ମନୋରଞ୍ଜନ

କିଏ ୧୪ ତ କିଏ ୮: ନିଜଠାରୁ ବହୁତ କମ୍‌ ବୟସର ଯୁବକଙ୍କ ହାତ ଧରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଗାୟକ ରୋହତପ୍ରିତ ସିଂହଙ୍କ ହାତ ଧରିଛନ୍ତି ନେହା କକ୍କଡ। ରୋହନ ନେହାଙ୍କଠାରୁ ୭ ବର୍ଷ ସାନ। ତେବେ କେବଳ ଯେ ନେହା ତାହା ନୁହେଁ, ଅନେକ ଟେଲି ଅଭିନେତ୍ରୀ ଅଛନ୍ତି ଯିଏ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବିବାହ…

ଜିମ୍‌, ସୁଇମିଂପୁଲଠାରୁ ଆରମ୍ଭ କରି ମିନି ଥିଏଟର; ଦେଖନ୍ତୁ ଭିତରୁ କେତେ ଭବ୍ୟ ଅନିଲ କପୁରଙ୍କ ୨୦ କୋଟିର ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ କଳାକାରଙ୍କ ମଧ୍ୟରୁ ଅନିଲ କପୁର ଜଣେ। ଦୀର୍ଘ ୪୦ ବର୍ଷ ଧରି ସେ ସମସ୍ତଙ୍କ ମନୋରଞ୍ଜନ କରିଆସୁଛନ୍ତି। ନିଜ କ୍ୟାରିୟରରେ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ଅନିଲ ମୁମ୍ବାଇର ଆଲିଶାନ ବଙ୍ଗଳାରେ ରୁହନ୍ତି।…

ସୋନୁ ସୁଦ୍‌ଙ୍କୁ ବିବାହ ପାଇଁ ବିହାର ଡାକିଲେ ଯୁବତୀ

ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ କେବଳ ଜଣେ କଳାକାର ଭାବରେ ନୁହେଁ ବରଂ ଗରିବଙ୍କ ଭଗବାନ୍‌ ଭାବରେ ଜଣାଶୁଣା। ଲକ୍‌ଡାଉନ୍‌ ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଅନେକ ଲୋକ ବର୍ତ୍ତମାନ ତାଙ୍କୁ ଭଗବାନ୍‌ ଭାବରେ ମାନୁଛନ୍ତି। ଯେଉଁ…

ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ ହୋଇଥିବା ଶିଶୁ କଳାକାର ଆଜି ନିର୍ଦ୍ଦେଶକ

ଲଣ୍ଡନର ଏକ କମ୍ପାନୀ ପ୍ରସିଦ୍ଧ ଅଭିନେତା ରଣଦୀପ୍‌ ହୁଡାଙ୍କ ‘ରେଟ୍‌ ଅନ୍‌ ହାଇୱେ’ ଏବଂ ଅଭିନେତା ଆଦିଲ ହୁସେନଙ୍କ ସହ ‘ପରୀକ୍ଷା’ ଭଳି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଛି। ଉକ୍ତ କମ୍ପାନୀ ପୂର୍ବରୁ ଚଳଚ୍ଚିତ୍ର ‘ଜଷ୍ଟିସ ଫର ଗୁଡ୍‌ କଣ୍ଟେଣ୍ଟ’…

କେବିସିର ଦ୍ୱିତୀୟ କୋଟିପତି ହେଲେ ଏହି ମହିଳା ଆଇପିଏସ୍‌: ବିଗ୍‌ ବି ହେଲେ ବେଶ୍‌ ପ୍ରଭାବିତ

ବମ୍ବେ: କେବିସି ସିଜନ ୧୨ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଛନ୍ତି ମୋହିତା ଶର୍ମା। ସେ ହିମାଚଳର ବାସିନ୍ଦା। ମଙ୍ଗଳବାର ଏପିସୋଡରେ ମୋହିତା ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ବିଜେତା ହୋଇଛନ୍ତି। ସେ କୋଟିଏ ପାଇଁ ପଚରାଯାଇଥିବା…

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଥିବା ଅଭିଯୋଗ…

ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ହେଲେ ଆଜି ପର୍ଯ୍ୟନ୍ତ ଅଛନ୍ତି ଅବିବାହିତ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ନୟନତାରା। ସବୁଠାରୁ ଅଧିକ ଫିସ୍‌ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ରହିଛି ତାଙ୍କ ନାମ। ଆଜି ଅର୍ଥାତ୍‌ ୧୮ ନଭେମ୍ବର ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୮୪ ମସିହାରେ ଏକ ମଲାୟାଲୀ…

ଇବ୍ରାହିମଙ୍କ ଫଟୋ ଦେଖି ବିବାହ କରିବାକୁ ପ୍ରସ୍ତାବ ଦେଲେଣି ମହିଳା ପ୍ରଶଂସକ, ଆଉ କେହି..

ବମ୍ବେ: ଦୀପାବଳି ସରିଯାଇଛି, ଏବେ ମୋତେ କ୍ୟାପଶନ୍‌ ମିଳୁନାହିଁ। ଏପରି କିଛି ଲେଖି ନିଜର କିଛି ଫଟୋ ଶେୟାର କରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସୁପୁତ୍ର ଇବ୍ରାହିମ। ବାସ୍‌,ଫଟୋଗୁଡ଼ିକ ତାଙ୍କ ଫିମେଲ ଫ୍ୟାନ୍‌ ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। କେହି…

ଓ୍ବେବ୍‌ସିରିଜ୍‌ରେ କପିଲ

ବମ୍ବେ: ଓଜନ କମାଇ ଚର୍ଚ୍ଚାରେ କମେଡିଆନ କପିଲ ଶର୍ମା। ପ୍ରଥମେ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଚମକିବା ପରେ ନିଜର ସ୍ବତନ୍ତ୍ର ଶୋ’ରେ ନଜର ଆସିଥିଲେ କପିଲ। ଏହାପରେ ଏକାଧିକ ଫିଲ୍ମରେ କାମ କରିଥିଲେ ସେ। ହେଲେ ଫିଲ୍ମଗୁଡ଼ିକ ସେତେଟା ସଫଳ…

ଅଭିନୟକୁ ଅଲବିଦା କହିଲେ ଏହି ଚର୍ଚ୍ଚିତ ଅଭିନେତା

ଅଭିନେତା ଅମିର ଖାନଙ୍କ ଭଣଜା ଏବଂ ଡେଲି ବେଲିଙ୍କ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଇମ୍ରାନ ଖାନ ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହୁୁଥିବା ଇମ୍ରାନ ଏବେ ଅଭିନୟକୁ ଅଲବିଦା କହିଛନ୍ତି। ଇମ୍ରାନଙ୍କ…

ଟପ୍‌ଲେସ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡରେ ଅଭିନେତ୍ରୀ ଆମି ଜ୍ୟାକସନ ବୋଲ୍ଡନେସ୍‌ର ସମସ୍ତ ସୀମାକୁ ଟପିଛନ୍ତି। ନିକଟରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆମିର ଏକ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଫଟୋରେ ଆମି ଟପଲେସ ନଜର ଆସିଛନ୍ତି। ନିକଟରେ…

୨ ଦିନ ପରେ ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ଚିଡିୟାଘର’ ଏବଂ ‘ଉଡାନ’ରେ କାମ କରିସାରିଥିବା ଅଭିନେତ୍ରୀ ଶୀତଲ ପାଣ୍ଡ୍ୟା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଛନ୍ତି। ଶୀତଲ ତାଙ୍କର ପିଲାଟି ଦିନର ବନ୍ଧୁ ଅଭିଷେକ ଭଟାଚାର୍ଯ୍ୟଙ୍କୁ ବିବାହ କରିବେ। ତେବେ ଏହି ଯୋଡି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?