ରାମାୟଣ ଦେଖୁଛନ୍ତି ତୈମୁର!
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଭାବେ ତୈମୁର ଅଲ୍ଲି ଖାଁ ଅନେକଙ୍କର ପସନ୍ଦ । ଖୁବ୍ ଛୋଟ ହେଲେ ବି ସେ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ପିତା ତଥା ବଲିଉଡ୍ ନାୟକ ଶୈଫ ଅଲ୍ଲି ଖାଁ ଜଣେ ଭଲ…
ମା’ ହେବାକୁ ଯାଉଛନ୍ତି ଶାହିଦଙ୍କ ପୂର୍ବତନ ପ୍ରେମିକା
ଶାହିଦ କପୁରଙ୍କ ପୂର୍ବତନ ପ୍ରେମିକା କୁହାଯାଉଥିବା ଅମୃତା ରାଓ ବିବାହ ପରଠାରୁ ନିଜ ରିୟଲ ଲାଇଫ୍କୁ ଫିଲ୍ମ ତଥା ଗ୍ଲାମର ଦୁନିଆଠାରୁ ସବୁବେଳେ ଦୂରେଇ ରଖିଛନ୍ତି। ହେଲେ ଏବେ ‘ବିବାହ’ ଅଭିନେତ୍ରୀ ଅମୃତା ଚର୍ଚ୍ଚାକୁ ଆସିଛନ୍ତ। ଏହାର କାରଣ ହେଉଛି ସେ…
ପୁରା ଟଙ୍କା ନ ମିଳିବାରୁ ଅଧା ମେକ୍ଅପ୍ରେ ଶୁଟିଂ ସେଟ୍ରେ ପହଞ୍ଚିଥିଲେ ଏହି ଲୋକପ୍ରିୟ ଅଭିନେତା
ବଲିଉଡ୍ ଇଣ୍ଡଷ୍ଟ୍ରିରେ ସବୁଠାରୁ ମଜାଳିଆ କଳାକାରଙ୍କ କଥା କୁହାଗଲେ ସର୍ବପ୍ରଥମ ନାମ ଆସିଥାଏ କିଶୋର କୁମାରଙ୍କର। ତାଙ୍କ ସମୟରେ କିଶୋରଙ୍କୁ ସବୁଠାରୁ ବିନ୍ଦାଶ୍ ବ୍ୟକ୍ତି ବୋଲି କୁହାଯାଉଥିଲା। ତେବେ କିଶୋର ସଂଗୀତରେ କ୍ୟାରିୟର କରିବାକୁ ଚାହୁଁଥିଲେ। କିନ୍ତୁ ସେ ଅଭିନୟ କରନ୍ତୁ…
ମା’ ହେବେ ସାଗରିକା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା, କରୀନା କପୁରଙ୍କ ସମେତ ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମା’ ହେବାକୁ ଯାଉଛନ୍ତି। ସେ ହେଲେ ‘ଚକ୍ ଦେ ଇଣ୍ଡିଆ’ ଅଭିନେତ୍ରୀ ସାଗରିକା ଘାଟଗେ। ତେଣୁ ସାଗରିକା ଏବଂ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ…
ପୂଜାଙ୍କ ଭାଗ୍ୟ ହ୍ରିତିକ୍ଙ୍କ ସହିତ ଅଭିନୟ ପରେ ଖୋଲିଥିଲା…
ମୁମ୍ବାଇ,୧୩।୧୦: ସାଉଥ୍ ଅଭିନେତ୍ରୀ ପୂଜା ହେଗ୍ଡ଼େ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ବର୍ଷରେ ପାଦ ଥାପିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ ମହେଞ୍ଜୋଦାରୋର ନାୟିକା ଭାବେ ପୂଜା ବେଶ୍…
ଆକାଶକୁ ଦେଖି କାହାକୁ ମନେ ପକାଇଲେ ସଲମାନ୍ …
ଦବଙ୍ଗ ଷ୍ଟାର ସଲମାନ ଖାଁ ପ୍ରାୟ ସାଢ଼େ ୬ ମାସ ପରେ ପୁଣି ଥରେ ଶୁଟିଂ ସେଟକୁ ଫେରିଛନ୍ତି। ସହ ନିର୍ମାତା ଅତୁଲ ଅଗ୍ନିହୋତ୍ରୀଙ୍କ ସହ ସେ ଅଧା ରହିଯାଇଥିବା ଫିଲ୍ମ ‘ରାଧେ’ର ଶୁଟିଂକୁ ପୂରା କରିବେ। ଫିଲ୍ମର ଅଧିକାଂଶ ଭାଗର…
୨ଟି ଚ୍ୟାନେଲ ବିରୋଧରେ ବଲିଉଡ୍ର ୩୮ ପ୍ରଡକ୍ସନ ହାଉସ୍ ହାଇକୋର୍ଟରେ ଦାଖଲ କଲେ ଅଭିଯୋଗପତ୍ର
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରଶଂସକମାନେ ବଲିଉଡ୍କୁ ଘେରି ଯାଇଛନ୍ତି। ଏମିତି କେତୋଟି ମିଡିଆ ହାଉସ୍ ରହିଛି, ଯାହାକି ବଲିଉଡ୍ର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନ କରିବା ସହ ଖରାପ ଭାଷା…
ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତା
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ରଣବୀର କପୁର ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରଣବୀର ଧୂସର ଏବଂ କଳା ଟ୍ରାକସୁଟ ପିନ୍ଧି ସାଇକେଲିଂ…
ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ପରଲୋକ: ୨ ଦିନ ପୂର୍ବରୁ ଅନ୍ଲାଇନ୍ରେ ନେଇଥିଲେ କ୍ଲାସ୍
କନ୍ନଡ ଫିଲ୍ମର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାଜନ ନାଗେନ୍ଦ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପୁଅ ଅନନ୍ତ କୁମାର ଜଣାଇଛନ୍ତି। ସେ…
କରୋନା ପରେ ଝଡ଼ୁଥିବା କେଶରୁ ନିସ୍ତାର ପାଇବା ପାଇଁ ଟିପ୍ସ ଦେଲେ ମଲାଇକା
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ମଲାଇକା ଅରୋରା ନିଜର ଫିଟ୍ନେସ୍ ଓ ଫେସେନେବୁଲ ପାଇଁ ବେଶ୍ ପରିଚିତ। ସୋସିଆଲ ମିଡିଆରେ ସବୁବେଳେ ସେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ଏଥିସହ ମଲାଇକା ପ୍ରାୟ ସମୟରେ ନିଜର କାର୍ଯ୍ୟକଳାପ, ଫଟୋ ଓ ଭିଡ଼ିଓକୁ ପ୍ରଶଂସକଙ୍କ…
ହିନ୍ଦୀ ନ ଆସିବା ସତ୍ତ୍ୱେ ସାରେଗାମାପା ଶୋ’ ଜିତିଲେ ଏହି କୁନି ଝିଅ
ଲୋକପ୍ରିୟ ଶୋ’ ସରେଗାମା ପା ଲିଟିଲ୍ ଚାମ୍ପ୍ସର ଆଉ ଏକ ସିଜିନ୍ ଶେଷ ହୋଇଛି। ପ୍ରତିଥର ଭଳି ଏଥର ମଧ୍ୟ ଜଣେ ନୂଆ ଚାମ୍ପିଅନ୍ ମିଳିଛନ୍ତି। ଏଥର କେରଳର କୁନି ଝିଅ ଆର୍ଯ୍ୟନନ୍ଦା ବାବୁ ଶୋ’ର ଚାମ୍ପିୟନ୍ ହୋଇଛନ୍ତି। ଯଦିଓ ସେ…
ନେହାଙ୍କ ପରେ ଆଦିତ୍ୟ କଲେ ବିବାହ ଘୋଷଣା
ନିକଟରେ ବଲିଉଡର ଗାୟିକା ତଥା ଇଣ୍ଡିଆନ ଆଇଡଲ ଜଜ ନେହା କକ୍କରଙ୍କ ବିବାହ ରୋହନପ୍ରୀତ ସିଂଙ୍କ ହେବ ବୋଲି ଚର୍ଚ୍ଚା ଚାଲିଛି। ଏବେ ଇଣ୍ଡିଆନ ଆଇଡଲ ହୋଷ୍ଟ ଆଦିତ୍ୟ ନାରାୟଣ ମଧ୍ୟ ତାଙ୍କ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ଦୀର୍ଘ ଦିନର…
Archives


