ଅଭିନେତା ନିଖିଲ ଦ୍ୱିବେଦୀ କରୋନାରେ ଆକ୍ରାନ୍ତ
ମୁମ୍ବାଇ,୧୯।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଅଭିନେତା ତଥା ପ୍ରଯୋଜକ ନିଖିଲ ଦ୍ୱିବେଦୀ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେଶନରେ ରହିଛନ୍ତି। ତେବେ ନିଖିଲଙ୍କ ସ୍ତ୍ରୀ ଗୌରୀଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା…
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମିଛ ଖବର ପ୍ରସାରଣକରି ଲକ୍ଷାଧିକ ଟଙ୍କା ଆୟ କରୁଥିଲେ ଏହି ବ୍ୟକ୍ତି; ଜଣାପଡ଼ିବା ପରେ….
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିହାରର ରଶିଦ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ମିଛ ଖବର ଦେଖାଇ ୪ ମାସରେ ୧୫ ଲକ୍ଷ ଟଙ୍କା ଆୟ କରିଛନ୍ତି। ଏହି କାରଣରୁ ବିହାର ପୋଲିସ ତାଙ୍କୁ ଗିରଫ କରି…
ଏହି ପ୍ରଶ୍ନର ଉତ୍ତର ଦେଲେ ମିଳିବ ଶାହାରୁଖ୍ ଖାନ୍ଙ୍କ ଘରେ ରହିବାର ସୁଯୋଗ
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସେମାନେ ଶାହାରୁଖ୍ଙ୍କ ସହ ସେଲ୍ଫି ନେବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ସମ୍ମୁଖରେ ଛିଡା ହୋଇଥାନ୍ତି। ଖାଲି ସେତିକି ନୁହେଁ ମୁମ୍ବାଇ ସହ ଦିଲ୍ଲୀରେ ଥିବା ତାଙ୍କ ଘର ସମ୍ମୁଖକୁ…
ଧଳା ଶର୍ଟ ପିନ୍ଧନ୍ତୁ ବୋଲି ଚାହୁଁ ନ ଥିଲେ ଶାହାରୁଖ; ବ୍ୟବହାର ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଗୌରୀ
ବମ୍ବେ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଗୌରୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଶାହରୁଖ ଖାନ୍। ଇତିମଧ୍ୟରେ ସେମାନଙ୍କ ବିବାହକୁ ୨୯ ବର୍ଷ ବିତିସାରିଛି। ବୈବାହିକ ଜୀବନରେ ଅନେକ ଝଡ଼ଝଞ୍ଜା ସତ୍ତ୍ୱେ ସେମାନେ ସୁଖୀ ଜୀବନ…
‘ମେ’ଡେ’ରେ ନଜର ଆସିବେ ରକୁଲ
ମୁମ୍ବାଇ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଫିଲ୍ମ ମେ’ ଡେରେ ରକୁଲ ପ୍ରିତ ସିଂଙ୍କର ଏଣ୍ଟ୍ରି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏଥିରେ ରକୁଲ ମହାନାୟକ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବେ । ତେବେ…
ଏହି ପାକିସ୍ତାନୀ ସୁନ୍ଦରୀ କରିବେ ବଲିଉଡ୍ରେ ଡେବ୍ୟୁ
ବମ୍ବେ: ବଲିଉଡ୍ ପାଦ ଥାପିବାକୁ ଯାଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ଅଲିଜେ ନାସିର। ହିନ୍ଦି ସିନେମା ‘ୟାରା ବେ’ରେ ସେ ବଲିଉଡ୍ ଡେବ୍ୟୁ କରିବେ। ଅନେକ ଦିନରୁ ସେ ଏଠାରେ କାମ କରିବାକୁ ଚାହୁଁଥିବା ବେଳେ ଏବେ ସେହି ସୁଯୋଗ ତାଙ୍କୁ ମିଳିଛି।…
ଦେଶି ଲୁକ୍ରେ ମଲାଇକା
ମୁମ୍ବାଇ: ବଲିଉଡ୍ ବିୟୁଟି ମଲାଇକା ଆରୋରା ଏବେ ତାଙ୍କ ଦେଶି ଲୁକ୍କୁ ନେଇ ବେଶ୍ ଚର୍ଚ୍ଚାରେ । ନିକଟରେ ଦୀପାବଳି ପାଇଁ ଅଭିନେତ୍ରୀ ତରୁଣ ତାହିଲିୟାନିଙ୍କ ନିକଟରେ ଡ୍ରେସ୍ ଡିଜାଇନ କରିଥିଲେ ମଲାଇକା । ଆଉ ଏହି ଡ୍ରେସକୁ ନେଇ ଏବେ…
୧୫ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
ପୂର୍ବତନ ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଆଜି ହେଉଛି ୪୫ତମ ଜନ୍ମଦିବସ। ୧୯୭୫ ମସିହାର ଆଜିର ଦିନରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ଏ ପର୍ଯ୍ୟନ୍ତ ସେ ପାଖାପାଖି ୩୦ଟି ଫିଲ୍ମରେ କାମ କରି ସାରିଛନ୍ତି। ସୁସ୍ମିତା…
ଆଇସୋଲେଶନରେ ସଲମାନ, ଡ୍ରାଇଭର ଦୁଇ କର୍ମଚାରୀ କରୋନା ପଜିଟିଭ
ମୁମ୍ବାଇ,୧୯ ।୧୧: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଖାଁଙ୍କ ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେଶନରେ ରହିଥିବା ଜଣାପଡିଛି । ନିକଟରେ ସେ ବିଗ୍ ବସ୍ ସିଜନ-୧୪ର ହୋଷ୍ଟ ଭାବେ କାମ କରୁଥିବା…
ହିମାଚଳପ୍ରଦେଶରେ ନିଜ ପିଲାଙ୍କ ସହ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ରବୀନା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ହିମାଚଳପ୍ରଦେଶର ବରଫାବୃତ୍ତ ଅଞ୍ଚଳରେ ପୁଅ ରଣବୀର ଓ ଝିଅ ରଶାଙ୍କ ସହିତ ରବୀନା ଛୁଟିର…
୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ କପିଲ
ନିଜର ଫିଟନେସକୁ ନେଇ ଖୁବ୍ ସଚେତନ ଲୋକପ୍ରିୟ କମେଡି କିଙ୍ଗ କପିଲ ଶର୍ମା । ବର୍ତ୍ତମାନ କପିଲ ପାଖାପାଖି ୧୧ କିଲୋ ଓଜନ କମାଇଛନ୍ତି। ଲକଡାଉନ ସମୟରେ ସେ ଘରେ ରହି ଓ୍ବାର୍କ ଆଉଟ କରି ଏହି ଓଜନ କମାଇଥିବା କୁହାଯାଉଛି।…
ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ
ଚେନ୍ନାଇ,୧୮।୧୧-ତାମିଲନାଡୁର ମେଲମାରୁଭାଥୁର ସହର ନିକଟରେ ବୁଧବାର ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ କଣ୍ଟେନର ତାଙ୍କ କାରକୁ ଧକ୍କା ଦେବାରୁ କାରର ଡାହାଣ ପାର୍ଶ୍ୱ ଡୋର ଭାଙ୍ଗି ଯାଇଛି। ତେବେ ଏହି ଦୁର୍ଘଟଣାରୁ ଖୁସବୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।…

