ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି କରୁଥିବା ଦେଖାଯାଇଛି। ନିକଟରେ ସୈଫ ଓ ମା’ କରୀନା କପୁର ଉପସ୍ଥିତ ଅଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ ତୈମୁର ଏକ ଟ୍ରେରେ ଚକୋଲେଟ ଲଗାଉଥିବାର ଦେଖିବାକୁ ମିଳିଛି। ଏହି ସମୟରେ କରୀନା ଏବଂ ସୈଫ ତୈମୁରଙ୍କୁ ଦେଖୁଥିବାର ନଜର ଆସିଛନ୍ତି। ନିଜ ଇନଷ୍ଟାଗ୍ରାମରେ କରୀନା ଏହି ଫଟୋକୁ ଶେୟାର କରିଛନ୍ତି। ଏହି ଫଟୋକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ହାତରୁ କାଢ଼ିଲେ ବିବାହ ମୁଦି! 

ବମ୍ବେ: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟ। ଏନେଇ କିଛି ଦିନ ଧରି କିଛି ନା କିଛି ଶୁଣିବାକୁ ମିଳୁଥିବା...

ପୁଷ୍ପା-୨ ସୁଟିଂ ସେଟରେ ଅସୁସ୍ଥ ହେଲେ ଅଲୁ ଅର୍ଜୁନ, ଅଟକିଲା ସୁଟିଂ

ହାଇଦ୍ରାବାଦ,୨।୧୨: ସାଉଥ୍ ର ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ପୁଷ୍ପା...

ଫଟୋ ଶେୟାର କରି ଦିଲ୍ଲୀକୁ ମନେ ପକାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡଙ୍କି’ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଦ୍ୱିତୀୟ ଗୀତ ‘ନିକ୍‌ଲେ ଥେ କଭି...

ଇତିହାସ ରଚିଲା ‘ଆନିମଲ୍‌’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍‌

ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍‌ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ...

ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ

ବମ୍ବେ: ବିଗ୍‌ବସ୍‌ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍‌ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ...

ଫିଲ୍ମ ଦୁନିଆକୁ ଅଲବିଦା କରିବେ ଇଲିଆନା, କାରଣ…

ମୁମ୍ବାଇ : ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ...

୬ ବର୍ଷ ପରେ ମିଶିଲା ମନ, ପୁଣି ଏକାଠି ନଜର ଆସିବେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର

ନୂଆଦିଲ୍ଲୀ,୨।୧୨: ‘ଦି କପିଲ ଶର୍ମା ଶୋ’ର ପ୍ରସିଦ୍ଧ ଡା. ଗୁଲାଟି ଚରିତ୍ରରେ ନଜର ଆସୁଥିବା ସୁନୀଲ ଗ୍ରୋଭର ପୁଣି କପିଲ ଶର୍ମାଙ୍କ ସହିତ ନଜର ଆସିବେ।...

ପ୍ରଥମ ଦିନରେ ଇତିହାସ ରଚିଲା ଆନିମଲ, ବିଶ୍ୱବ୍ୟାପୀ କଲା ବମ୍ପର ରୋଜଗାର, ଭାଙ୍ଗିଲା ପଠାନ ରେକର୍ଡ

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ଫିଲ୍ମ ଆନିମଲ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଫିଲ୍ମଟି ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri