ସ୍ବାମୀଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଥରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ବଡ଼ ପରଦାରେ ଆମ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏହି ସୁପରଷ୍ଟାର ଦମ୍ପତି ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ଏ ନେଇ ଜେନେଲିଆ କହିଛନ୍ତି, ଏବେ ତାଙ୍କ ହାତରେ ଅନେକ ଭଲ ପ୍ରୋଜେକ୍ଟ ରହିଛି। ଆହୁରି ମଧ୍ୟ ସେ କହିଛନ୍ତି, ଅନେକ ଦିନ ହୋଇଗଲା, ଏବେ ଆଶା କରୁଛି ଅମକୁ ଏକାଠି ଗୋଠିଏ ଫିଲ୍ମରେ କାମ କରିବାର ସୁଯୋଗ ମିଳିବ। ଏହାର ଉତ୍ତରରେ ରିତେଶ କହିଛନ୍ତି, ତମେ କେବଳ ଏହି ପ୍ରୋଜେକ୍ଟ ହଁ କହି ଦେଖ। ତେବେ ଆଗାମୀ ଦିନରେ ଏହି ଦମ୍ପତିଙ୍କୁ ଏକାଠି ବଡ଼ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ‘୮୩’

ବମ୍ବେ: ବକ୍ସ ଅଫିସରେ ଇତିହାସ ରଚିଛି ସୁପରଷ୍ଟାର ରଣବୀର ସିଂ ଏବଂ ଦୀପିକା ପାଦ୍ୟୁକୋନ୍‌ ଅଭିନୀତ ଫିଲ୍ମ ‘୮୩’। ୨୦୨୧ ଡିସେମ୍ବର ୨୪ରେ ଏହା ରିଲିଜ...

ସ୍କୁଲ୍‌ ପିଲାଙ୍କ ସହ ଡ୍ୟାନ୍ସ କଲେ କ୍ୟାଟ୍ରିନା, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କିଏ ବା ନ ଜାଣେ। ନିଜର ଲୁକ୍‌ ଏବଂ ଅଭିନୟ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍‌...

୧୫ ବର୍ଷ ବୟସରେ ପ୍ରେମରେ ପଡିଥିଲେ କରିନା, ମା’ ଜାଣିବା ପରେ…

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ। କରିନା ହିନ୍ଦୀ ସିନେମାରେ ପ୍ରାୟ...

ବାର୍ବି ହେବା ପାଇଁ ୭୩ ହଜାର ଡଲାର ଖର୍ଚ୍ଚ

କାନବେରା: ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ତା’ ପାଇଁ ଲୋକେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ଏମିତି କିଛି ଲୋକ...

ହୃଦ୍‌ଘାତରେ ଆଖି ବୁଜିଲେ ଆର୍‌ଜେ ରଚନା

ବାଙ୍ଗାଲୋର: ଲୋକପ୍ରିୟ କନ୍ନଡ ଆର୍‌ଜେ ରଚନା ଆଉ ନାହାନ୍ତି। ମାତ୍ର ୩୯ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସେ। ମଙ୍ଗଳବାର ଜେପି ନଗରସ୍ଥିତ ଫ୍ଲାଟ୍‌ରେ...

୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ...

ଗୋବିନ୍ଦାଙ୍କ ନୂଆ ଗୀତ ରିଲିଜ୍‌

ମୁମ୍ବାଇ: ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ବଲିଉଡ୍‌ରେ ରାଜ୍‌ କରୁଥିବା ସୁପରଷ୍ଟାର ଗୋବିନ୍ଦାଙ୍କ ଯାଦୁ ଦର୍ଶକଙ୍କ ହୃଦୟରେ ଆଜି ବି ଛାପ ହୋଇରହିଛି। ଏଥିପାଇଁ...

ଜନ୍ମଦିନରେ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି ଏହି ପ୍ରସିଦ୍ଧ କଳାକାର

କୈଳାଶ ଖେର ଅନନ୍ୟ ସ୍ବର ପାଇଁ ଜଣାଶୁଣା। ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। କୈଳାଶଙ୍କ ଅନେକ ଫ୍ୟାନ୍‌ ଅଛନ୍ତି।...

Advertisement
Archives

Model This Week