ଟପ୍‌ଲେସ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡରେ ଅଭିନେତ୍ରୀ ଆମି ଜ୍ୟାକସନ ବୋଲ୍ଡନେସ୍‌ର ସମସ୍ତ ସୀମାକୁ ଟପିଛନ୍ତି। ନିକଟରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆମିର ଏକ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଫଟୋରେ ଆମି ଟପଲେସ ନଜର ଆସିଛନ୍ତି। ନିକଟରେ ଆମି ଏକ ସୁନ୍ଦର ଫଟୋସୁଟ କରିଥିଲେ। ସୋସିଆଲ ମିଡିଆରେ ସେହି ଫଟୋସୁଟରୁ ଏକ ଫଟୋ ଶେୟାର କରିଥିଲେ। ଫଟୋରେ ଆମି ବହୁତ ବୋଲ୍ଡ ଅବତାରରେ ଥିବା ଦେଖାଯାଉଛନ୍ତି। ଆମି ଏହା ପୂର୍ବରୁ ତାଙ୍କ ବୋଲ୍ଡ ଫଟୋ ମଧ୍ୟ ଶେୟାର କରିଛନ୍ତି। କିନ୍ତୁ ଏଥର ତାଙ୍କର ଶୈଳୀ ସମ୍ପୂର୍ଣ୍ଣ ଅଲଗା। ଆମିଙ୍କ ପୂର୍ବରୁ ଅଭିନେତା ମିଲିନ୍ଦ ସୋମେନ ସୋସିଆଲ ମିଡିଆରେ ଏକ ନ୍ୟୁଡ ଫଟୋ ମଧ୍ୟ ଶେୟାର କରିଥିଲେ। ଜନ୍ମଦିନ ଅବସରରେ ସେ ସମୁଦ୍ର କୂଳରେ ଚାଲୁଥିବା ଏକ ଫଟୋ ଛାଡିଥିଲେ। ଫଟୋରେ ମିଲିନ୍ଦ ବିନା ପୋଷାକରେ ଦୌଡୁଥିଲେ।

 

View this post on Instagram

 

A post shared by Amy Jackson (@iamamyjackson)


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍‌ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ନିଜ...

ଜୁସ୍‌ ଦୋକାନରୁ ଭଜନ ସମ୍ରାଟ୍‌ ହେବାର ଯାତ୍ରା

ବଲିଉଡ୍‌ରେ ଭଜନ ସମ୍ରାଟ ଭାବରେ ଜଣାଶୁଣା ଗୁଲଶନ କୁମାରଙ୍କର ଆଜି ଜନ୍ମବାର୍ଷିକୀ। ତାଙ୍କ ଭଜନ ଶୁଣି ଶ୍ରୋତାମାନେ ଆଜି ବି ମନ୍ତ୍ରମୁଗ୍ଧ ହୋଇପଡନ୍ତି। ବଲିଉଡରେ ଗୁଲଶାନ...

ଗାୟତ୍ରୀ ମନ୍ତ୍ର ଜପିଲେ କୁନି ଇନାୟା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ସୋହା ଅଲୀ ଖାନ୍‌ ଓ କୃଣାଲ ଖେମୁଙ୍କ ଝିଅ ଇନାୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇ ତୈମୁରଙ୍କ ଭଳି...

ଅଜୟ-ସୈଫ୍‌ଙ୍କ ‘ତାନାଜୀ’ର ରେକର୍ଡ, ସପ୍ତାହେ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ

ବମ୍ବେ: ରିଲିଜର ଗୋଟିଏ ସପ୍ତାହ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ତାନାଜି-ଦ ଅନ୍‌ସଙ୍ଗ ଓ୍ବାରିୟର’। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ...

ବିବାଦରେ ଅମିତାଭ ବଚ୍ଚନ:ଘର ଆଗରେ ବିରୋଧ ପ୍ରଦର୍ଶନ ଜାରି

ବିଦାଦ ଘେରକୁ ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମେଟ୍ରୋ କାର୍‌ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌...

ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍‌ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ...

ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା...

ଟୟଲେଟ ମଗରେ ଚା’ ପିଉଥିଲେ ସଲମାନ୍‌ ଖାନ୍‌

ବଲିଉଡ୍‌ର ଚୁଲବୁଲ ପାଣ୍ଡେ ସଲମାନ୍‌ ଖାନ୍‌ଙ୍କ ଜନ୍ମଦିନ ପାଖେଇ ଆସିଲାଣି। ୨୭ ଡିସେମ୍ବରରେ ସେ ୫୫ ବର୍ଷର ହୋଇଯିବେ। କିନ୍ତୁ ଚଳିତ ବର୍ଷ ସେ ନିଜର...

Advertisement
Archives

Model This Week