ ସବୁ ଝିଅ ଓ ପୁଅଙ୍କ ପାଇଁ ଏକ ରଙ୍ଗୀନ ସ୍ବପ୍ନ। ଏହାକୁ ସ୍କୃତି କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗ ଓ ଆଡମ୍ବରରେ ବିବାହ ଆୟୋଜନ କରିଥାନ୍ତି। ହେଲେ ଏବେ ଏକ ବିବାହ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା…
ଏସବୁ ୫ ରାଶି ବ୍ୟକ୍ତିଙ୍କ ପାଇଁ ୨୦୨୦ ଆଣିଦେବ ସୌଭାଗ୍ୟ…
୨୦୨୦ରେ କେତେକ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ମିଳିବ ସଫଳତା। କେଉଁ କେଉଁ ରାଶି ପାଇଁ ନୂଆବର୍ଷ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା… ବୃଷ: ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ୨୦୨୦ ବେଶ୍ ଭଲ ସାବ୍ୟସ୍ତ…

