ଇବ୍ରାହିମଙ୍କ ଫଟୋ ଦେଖି ବିବାହ କରିବାକୁ ପ୍ରସ୍ତାବ ଦେଲେଣି ମହିଳା ପ୍ରଶଂସକ, ଆଉ କେହି..

ବମ୍ବେ: ଦୀପାବଳି ସରିଯାଇଛି, ଏବେ ମୋତେ କ୍ୟାପଶନ୍‌ ମିଳୁନାହିଁ। ଏପରି କିଛି ଲେଖି ନିଜର କିଛି ଫଟୋ ଶେୟାର କରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସୁପୁତ୍ର ଇବ୍ରାହିମ। ବାସ୍‌,ଫଟୋଗୁଡ଼ିକ ତାଙ୍କ ଫିମେଲ ଫ୍ୟାନ୍‌ ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। କେହି କେହି ତାଙ୍କୁ କ୍ୟାପଶନର ଆବଶ୍ୟକତା ନ ଥିବା କହୁଥିବା ବେଳେ ଅନେକ ବିବାହ କରିବାକୁ ପ୍ରସ୍ତାବ ଦେଇସାରିଲେଣି। ଏପରିକି ସ୍ବାମୀ ବୋଲି ମଧ୍ୟ କହୁଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ଇବ୍ରାହିମ ନିଜ ଲୁକ୍‌କୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଏବେ ୧୯ ବର୍ଷ ହୋଇଥିବା ବେଳେ ସେ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ନିଜର ଡେବ୍ୟୁ କରିପାରନ୍ତି। ବାପା ସୈଫ ଏଥିପାଇଁ ସବୁଜ ସଙ୍କେତ ଦେଖାଇ ସାରିଛନ୍ତି। ଭଉଣୀ ସାରା ଏକାଧିକ ଫିଲ୍ମରେ ଜଲଓ୍ବା ଦେଖାଇ ବାହାବାଃ ସାଉଁଟି ସାରିଥିବା ବେଳେ ଇବ୍ରାହିମ୍‌ କି କିମିଆଁ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଦୀପବୀର

ତିରୁପତି ଦର୍ଶକ ପରେ ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଦୀପିକା ପାଦ୍ୟୁକୋନ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚତ୍ଛନ୍ତି। ସେଠାରେ ସେ ମଥା ଟେକିଛନ୍ତି।...

କାଶ ହେବାରୁ ଏହି ଲୋକପ୍ରିୟ ଅଭିନେତ୍ରୀ କରାଇଲେ କୋଭିଡ୍‌ ଟେଷ୍ଟ

କରୋନା ମହାମାରୀ ସାରା ଦେଶରେ ବ୍ୟାପୁଛି। ଏହାର ଭୟ ଲୋକଙ୍କ ମନରେ ଏତେ ମାତ୍ରାରେ ଅଛି ଯେ, ଯଦି ସାମାନ୍ୟ ଅସୁସ୍ଥ ଲାଗୁଛି ଲୋକେ ପ୍ରଥମେ...

ସିନ୍ଥିରେ ସିନ୍ଦୁର, ମଥାରେ ଲାଲ ବିନ୍ଦି; କିଛି ଏଭଳି ଢଙ୍ଗରେ ଶାଶୁଘରେ ପ୍ରଥମ କରଓ୍ବାଚୌଥ ପାଳିଲେ ଅଭିନେତ୍ରୀ

ବମ୍ବେ: ବିବାହ ପରେ ପ୍ରଥମ କରଓ୍ବାଚୌଥ ପାଳିଲେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ସ୍ବାମୀ ବିକ୍କି କୌଶଲଙ୍କ ପାଇଁ ସେ ବ୍ରତ ରଖିଥିଲେ। ଶାଶୁଶ୍ୱଶୁରଙ୍କ ସହ...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

ଆମେରିକା ଉପରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା

ବଲିଉଡ୍‌ ଦେଶୀଗର୍ଲ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ହ୍ବାଇଟ୍‌ହାଉସ୍‌ରେ ଭେଟି ତାଙ୍କ ସାକ୍ଷାତକାର ନେଇଛନ୍ତି। ପ୍ରିୟଙ୍କା ଡେମୋକ୍ରାଟିକ୍‌...

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ...

କିଛି ସମୟର ଅପେକ୍ଷା, ରିଲିଜ୍‌ ହେବ ‘କେଜିଏଫ-୨’

ଆଉ ମାତ୍ର କିଛି ଘଣ୍ଟା ପରେ ‘କେଜିଏଫ-୨’ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହ ଅଛନ୍ତି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ...

ସଲମାନଙ୍କ ବିରୋଧରେ ସମନ, ଏପ୍ରିଲ ୫ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୩।୩: ପୁଣି ଥରେ ବିବାଦ ମଧ୍ୟକୁ ଆସିଛନ୍ତି ଦବଙ୍ଗ ଖାନ୍‌ । ବର୍ତ୍ତମାନ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସଲମାନଙ୍କୁ...

Advertisement
Archives

Model This Week