ମନୋରଞ୍ଜନ

ନବବଧୂଙ୍କୁ ନେଇ ଘରକୁ ଫେରୁଥିଲେ ଆଦିତ୍ୟ ନାରାୟଣ: ରାସ୍ତାରେ ଅଟକାଇ ଦେଲେ ଏମାନେ

ପ୍ରସିଦ୍ଧ ଗାୟକ ତଥା ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୧ରେ ଆଦିତ୍ୟ ତାଙ୍କ ପ୍ରେମିକାଙ୍କୁ ମନ୍ଦିରରେ ବିବାହ କରିଥିଲେ। ଆଦିତ୍ୟ ଏବଂ ଶ୍ୱେତାଙ୍କ ଅନେକ…

ନିଜକୁ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

‘ଜୁନୋ’,‘ଇନସେପ୍ସନ’, ‘ଦ ଅମ୍ବରେଲା ଏକାଡେମୀ’ ଆଦି ଫିଲ୍ମରେ ଅଭିନୟ କରିସାରିଥିବା ଓସ୍କାର ନୋମିନେଟେଡ କଳାକାର ଇଲେନ ପେଜ ଜଣେ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି।…

ଗର୍ଲଫ୍ରେଣ୍ଡଙ୍କ ସହ ବିବାହ କଲେ ଆଦିତ୍ୟ: କହିଲେ ପୂରା ହେଲା ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ର ପପୁଲାର ଗାୟକ ଉଦିତ ନାରାୟଣଙ୍କ ପୁଅ ତଥା ଆକ୍ଟର-ହୋଷ୍ଟ-ସିଙ୍ଗର ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଛନ୍ତି। ବି-ଟାଉନର ଏହି ଲଭ୍‌ବାର୍ଡ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ମନ୍ଦିରରେ ଦୁହେଁ ବିବାହ…

୪୨ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା: କରୁଥିଲେ ଓ୍ବେଟର କାମ

କେତେବେଳେ ଭାଇରସ୍‌ ତ ଆଉ କେତେବେଳେ ଡକ୍ଟର ଆସ୍ଥନା ନାମରେ ଲୋକଙ୍କ ନିକଟରେ ପରିଚିତ ଅଭିନେତା ହେଉଛନ୍ତି ବୋମନ ଇରାନୀ। ୨ ଡିସେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ବୋମନଙ୍କର ଆଜି ହେଉଛି ଜନ୍ମଦିନ। ବୋମନ ୪୨ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁକରି…

ବଲିଉଡ୍‌ ଏହି ପ୍ରସିଦ୍ଧ ସ୍କ୍ରିପ୍ଟ ରାଇଟରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ବଲିଉଡ୍‌ରେ ଗ୍ୟାଙ୍ଗ୍‌ ଅଫ୍‌ ଓ୍ବାସେପୁର, ଛଲାଙ୍ଗ ଏବଂ ହଲଚଲ ଆଦି ଫିଲ୍ମର ସ୍କ୍ରିପ୍ଟ ରାଇଟର ଜିଶାନ୍‌ କ୍ୱାଦ୍ରିଙ୍କ ବିରୋଧରେ ଅମ୍ବୋଲି ଥାନାରେ ଏକ ମାମଲା ରାଜୁ ହୋଇଛି। ତାଙ୍କ କମ୍ପାନୀ ଟଙ୍କା ହେରହେର କରିଥିବା ନେଇ ବଲିଉଡ୍‌ ନିର୍ମାତା ଯତିନ ସେଠୀ…

ଘଟଗାଁକୁ ୩୫ ହଜାର ମାନସିକ ନଡ଼ିଆ ପଠାଇଲେ ସବ୍ୟସାଚୀ

ମାନସିକ ନଡ଼ିଆ ସହ ଯୋଡ଼ି ହୋଇ ରହିଥାଏ ମଣିଷର ପ୍ରାର୍ଥନା। ପ୍ରତିଟି ନଡ଼ିଆ ପଛରେ ଏକ ପରିବାରର ଆଶା, ଭରସା ଓ ଖୁସି ଲୁଚି ରହିଥାଏ। ଏଭଳିସ୍ଥଳେ କରୋନା ଲକ୍‌ଡାଉନ୍‌ ଯୋଗୁ ମା’ ତାରିଣୀଙ୍କ ପୀଠକୁ ଯାଇପାରି ନଥିବା ହଜାର ହଜାର…

୧୨ ବର୍ଷ ସାନ ଅଭିନେତାଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ଅଭିନେତ୍ରୀ

ଅଭିନେତ୍ରୀ କଶ୍ମୀରା ଶାହା ନିଜର ସାହସିକତା ପାଇଁ ଜଣାଶୁଣ। କଶ୍ମୀରାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଅଭିନେତ୍ରୀ ବିକିନିରେ ଅନେକ ଫଟୋ ମଧ୍ୟ ଶେୟାର କରନ୍ତି ଯାହାକୁ ପ୍ରଶଂସକମାନେ ଭଲ ପାଆନ୍ତି। କାଶ୍ମୀରର ଚଳଚ୍ଚିତ୍ର କ୍ୟାରିୟର ମଧ୍ୟ ୨…

୨୫ରେ ବାଜିବ ସାହାନାଇ

ବମ୍ବେ: ବଲିଉଡ୍‌ରେ ଏବେ ଚାଲିଛି ବିବାହର ସିଜନ। ଗୋଟିଏ ପରେ ଗୋଟିଏ କଳାକାଳ ଚଳିତ ବର୍ଷ ହାତକୁ ଦୁଇହାତ ହେବାକୁ ଯୋଜନା କରୁଛନ୍ତି। ନିକଟରେ ପ୍ରେମିକ ଜୈଦ ଦରବାରଙ୍କୁ ହଁ କହିଥିବା ଗୌହର ଖାନ୍‌ ଏହି ଦୌଡ଼ରେ। ଡିସେମ୍ବର ୨୫ରେ ସେ…

ଆଗକୁ ଆସିଲା କିଙ୍ଗ୍‌ ଖାନ୍‌ଙ୍କ ନ୍ୟୁ ଲୁକ୍‌

ମୁମ୍ବାଇ, ୧।୧୨ : ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ବ୍ଲକବାଷ୍ଟର ଫିଲ୍ମ ‘ଓ୍ବାର’ ଡିରେକ୍ଟର ସିଦ୍ଧାର୍ଥ ଆନନ୍ଦ ଶାହରୁଖଙ୍କ ପରବର୍ତ୍ତୀ ଫିଲ୍ମ ‘ପଠାନ’ର ନିର୍ଦ୍ଦେଶନା ଦେବେ। ମଙ୍ଗଳବାର ୟଶ ରାଜ ଷ୍ଟୁଡିଓ…

ନିଜପରି ବନ୍ଧୁଙ୍କୁ ଅବିବାହିତ ରଖିବାକୁ ଚାହୁଁଥିଲେ ସଲମାନ୍‌: ବନ୍ଧୁଙ୍କ ବିବାହ ସମୟରେ କାନରେ କହିଥିଲେ ଏହା…

ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ସଲମାନ୍‌ଙ୍କ ବିବାହକୁ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଇତିମଧ୍ୟରେ ସେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ନିକଟରେ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମ ‘ହାଉସଫୁଲ’ର ପ୍ରମୋଶନ କରିବାକୁ ସାଜିଦ ନାଦିଓ୍ବାଦଓ୍ବାଲ…

୨୧ ବର୍ଷ ପୂର୍ବେ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଥିଲେ ସଲମାନ୍‌: ଛପା ସରିଥିଲା କାର୍ଡ, ହେଲେ….

ସଲମାନ୍‌ ଖାନ୍‌ ଇତିମଧ୍ୟରେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ନିଜ ବିବାହକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସମସ୍ତେ ତାଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି। ତେବେ ୨୧ ବର୍ଷ ପୂର୍ବେ…

ନୂଆ ଅବତାରରେ ନଜର ଆସିବେ ଜ୍ୟାକଲିନ

ମୁମ୍ବାଇ: ସାଜିଦ ନାଡିୱାଡୱାଲାଙ୍କ ଆକ୍ସନ କମେଡି ଫିଲ୍ମ ବଚ୍ଚନ ପାଣ୍ଡେରେ ଏବେ ଆଉ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ସାମିଲ ହୋଇଯାଇଛି । ସୁପରଷ୍ଟାର ଅକ୍ଷୟ କୁମାର, କ୍ରିତି ସାନନ, ଅରଶଦ ୱାରସିଙ୍କ ଭଳି ଏବେ ଏମାନଙ୍କ ସହ ସାମିଲ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?