ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ ହୋଇଥିବା ଶିଶୁ କଳାକାର ଆଜି ନିର୍ଦ୍ଦେଶକ

ଲଣ୍ଡନର ଏକ କମ୍ପାନୀ ପ୍ରସିଦ୍ଧ ଅଭିନେତା ରଣଦୀପ୍‌ ହୁଡାଙ୍କ ‘ରେଟ୍‌ ଅନ୍‌ ହାଇୱେ’ ଏବଂ ଅଭିନେତା ଆଦିଲ ହୁସେନଙ୍କ ସହ ‘ପରୀକ୍ଷା’ ଭଳି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଛି। ଉକ୍ତ କମ୍ପାନୀ ପୂର୍ବରୁ ଚଳଚ୍ଚିତ୍ର ‘ଜଷ୍ଟିସ ଫର ଗୁଡ୍‌ କଣ୍ଟେଣ୍ଟ’ ଶେଷ କରିଛି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ହାଜି। ତେବେ ଅଲ୍ଲୀ ହାଜି ହେଉଛନ୍ତି ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ କିମ୍ବା ଫି୍‌ଲ୍ମ ‘ତାରା ରମ୍‌ ପମ୍‌’ରେ ସୈଫ ଅଲ୍ଲୀ ଖାଁ ଓ ରାଣି ମୁଖାର୍ଜୀଙ୍କ ସହ ଅଭିନୟ କରିଥିବା ଶିଶୁ କଳାକାର। ସେ ଏବେ ବଡ଼ ହୋଇଯାଇଛନ୍ତି। ଚଳଚ୍ଚିତ୍ର ଲେଖିବା ସହ ସେ ନିର୍ଦ୍ଦେଶନା ଦେଉଛନ୍ତି। ‘ଜଷ୍ଟିସ ଫର୍‌ ଗୁଡ କଣ୍ଟେଣ୍ଟ’ ଅଲ୍ଲୀଙ୍କଦ୍ୱାରା ନିର୍ମିତ ହେଉଥିବା ପ୍ରଥମ ଫିଲ୍ମ। ‘ଜଷ୍ଟିସ ଫର୍‌ ଗୁଡ କଣ୍ଟେଣ୍ଟ’ ଚଳଚ୍ଚିତ୍ରର ରାଜ ଜୁଟସି, ଡେଲନାଜ ଇରାନୀ, ବିଜୟ ପାଟକର, ସୁରେଶ ମେନନ ଏବଂ ରାଜକୁମାର କାନୁଜିଆ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ...

ପ୍ରେମ ବିବାହ କରି ମଧ୍ୟ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ ଏହି ଅଭିନେତା: ହେଲେ ଦେଇ ନ ଥିଲେ ଛାଡ଼ପତ୍ର

ରଣଧୀର କପୁର ଏବଂ ବବିତା ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ପରେ ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ମାତ୍ର ସେମାନଙ୍କ ବୈବାହିକ...

ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍‌ ଖାନ୍‌ ଏବଂ ଆମୀର...

୪୬ ବର୍ଷରେ ପାଦ ଥାପିଲେ ‘ରଙ୍ଗିଲା ଗର୍ଲ’: ନିଜଠାରୁ ୧୦ ବର୍ଷ ବୟସ ସାନ ଯୁବକଙ୍କୁ ଲୁଚାଛପାରେ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ର ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ୪୬ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ...

ଘାରିଛି ଅଭିନୟ ନିଶା

ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍‌ଅପ୍‌ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ...

ପିତାଙ୍କ ଶିକ୍ଷାକୁ ମନେ ପକାଇଲେ ଅମିତାଭ: କହିଲେ ମନ ଚାହେଁ ତ ଭଲ, ମନ ଚାହୁଁନି ତ ସବୁଠୁ ଭଲ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ପିତାଙ୍କ ସମ୍ପର୍କ କେତେ ଭଲ ତାହା ପ୍ରଶଂସକମାନେ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଦୁହେଁ ଦୁହିଁଙ୍କ...

ତିଆରି ହେବ ଏମ୍‌ ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌

ମୁମ୍ବାଇ: ଏବେ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍‌ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏବେ ଏହି ଦୌଡ଼ରେ ସାମିଲ ହେବାକୁ...

ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଏହି ଲୋକପ୍ରିୟ ଅଭିନେତା

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତାଠାରୁ...

Advertisement
Archives

Model This Week