ରୋଜ୍ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା
ଭାଲେଣ୍ଟାଇନ୍ ସପ୍ତାହ ରୋଜ୍ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ।…
ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ: ୩୯ ଲକ୍ଷରେ ବିକ୍ରି ହେଲା ୩୦.୮୫ କିଗ୍ରା ଓଜନର ବଡ଼ମାଛ
ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍ ସ୍ପୋର୍ଟ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍ ଅବଦୁଲା ଅଲ୍ଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ସେ ୩୦.୮୫ କିଗ୍ରା ଓଜନର ବଡ଼ ମାଛ ଧରି ଥିଲେ।…
ସାଇକେଲ ଚୋରକୁ ୩ ବର୍ଷ ଜେଲ୍
ବ୍ରସେଲ୍ସ୍,୬।୨: ସାଇକେଲ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ବେଲଜିୟମ୍ର ଅଦାଲତ ୩ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି। ଜଜ୍ କହିଛନ୍ତି ଯାହାର ସାଇକେଲ ଚୋରି ହୋଇଥିଲା ସେ ବ୍ୟକ୍ତି ଜଣକ ବାଧ୍ୟ ହୋଇ କାର୍ ଚଳାଇଲେ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ସୃଷ୍ଟି…
କରୋନା ସଂକ୍ରମିତଙ୍କ ଯାଞ୍ଚ୍ କାର୍ଯ୍ୟରେ ରୋବୋ ନିଯୁକ୍ତ
ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ଯାଞ୍ଚ୍ରେ ରୋବୋକୁ…
୩ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା…
ପ୍ରେମୀ ଦିବସକୁ ନେଇ ପ୍ରତିଟି ପ୍ରେମିକାପ୍ରେମିକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଥାଏ। ପ୍ରେମ ଉପରେ ସବୁବେଳେ କଟକଣା ଲାଗିଛି। ତେବେ ଯେତେବେଳେ କଟକଣା ଶକ୍ତ ହୋଇଛି ପ୍ରେମ ଅଧିକ ଗଭୀର ହୋଇଛି। ଏହା ପୃଥିବୀ ଇତିହାସରୁ ଜଣାପଡ଼େ। ତୃତୀୟ ଶତାବ୍ଦୀରେ ଇଟାଲୀରେ…
ସାଥୀଙ୍କ ହୃଦୟ ଜିଣିବା ପାଇଁ ଦେବେ କେଉଁ ରଙ୍ଗର ଗୋଲାପ…
ଭାଲେଣ୍ଟାଇନ୍ ଓ୍ବିକ୍ର ପ୍ରଥମ ଦିନକୁ ରୋଜ୍ ଡେ କୁହାଯାଇଥାଏ। ଏହା ଫେବୃୟାରୀ ୭ରେ ପାଳିତ ହେବ। ପ୍ରେମିକାପ୍ରେମିକ ନିଜ ସାଥୀଙ୍କ ହୃଦୟ ଜିଣିବା ପାଇଁ ଭିନ୍ନ ଭିନ୍ନ ରଙ୍ଗର ଗୋଲାପ ଉପହାର ଦେଇଥାନ୍ତି। ତେବେ କେଉଁ ରଙ୍ଗ ଗୋଲାପ କାହିଁକି ଉପହାରରେ…
୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ
ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍ ବୁକ୍ରେ ସ୍ଥାନୀତ କରିଛି। ଭଟିଣ୍ଡା ଜିଲାର ମୈଡ଼ ମଣ୍ଡିରେ ବାସ କରୁଥିବା ଆକାଶ ହାତେ ଉଚ୍ଚା କାଠରେ ୪୦୦…
ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା
ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି ଦିଲ୍ଲୀ ଓ ନୋଏଡାରେ ଜୀବିକା ପାଇଁ ସଂଗ୍ରାମ କରିବା ପରେ ନିଜ ଗଁ।କୁ ଫେରି…
ଜନସଂଖ୍ୟା ବଢ଼ାଇବାକୁ ‘ବେବି ବୋନସ’
ଏଥେନ୍ସ: ୭୫୦କୋଟି ଟପିଲାଣି ପୃଥିବୀର ଜନସଂଖ୍ୟା। ଏହାକୁ ରୋକିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି ବିକଶିତ ଏବଂ ବିକାଶଶୀଳ ଦେଶ। ହେଲେ ଗ୍ରୀସ୍ରେ ଏହାର ବିପରୀତ ଦୃଶ୍ୟ ସାମ୍ନାକୁ ଆସିଛି। ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଏହି ଦେଶ…
ରୋଷେଇ ଘର ପାଣି ପାଇପରୁ ବାହାରିଲା ମଦ: ଲୋକେ ଆଶ୍ଚର୍ଯ୍ୟ
ତ୍ରିଶୂର,୬।୨: ଘରକୁ ଦିଆଯାଇଥିବା ପାଣି ପାଇପରୁ ପାଣି ବଦଳରେ ମଦ ବାହାରିବା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ତେବେ କେରଳର ତ୍ରିଶୂର ଜିଲାରେ ଏମିତି ଦୃଶ୍ୟ ଦେଖିବାକୁ ମିିଳିଛି। ତ୍ରିଶୂର ଚଲାକୁଡି ଅଞ୍ଚଳରେ ଥିବା ଏକ ସୋଲୋମନେ…
୧୦୫ ବର୍ଷରେ ପରୀକ୍ଷା ପାସ୍ କଲେ ବୃଦ୍ଧା
ଥିରୁଭାନନ୍ତପୁରମ,୬।୧: କେରଳର ୧୦୫ ବର୍ଷର ଜଣେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପାସ୍ କରିଛନ୍ତି। ଭଗୀରଥି ଆମ୍ମା ନାମ୍ନୀ ଏହି ବୃଦ୍ଧା ଜଣଙ୍କ ଭାରତର ସବୁଠୁ ବୟସ୍କ ବିଦ୍ୟାର୍ଥୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତବର୍ଷ ରାଜ୍ୟ ସାକ୍ଷରତା ଅଭିଯାନ ଦ୍ୱାରା କୋଲ୍ଲମରେ…
ମହିଳାଙ୍କ ମୁହଁରେ ହସ ଫୁଟାଉଛି ଗୋଲାପି ବସ୍, ଏଥିରେ ରହିଛି ଅନେକ ସୁବିଧା
ପୁଣେ ସହରରେ ଗୋଲାପି ରଙ୍ଗର ବସ୍ ମହିଳାଙ୍କ ମୁହଁରେ ବେଶ୍ ହସ ଫୁଟାଇଛି। କାରଣ ଏଥିରେ ମହିଳାଙ୍କ ପାଇଁ ଶୌଚାଳୟ, କ୍ୟାଣ୍ଟିନ୍, ଫିଡିଂ ରୁମ୍ ଏବଂ ପିଲାଙ୍କ ସାନିଟାରୀ ନାପ୍କିନ୍ର ସୁବିଧା ରହିଛି। ବର୍ତ୍ତମାନ ଭିଡ଼ ଏବଂ ଲମ୍ବା ଯାତ୍ରାକୁ ନେଇ…

