ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ପରଲୋକ: ୨ ଦିନ ପୂର୍ବରୁ ଅନ୍‌ଲାଇନ୍‌ରେ ନେଇଥିଲେ କ୍ଲାସ୍‌

କନ୍ନଡ ଫିଲ୍ମର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାଜନ ନାଗେନ୍ଦ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପୁଅ ଅନନ୍ତ କୁମାର ଜଣାଇଛନ୍ତି। ସେ କହିଛନ୍ତି, ବାପା ରାଜନ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଦୁଇ ଦିନ ପୂର୍ବରୁ ସେ ଅନ୍‌ଲାଇନ୍‌ରେ ମ୍ୟୁଜିକ୍‌ କ୍ଲାସ୍‌ ନେଇଥିଲେ। ଏହା ପରେ ତାଙ୍କୁ କିଛି ଦେଖାଯାଉ ନ ଥିଲା ବୋଲି ଅନନ୍ତ କହିଛନ୍ତି।
୨୦ ବର୍ଷ ରାଜନଙ୍କ ସାନ ଭାଇ ନାଗେନ୍ଦ୍ରଙ୍କ ପରଲୋକ ଘଟିଥିଲା। କନ୍ନଡ଼ ଫିଲ୍ମରେ ଏହି ୨ ଭାଇଙ୍କ ଯୋଡିକୁ କ୍ୟାଣଜୀ-ଆନନ୍ଦଜୀ କୁହାଯାଏ। ଏହି ଯୋଡି ୫ ଦଶକ ମଧ୍ୟରେ ୩୭୫ରୁ ଊର୍ଦ୍ଧ୍ୱ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିମଧ୍ୟରୁ ୨ଶହ କନ୍ନଡ଼ ଫିଲ୍ମ ରହିଛି। ସେହିପରି ତାମିଲ, ତେଲୁଗୁ, ମାଲୟାଲମ, ହିନ୍ଦୀ ଏବଂ ସିଂହଳ ଫିଲ୍ମରେ ମଧ୍ୟ ସଂଗୀତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୬।୧୨-ବଲିଉଡ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରୱାଲା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ରାଗିଲେ ହେମା

ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି...

ସୋନୁ ସୁଦ୍‌ ଗରିବ ପରିବାରକୁ ଯୋଗାଇ ଦେବେ ଘର

ମୁମ୍ବାଇ, ୨୦।୭: କରୋନା ମହାମାରୀ ସଙ୍କଟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଦେଶର ବହୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏବେ...

‘ପୋନ୍ନିୟିନ ସେଲଭନ ୨’କୁ ଅଡିଅନ୍ସଙ୍କ ଜବରଦସ୍ତ ରେସପନ୍ସ, ୟୁଜର୍ସ କହିଲେ ‘ବାହୁବଳି’ଠାରୁ ଭଲ ମୁଭି

ମୁମ୍ବାଇ: ସେପ୍ଟେମ୍ବର ୨୦୨୨ରେ ରିଲିଜ ହୋଇଥିବା ‘ପୋନ୍ନିୟିନ ସେଲଭନ ୧’ ବକ୍ସ ଅଫିସରେ ଅନେକ ରେକର୍ଡ ବ୍ରେକ କରିଥିଲା। ଏହାସହ ମୁଭି ଭଲ ବିଜନେସ ବି...

ବାପା ଶାହିଦଙ୍କ ଅବିକଳ ନକଲ ହୋଇଛନ୍ତି ଜୈନ୍‌, ଚର୍ଚ୍ଚାରେ ଫଟୋ

ମୁମ୍ବାଇ: ପିଲାମାନେ ନିଜ ପିତାମାତାଙ୍କ ଭଳି ଲକ୍ଷଣ ଆଣିବା ସ୍ବାଭାବିକ କଥା। ହେଲେ କିଛି କିଛି ସନ୍ତାନ ଅବିକଳ ବାପା ଅଥବା ମା’ଙ୍କ ଭଳି ଦେଖାଯାଇଥାନ୍ତି।...

ସଲମାନଙ୍କୁ କଟ୍ରିନାଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା

ବମ୍ବେ: ୫୭ ବର୍ଷରେ ଭାଇଜାନ୍‌। ଡିସେମ୍ବର ୨୭ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚ୍‌ଲର ତଥା ଅଭିନେତା ସଲମାନ୍‌...

ପ୍ରଥମ ପ୍ରେମଠାରୁ ଦୂରେଇ ଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନା ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଯଦିଓ ସେ ଆମ ଗହଣରେ ନାହାନ୍ତି, କିନ୍ତୁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ...

ଅଭିନୟରେ ଦର୍ଶକଙ୍କୁ କରୁଥିଲେ ପାଗଳ, ଦ୍ୱିତୀୟ ବିବାହ ପରେ ଛାଡ଼ିଥିଲେ କ୍ୟାରିୟର

୭୦ ଦଶକର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଯୋଗିତା ଓ୍ବାଲି ଅନ୍ୟତମ। ଯିଏ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲୋକଙ୍କ ହୃଦୟ ଜୟ କରିପାରିଥିଲେ। ବର୍ତ୍ତମାନ ସେ...

Advertisement
Archives

Model This Week