ଇବ୍ରାହିମଙ୍କ ଫଟୋ ଦେଖି ବିବାହ କରିବାକୁ ପ୍ରସ୍ତାବ ଦେଲେଣି ମହିଳା ପ୍ରଶଂସକ, ଆଉ କେହି..

ବମ୍ବେ: ଦୀପାବଳି ସରିଯାଇଛି, ଏବେ ମୋତେ କ୍ୟାପଶନ୍‌ ମିଳୁନାହିଁ। ଏପରି କିଛି ଲେଖି ନିଜର କିଛି ଫଟୋ ଶେୟାର କରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସୁପୁତ୍ର ଇବ୍ରାହିମ। ବାସ୍‌,ଫଟୋଗୁଡ଼ିକ ତାଙ୍କ ଫିମେଲ ଫ୍ୟାନ୍‌ ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। କେହି କେହି ତାଙ୍କୁ କ୍ୟାପଶନର ଆବଶ୍ୟକତା ନ ଥିବା କହୁଥିବା ବେଳେ ଅନେକ ବିବାହ କରିବାକୁ ପ୍ରସ୍ତାବ ଦେଇସାରିଲେଣି। ଏପରିକି ସ୍ବାମୀ ବୋଲି ମଧ୍ୟ କହୁଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ଇବ୍ରାହିମ ନିଜ ଲୁକ୍‌କୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଏବେ ୧୯ ବର୍ଷ ହୋଇଥିବା ବେଳେ ସେ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ନିଜର ଡେବ୍ୟୁ କରିପାରନ୍ତି। ବାପା ସୈଫ ଏଥିପାଇଁ ସବୁଜ ସଙ୍କେତ ଦେଖାଇ ସାରିଛନ୍ତି। ଭଉଣୀ ସାରା ଏକାଧିକ ଫିଲ୍ମରେ ଜଲଓ୍ବା ଦେଖାଇ ବାହାବାଃ ସାଉଁଟି ସାରିଥିବା ବେଳେ ଇବ୍ରାହିମ୍‌ କି କିମିଆଁ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଣୀ, ମୁଁ କାନ୍ଦି ପାରିବି କି?

ବୋନି କପୁର ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବ୍‌ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ...

ଅର୍ଜୁନ-ମଲାଇକାଙ୍କ ମଧ୍ୟରେ ବ୍ରେକ୍‌ଅପ୍‌!

ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ପ୍ରାୟତଃ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାନ୍ତି। ଏହି ଦୁଇଜଣ ଦୀର୍ଘ ସମୟ ଧରି ପରସ୍ପରକୁ...

ବବିତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଏହି ଅଭିନେତା, କେବଳ କରୁଥିଲେ ଟାଇମ୍‌ ପାସ

ବଲିଉଡ୍‌ ଅଭିନେତା ରଣଧୀର କପୁର ଏବଂ ତାଙ୍କ ଝିଅ କରିସ୍ମା କପୁର ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ସେ ରିଆଲିଟି ଶୋ’ରେ ସକ୍ରିୟ...

ଦିୟା ମିର୍ଜା ‘ତୁମ୍‌ସା ନେହିଁ ଦେଖା’ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିଜର ନିୟନ୍ତ୍ରଣ…

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ...

ଘରୁ ମିଳିଲା ଡ୍ରଗ୍ସ: ଅଭିନେତାଙ୍କୁ ବାନ୍ଧିଲା ଏନ୍‌ସିବି

ବମ୍ବେ: ଡ୍ରଗ୍ସ ମାମଲାରେ ଏନ୍‌ସିବି ଦ୍ୱାରା ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅରମାନ କୋହଲି। ଶନିବାର ଅପରାହ୍ନରେ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ୧୨...

ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା: ରାଗିଗଲେ ପ୍ରଶଂସକ

କିଛି ସେଲିବ୍ରିଟି ନିଜର ବ୍ୟକ୍ତିଗତ ଜୀବନକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ନାହିଁ। ଏହିପରି ଜଣେ ଦମ୍ପତି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର...

ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ...

ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଝିଅ ଆରୁଷି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେୟାର କରି...

Advertisement
Archives

Model This Week