ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ନାତୁଣୀ ହେଲେ ଏହି ବଲିଉଡ୍‌ ଅଭିନେତ୍ରୀ: ଗ୍ଲାମରକୁ ନେଇ ରହିଥାନ୍ତି ଚର୍ଚ୍ଚାରେ

ବମ୍ବେ: ଅଭିନେତ୍ରୀ ଶ୍ରେୟା ନାରାୟଣ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ନାରାୟଣଙ୍କ ପଣନାତୁଣୀ। ଅନେକ ଫିଲ୍ମରେ ସେ କାମ କରିସାରିଛନ୍ତି। ଗ୍ଲାମରସ ଏବଂ ସୁନ୍ଦରୀ ହୋଇଥିବା ହେତୁ ବଲିଉଡ୍‌ରେ ତାଙ୍କ କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି।

ବିହାରରେ ଶ୍ରେୟାଙ୍କ ଜନ୍ମ। ହେଲେ ସେ ଜୟପୁରରେ ବଡ଼ ହୋଇଛନ୍ତି। ଏକ ଟେଲି ଶୋ’ରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ସେ ‘ରକ୍‌ଷ୍ଟାର’, ଗ୍ୟାଙ୍ଗଷ୍ଟାର, ନକଆଉଟ୍‌ ଏବଂ ସୁପର ନାନି’ ଭଳି ଫିଲ୍ମରେ କାମ କରିଛନ୍ତି। ଏହାଛଡ଼ା ଅନେକ ବିଜ୍ଞାପନରେ ସେ ନଜର ଆସିଥାନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି ଶ୍ରେୟା। ନିଜର ଏକାଧିକ ଫଟୋ ଓ ଭିଡିଓ ଶେୟାର କରି ପ୍ରଶଂସକଙ୍କ ହୃଦୟ ଜିତିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ...

ରଣବୀରଙ୍କ ପରେ ନ୍ୟୁଡ୍‌ ଫଟୋ ଶେୟାର କଲେ ନକୁଲ, ଧାର ନେଲେ କି କାର୍ପେଟ

ବଲିଉଡ ଅଭିନେତା ରଣଭୀର ସିଂଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ବର୍ତ୍ତମାନ ଅଭିନେତା ନକୁଲ ମେହେଟ୍ଟା ରଣଭୀରଙ୍କ ପରି ସୋସିଆଲ...

ଶର୍ଟଲେସ୍‌ ହେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ ଏବଂ ଏନର୍ଜେଟିକ୍‌ ଅଭିନେତା ରଣବୀର ସିଂହ ନୂଆବର୍ଷର ପ୍ରଥମ ଦିନଟି ବେଶ୍‌ ଭଲରେ କାଟିଛନ୍ତି। ଲେଡି ଲଭ୍‌ ଦୀପିକା ପାଦୁକୋନଙ୍କ...

୯୭ ବର୍ଷରେ ପାଦ ଦେଲେ ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର: ପାଇଛନ୍ତି ୮ଥର ଫିଲ୍ମ ଫେୟାର

ମୁମ୍ବାଇ: ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର ବୁଧବାର ୯୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ରେ ସେ ପେଶଓ୍ବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ...

ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍‌ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...

ବେବି ବମ୍ପ୍‌ରେ ନଜର ଆସିଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ ନୁସରତଙ୍କ ସ୍ବାମୀ ନିଖିଲ ଜୈନ...

ନାଚୁଥିବା ବେଳେ ଏହି ଅଭିନେତ୍ରୀଙ୍କ ବଦଳିଗଲା ପୋଷାକ, ଭିଡିଓ ଭାଇରାଲ

ଟିଭି ସିରିଏଲ୍‌ର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ଥାନ୍ତି। ସେ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଛନ୍ତି। ଏ...

କରୋନା ସହ ଲଢ଼ିବାକୁ ଶାହାରୁଖ୍‌ଙ୍କ ବଡ଼ ସହାୟତା: ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରମାନେ ସହଯୋଗର ହାତ ବଢ଼ାଇ ଦେଶକୁ ଏହି କଠିନ ପରିସ୍ଥିତିରେ ଲଢ଼ିବା ପାଇଁ ଶକ୍ତି ଦେଇଛନ୍ତି। ସୋନୁ ସୁଦ ପ୍ରବାସୀ...

Advertisement
Archives

Model This Week