ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି କରୁଥିବା ଦେଖାଯାଇଛି। ନିକଟରେ ସୈଫ ଓ ମା’ କରୀନା କପୁର ଉପସ୍ଥିତ ଅଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ ତୈମୁର ଏକ ଟ୍ରେରେ ଚକୋଲେଟ ଲଗାଉଥିବାର ଦେଖିବାକୁ ମିଳିଛି। ଏହି ସମୟରେ କରୀନା ଏବଂ ସୈଫ ତୈମୁରଙ୍କୁ ଦେଖୁଥିବାର ନଜର ଆସିଛନ୍ତି। ନିଜ ଇନଷ୍ଟାଗ୍ରାମରେ କରୀନା ଏହି ଫଟୋକୁ ଶେୟାର କରିଛନ୍ତି। ଏହି ଫଟୋକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘୮୩’ କୁ ଟ୍ୟାକ୍ସ୍‌ ଫ୍ରି’ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୨।୧୨: କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା କରିଛନ୍ତି। ଏହି...

ମଲାଇକାଙ୍କ ଦେଶୀ ତଡକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଗ୍ଲାମରସ୍ ଲୁକ୍ ଓ ଫିଟନେସକୁ ନେଇ...

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ

ମୁମ୍ବାଇ: ପ୍ରତ୍ୟେକ ମଣିଷ ପାଇଁ ଭଲ ବନ୍ଧୁଟିଏ ନିଶ୍ଚିତ ଲୋଡ଼ା। ସମସ୍ତଙ୍କ ଜୀବନରେ ଶହେ ବନ୍ଧୁଙ୍କ ମଧ୍ୟରେ ଜଣେ ବନ୍ଧୁ ନିଶ୍ଚିତ ଭଲ ଥିବେ। ସେମିତି...

ଏହି ବଲିଉଡ୍‌ ଅଭିନେତା କୋଟିଏ ଟଙ୍କା ଦାନ କଲେ …

ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍‌ ଅଭିନେତା ଖିଲାଡ଼ି ବୟ ଅକ୍ଷୟ...

ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ...

ଅଭିନୟକୁ ଅଲ୍‌ବିଦା କହିଲେ ଅନୁପମା ଫେମ୍‌ ଏହି ଅଭିନେତ୍ରୀ

ବମ୍ବେ: ଅଭିନୟ ଜଗତକୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା...

ରଣଦୀପଙ୍କୁ ଚିହ୍ନି ହେଉନି

ମୁମ୍ବାଇ: ବୀର ସାବରକରଙ୍କ ୧୩୯ ତମ ଜନ୍ମବାର୍ଷିକୀକୁ ଆହୁରି ଖାସ କରିଦେଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏହି ସ୍ବତନ୍ତ୍ର ଦିନରେ ସେ ତାଙ୍କ ଜୀବନୀ ଉପରେ...

ଘରକୁ ଆସି କାନ୍ଦୁଥିଲେ ଅମିର ଖାଁ, ଜାଣନ୍ତୁ କାହିଁକି

ବଲିଉଡର ପରଫେକ୍ସନିଷ୍ଟ ଅମିର ଖାଁ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଦର୍ଶକ ମଧ୍ୟ ଅମିରଙ୍କ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତାର...

Advertisement
Archives

Model This Week