କିଏ ୧୪ ତ କିଏ ୮: ନିଜଠାରୁ ବହୁତ କମ୍‌ ବୟସର ଯୁବକଙ୍କ ହାତ ଧରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଗାୟକ ରୋହତପ୍ରିତ ସିଂହଙ୍କ ହାତ ଧରିଛନ୍ତି ନେହା କକ୍କଡ। ରୋହନ ନେହାଙ୍କଠାରୁ ୭ ବର୍ଷ ସାନ। ତେବେ କେବଳ ଯେ ନେହା ତାହା ନୁହେଁ, ଅନେକ ଟେଲି ଅଭିନେତ୍ରୀ ଅଛନ୍ତି ଯିଏ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯେପରିକି:

ନିକଟରେ ବିବାହ ପାଇଁ ହଁ ଭରିଥିବା ଗୌହର ଖାନ୍‌ ଜୈଦ ଦରବାରଙ୍କଠାରୁ ୧୧ ବର୍ଷ ବଡ଼।

ଟେଲିପରଦାର ଚର୍ଚ୍ଚିତ ଯୋଡ଼ି ପ୍ରିନ୍ସ ନରୁଲା-ୟୁବିକା ଚୌଧୁରୀ। ୟୁବିକା ପ୍ରିନ୍ସଙ୍କଠାରୁ ୭ ବର୍ଷ ସାନ।

କମେଡିଆନ୍‌ କପଲ ହର୍ଷ ଲିମ୍ବାଚିଆ ସ୍ତ୍ରୀ ଭାରତୀଙ୍କଠାରୁ ୮ ବର୍ଷ ସାନ।

ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହ ସ୍ବାମୀ ପରମିତ ସେଠୀଙ୍କଠାରୁ ୭ ବର୍ଷ ବଡ଼।

ଗୌତମ ରୋଡେ ଏବଂ ପଙ୍ଖୁଡି ଅବସ୍ତିଙ୍କ ମଧ୍ୟରେ ୧୪ ବର୍ଷର ତଫାତ। ହେଲେ କେହି ଉଭୟଙ୍କୁ ଦେଖି ତାହା ଜାଣିବା ମୁସ୍କିଲ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କାର ସମ୍ପତି ଛାଡି ଯାଇଛନ୍ତି ଲତା..

ମୁମ୍ବାଇ: ମେଲୋଡି କୁଇନ୍ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କର ରବିବାର ୯୨ ବର୍ଷ ବୟସରେ ପରଲୋକ ହୋଇଛି । ଏବେ ସେ ରହିବେ ପ୍ରତିଟି...

ବାଜପେୟୀଙ୍କ ବାୟୋପିକ୍‌ରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍‌ ‘ମେ ରହୁ ୟା ନା ରହୁଁ ୟେ ଦେଶ ରହେନା ଚାହିଁୟେ-ଅଟଳ’ରେ ଲୋକପ୍ରିୟ ଅଭିନେତା ପଙ୍କଜ...

ନିର୍ବନ୍ଧରେ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା ଦାମୀ ମୁଦି, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ଆଜି ଆପଣଙ୍କୁ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ,...

ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ...

ଜନ୍ମଦିନରେ ୧୦ କେଜି ପିଆଜ କାଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ଚର୍ଚ୍ଚାରେ ରହିଛନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି।...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ

ଜମ୍ମୁ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି। ଭାରତ ଯୋଡୋ...

ଅମିର ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଅମିର ସେହି ଅଭିନେତାମାନଙ୍କ ମଧ୍ୟରୁ...

୬ ଦିନ ଯାଏ ମୁହଁ ନ ଧୋଇ ଶୁଟିଂସେଟ୍‌ ଯାଇଥିଲେ ଏହି ସୁପରଷ୍ଟାର, କାରଣ ଜାଣିଲେ…

ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ...

Advertisement
Archives

Model This Week