ମନୋରଞ୍ଜନ

କରୋନାରୁ ସୁସ୍ଥ ହେବା ପରେ ପ୍ରଥମଥର ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ

ମୁମ୍ବାଇ: କିଛିଦିନ ପୂର୍ବେ ବଲିଉଡ୍ ନାୟକ ଅର୍ଜୁନ କପୁର କରୋନାରେ ପୀଡ଼ିତ ହୋଇଥିବା କଥା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଆଉ ଏହାର କିଛିଦିନ ପରେ ମଲାଇକା ଆରୋରା ବି କରୋନାରେ ପୀଡ଼ିତ ହୋଇଥିଲେ । ଇତିମଧ୍ୟରେ ଉଭୟ କରୋନା…

ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ ସମୟରେ ବିତାଉଛନ୍ତି। ବେଳେବେଳେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଗର୍ଭବସ୍ଥାର ଅନୁଭବ ବାଣ୍ଟୁଛନ୍ତି।…

ଅକ୍ଟୋବରରେ ବିବାହ କରିବେ ନେହା!

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡଙ୍କ ବିବାହକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ପୂର୍ବ ପ୍ରେମିକଙ୍କଠାରୁ ଅଲଗା ହେବା ପରେ ଏବେ ନେହା ପଡିଛନ୍ତି ଗାୟକ ରୋହନପ୍ରୀତ ସିଂଙ୍କ ପ୍ରେମରେ । କିଛିଦିନ ତଳେ ନେହା ଏହାକୁ ନେଇ ଇନ୍‌ଷ୍ଟାଗ୍ରାମରେ…

ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ରହିଛି ଏହି ମନ୍ଦିର: ପ୍ରତିଦିନ ହୁଏ ପୂଜାର୍ଚ୍ଚନା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଇତିମଧ୍ୟରେ ୭୮ ବର୍ଷର ହୋଇଯାଇଛନ୍ତି। ତେବେ କରୋନା ଭାଇରସ ଓ ‘କୌନ୍‌ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ ଥିବାରୁ ସେ ଏଥର ଧୂମ୍‌ଧାମରେ ନିଜର ଜନ୍ମଦିନ ପାଳନ କରି ନାହାନ୍ତି। ତେବେ ଖୁବ୍‌ କମ୍‌ ଲୋକ…

ସ୍ବାମୀଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଥରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ବଡ଼ ପରଦାରେ ଆମ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏହି ସୁପରଷ୍ଟାର ଦମ୍ପତି ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ଏ ନେଇ ଜେନେଲିଆ କହିଛନ୍ତି, ଏବେ ତାଙ୍କ…

ଗତ ୪ ବର୍ଷ ହେଲା ଡିପ୍ରେସନ୍‌ରେ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ଝିଅ

ଅଭିନେତା ଅମିର ଖାଁଙ୍କ ଝିଅ ଇରା ଏବେ ଡିପ୍ରେସନ୍‌ରେ ଅଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକ ବିବ୍ରତ ହୋଇଥିଲେ। ଭିଡିଓ ମାଧ୍ୟମରେ ଇରା କହିଛନ୍ତି ଗତ…

ଘାରିଛି ଓ୍ବେବ୍‌ ସିରିଜ ନିଶା

ବବି ଦେଓଲଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ବରସାତ୍‌’ (୧୯୯୫) ଚଳଚ୍ଚିତ୍ରରୁ। ଏଥିରେ ତାଙ୍କର ନାୟିକା ସାଜିଥିଲେ ଟ୍ବିଙ୍କିଲ ଖାନ୍ନା। ଫିଲ୍ମଟିକୁ ମଧ୍ୟ ଆଶାନୁରୂପ ସଫଳତା ମିଳିିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ବେଶ୍‌ କେତୋଟି ସିନେମାର ନାୟକ ସାଜିଥିଲେ ମଧ୍ୟ…

ଦୋଛକିରେ ପଡିଛନ୍ତି ତାରା

ନବାଗତା ତାରା ସୁଟାରିଆ ଏବେ ଦୋଛକିରେ ପଡିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫର ତାଙ୍କର ଟେନ୍‌ସନ୍‌କୁ ବଢ଼ାଇ ଦେଇଛି। କାରଣ ଏଥିରେ ତାଙ୍କୁ ବିକିନୀ ଗେଟ୍‌ଅପ୍‌ରେ ଶଟ୍‌ ଦେବାକୁ ପଡିବ। ତେଣୁ ଏପରି ଅଫରକୁ ହଁ ଭରିବେ ନା…

ବିରାଟଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍‌ କିସ୍‌

ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା ଏକ ବ୍ଲୁ କଲରର ଡ୍ରେସ୍‌ ପିନ୍ଧିଥିଲେ। ଯେଉଁଥିରେ ବେବି ବମ୍ପ ଦେଖାଯାଉଥିଲା। ତେବେ ଷ୍ଟାଡିୟମରେ…

ନେହା-ରୋହନପ୍ରୀତ୍‌ଙ୍କ ଏକାଠି ଫଟୋ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ରୋହନପ୍ରୀତ ସିଂଙ୍କୁ ପ୍ରେମ କରିବା ଏପରିକି ତାଙ୍କୁ ବିବାହ କରିବା ମଧ୍ୟ ଖବର ଶୁଣିବାକୁ ମିଳୁଛି। ନେହା ରୋହନପ୍ରୀତଙ୍କ ସହ ଏକ…

ସୁଯୋଗ ଅପେକ୍ଷାରେ କରୀନା

କରୀନା ପୁଣି ସୁଯୋଗ ଅପେକ୍ଷାରେ ! ସତରେ, ଏପରି କଥାକୁ ହଜମ କରିବା ଭାରି କଷ୍ଟ। କାରଣ ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ କରୀନା ସଫଳତା ହାସଲ କରିଚାଲିଛନ୍ତି। ଭିନ୍ନ ଭିନ୍ନ ଭୂମିକାରେ ସେ ଦର୍ଶକଙ୍କ ସାମ୍‌ନାକୁ ଆସିବା ସହ ନିଜ…

ମୁହଁ ଖୋଲିଲେ ଅନୁପ ଜଲୋଟା

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଓ ତାଙ୍କ ଶିଷ୍ୟା ଜଶଲିନ ମଥାରୁଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା । ଉଭୟ କୁଆଡେ ବିବାହ କରିଛନ୍ତି ବୋଲି ନିକଟରେ ଶୁଣିବାକୁ ମିଳିଥିଲା । ଏବେ ଏହାକୁ ନେଇ ମୁହଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri