ବିରୋଧ ପ୍ରଦର୍ଶନ ବେଳେ ହେଲା ପ୍ରେମ, ଏବେ କରିବେ ବିବାହ
ନୂଆଦିଲ୍ଲୀ,୭।୨: ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶାନ୍ତି ପୂର୍ଣ୍ଣଭାବେ ଏଠାରେ ବିରୋଧ କରାଯାଉଛି। ଏହି ପ୍ରଦର୍ଶନରେ ବହୁ ସଂଖ୍ୟାରେ ମହିଳା, ଯୁବକ ଓ ଶିକ୍ଷାର୍ଥୀଙ୍କୁ ଦେଖିବାକୁ ମିଳିଛି। ତେବେ ବିରୋଧ…
ରୋଜ ଡେ’: ଟୁଇଟରରେ ବ୍ୟାଚେଲର କହିଲେ ‘ଅଚ୍ଛେଦିନ ଆୟେଗା’
ନୂଆଦିଲ୍ଲୀ: ଫେବୃୟାରୀ ୧୪ରେ ପାଳନ କରାଯାଉଛି ଭାଲେଣ୍ଟାଇନ୍ ଡେ’। ଆଉ ଏବେଠାରୁ ଆରମ୍ଭ ହେଲାଣି ଏହାର ପୂର୍ବ ପ୍ରସ୍ତୁତି। ଫେବୃୟାରୀ ୭ରେ ପାଳନ କରାଯାଉଛି ରୋଜ୍ ଡେ’। ଏହାକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ହେଲେ…
କରୋନା ଭୟ: ଆପାର୍ଟମେଣ୍ଟରେ ୫୦ କିମି ଦୌଡ଼ିଲେ ଧାବକ, ବାଲ୍କୋନିରେ ମାରିଲେ ୬୨୫୦ ଚକ୍କର
ବେଜିଂ: ଚାଇନାରେ କରୋନା ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଛି। ଫଳରେ ଝୋଜିୟାଙ୍ଗ୍ ହାଙ୍ଗ୍ଝୋଉର ଏକ ଆପାର୍ଟମେଣ୍ଟରେ ରହୁଥିବା…
ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡିବ ବୋଲି ୫ କୋଟି ଟଙ୍କାରେ ନିଆଁ ଲଗାଇଲେ ବ୍ୟବସାୟୀ
ବୈବାହିକ ଜୀବନରେ ଝଡ ଆସିଲେ ସ୍ତ୍ରୀସ୍ବାମୀ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଇଥାନ୍ତି। ପରେ କୋର୍ଟରେ ଛାଡପତ୍ର ମାମଲା ଚାଲେ। ଶେଷରେ ସ୍ତ୍ରୀଙ୍କୁ ଭରପୋଷଣ ପାଇଁ ଅର୍ଥ ଦେବାପରେ ମାମଲାଟି ଶାନ୍ତ ପଡେ। କାନାଡାରେ ଛାଡପତ୍ରର ଏକ ଅଜବ ମାମଲା ସାମ୍ନାକୁ…
ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର: ଏଠାରେ ଶୁଣିବାକୁ ମିଳିବ ପଶୁପକ୍ଷୀଙ୍କ ସ୍ବର
ରାଜକୋଟ: ଗୁଜରାଟର ରାଜକୋଟରେ ପ୍ରଦ୍ୟୁମ୍ନ ପାର୍କ ପ୍ରାଣୀ ସଂଗ୍ରାହାଳୟରେ ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର ନିର୍ମାଣ ସରିଛି। ଏଠାରେ ମନୁଷ୍ୟ, ପଶୁପକ୍ଷୀଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଆହୁରି ମଧ୍ୟ ଏଠାରେ ଫଟୋ ସ୍କ୍ଲପ୍ଚର ପେଣ୍ଟିଂ ଜରିଆରେ ପ୍ରାଣୀ ଜଗତର ବିବିଧତାକୁ…
ବ୍ରିଟେନରେ ସବୁଠୁ ଅଧିକ ପଢୁଛନ୍ତି ଭାରତୀୟ ଛାତ୍ର
ଲଣ୍ଡନ : ବ୍ରିଟେନକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରଙ୍କ ମଧ୍ୟରେ ସବୁଠାରୁ ଅଧିକ ଭାରତୀୟ ରହିଛନ୍ତି। ବର୍ଷକୁ ଲକ୍ଷେରୁ ଅଧିକ ଛାତ୍ର ଏଠାକୁ ପଢ଼ିବାକୁ ଆସିଥାନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଭାରତୀୟ ଛାତ୍ରଙ୍କ ସଂଖ୍ୟା ପ୍ରାୟ ୧୦୭ ପ୍ରତିଶତ ଛୁଇଁଛି।…
୧୦ମ ଫେଲ୍ ୩ ଯୁବକ ୨୦ ଦେଶର ୧ ହଜାର ପିଏଚ୍.ଡି. ଛାତ୍ରଙ୍କଠାରୁ ଠକିନେଲେ ୨ କୋଟି
ଗାଜିଆବାଦ,୭।୨: ପାଠଘର ଶୂନ କିନ୍ତୁ କାରନାମା ଅନେକ। ୧୦ମ ଫେଲ୍ ୩ ଯୁବକ ପିଏଚ୍.ଡି. ଛାତ୍ରମାନଙ୍କୁ ପାଣି ପିଆଇ ଦେଇଛନ୍ତି। କେବଳ ଦେଶରେ ନୁହେଁ, ବିଦେଶ ଛାତ୍ରଙ୍କୁ ମଧ୍ୟ ଜାଲରେ ଫସାଇଛନ୍ତି ଗାଜିଆବାଦର ଏହି ଯୁବକମାନେ। ପୋଲିସ କହିବା ମୁତାବକ, ଏହି…
ପେଟରୁ ବାହାରିଲା ଏଲ୍ଇଡି ବଲ୍ବ
ଫରିଦାବାଦ୍,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍ଇଡି ବଲ୍ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ ରହୁଥିବା ପ୍ରମୋଦ କୁମାରଙ୍କ ଭଣଜା ଅଭିଷେକ(୧୦) ୧୦ ଦିନ ପୂର୍ବେ ଖେଳୁଥିବାବେଳେ ପ୍ରବଳ କାଶ…
ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ
ପେନସିଲ୍ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍ଗୀରଣ ହେବାକୁ ଲାଗିଥିଲା। ଆକାଶରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବହଳ ଧୂଆଁ ଆସ୍ତରଣ ସୃଷ୍ଟି ହୋଇଥିଲା।…
ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଦେଉଛନ୍ତି ଜୁସ୍
ବେଙ୍ଗାଲୁରୁ,୬।୨: କର୍ନାଟକର ଜଣେ ଜୁସ୍ ଦୋକାନୀ ଏବେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଏବେ ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଜୁସ୍ ଦେଇ ସମସ୍ତଙ୍କ ମନ ଜିତିଥିବା କୁହାଯାଉଛି। ଏଏନ୍ଆଇର ସୂଚନା ଅନୁଯାୟୀ,…
୧୦ ମିନିଟ୍ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା
ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି ଯାଇଛି। ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢିବାରେ ଲାଗିଛି।…
ବିବାହ ବେଦୀରୁ ଉଠି ୧୦ ମିନଟ୍ରେ ପହଞ୍ଚିଲେ ପରୀକ୍ଷା ହଲ୍ରେ
ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍. କମ୍ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର ଲୋକଙ୍କ ଚାପରେ ବିବାହ ପାଇଁ ସ୍ଥିର କରିଥିଲେ। ହେଲେ ବିବାହ ଦିନ ତାଙ୍କର ତୃତୀୟ…

