ବିରୁଷ୍କା ଶେୟାର କରିଥିବା ଗୁଡ୍ ନ୍ୟୁଜ ଫଟୋକୁ ମିଳିଛି ଚଳିତ ବର୍ଷର ସବୁଠୁ ଅଧିକ ଲାଇକ୍
ଲଣ୍ଡନ,୮।୧୨- କ୍ରିକେଟ ଓ ବଲିଉଡ ଜଗତର ସବୁଠୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାନଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ବର୍ଷ ଅଗଷ୍ଟରେ ବିରୁଷ୍କା ସୋସିଆଲ ମିଡିଆରେ ଫ୍ୟାନଙ୍କ ସହ ବାପା-ମା ହେବାକୁ ଯାଉଥିବା ଖୁସି ଖବର ବାଣ୍ଟିଥିଲେ।…
ବ୍ୟବସାୟ ନୁହେଁ ମଡେଲିଂ କରିବେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ଝିଅ: ଭାଇରାଲ ହେଲା ବାଥ୍ଟବ୍ରେ ବୋଲ୍ଡ ଫଟୋ
ନୂଆଦିଲ୍ଲୀ: ମୋବାଇଲ ଫୋନର ରାଜା କୁହାଯାଉଥିବା ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ଦୁନିଆର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏବେ ତାଙ୍କ ଝିଅ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜୋବ୍ସଙ୍କ ଝିଅ ଇଭ…
କ୍ରିତି ସାନନ କରୋନା ପଜିଟିଭ
ମୁମ୍ବାଇ: ନିକଟରେ ଶୁଣିବାକୁ ମିଳିଥିଲା କି ‘ଯୁଗ ଯୁଗ ଜିୟୋ’ ଫେମ ବରୁନ ଧୱନ ଓ ନିତୁ କପୁର କରୋନରେ ପୀଡ଼ିତ ହୋଇଛନ୍ତି । ଏବେ ପୁଣି ଖବର ଆସିଛି ଅଭିନେତ୍ରୀ କ୍ରିତି ସାନନ ବି କରୋନାରେ ପୀଡ଼ିତ ହୋଇଛନ୍ତି ।…
କ୍ୟାଟ୍ରିନାଙ୍କ ୱିଣ୍ଟର ଲୁକ୍
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ୟାଟ୍ରିନା କୈଫ । ସୁନ୍ଦର ଓ ଷ୍ଟାଇଲିସ ଅନ୍ଦାଜରେ କ୍ୟାଟ୍ରିନାଙ୍କୁ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ସେ ଟ୍ରାଡିଶନାଲ ଲୁକରେ ଥାଆନ୍ତୁ ଅବା ୱେଷ୍ଟର୍ଣ୍ଣରେ ସବୁକୁ ପସନ୍ଦ କରନ୍ତି ତାଙ୍କ…
ଟି-ଶର୍ଟରୁ ପ୍ରାଇସ୍ ଟ୍ୟାଗ୍ କାଢ଼ିବାକୁ ଭୁଲିଗଲେ ଏହି ବିଶ୍ୱସୁନ୍ଦରୀ
ମିସ୍ ଓ୍ବାଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ ଖାସ୍ କଥା ହେଲା ଏହି ସମୟରେ ମାନୁଷୀ କଳା ରଙ୍ଗରଏକ ଟି-ଶର୍ଟ ପିନ୍ଧିଥିଲେ। ହେଲେ…
ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରେଙ୍କ ଅଭିନେତା ପୁଅ ପ୍ରିୟାଙ୍କ ଶର୍ମା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ବର୍ଷ ଅର୍ଥାତ୍ ୨୦୨୧, ଫେବୃୟାରୀରେ ପ୍ରିୟାଙ୍କ ପ୍ରଯୋଜକ କରିମ ମୋରାନୀଙ୍କ ଝିଅ ଶାଜା ମୋରାନୀଙ୍କୁ ବିବାହ…
ଅମିତାଭ ବଚ୍ଚନଙ୍କ ଏହି ଗୋଟିଏ ସ୍ବପ୍ନ ଆଜି ପର୍ଯ୍ୟନ୍ତ ହୋଇନାହିଁ ପୂରଣ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ସ୍ବର ଏବଂ ଉଚ୍ଚତା ପାଇଁ ସେ ଅନ୍ୟମାନଙ୍କ ଠାରୁ ଭିନ୍ନ। ତାଙ୍କର ଲୋକପ୍ରିୟତା କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି। ହେଲେ ଅମିତାଭଙ୍କର ଏକ…
ବିକିନ୍ ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ କିଏ ଥିଲେ ଜାଣନ୍ତି କି
ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଡିସେମ୍ବର ୮, ୧୯୪୪ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ। ଶର୍ମିଲା ଟାଗୋର ତାଙ୍କ ସମୟର ସବୁଠାରୁ ସୁନ୍ଦର ଏବଂ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଶର୍ମିଲା ତାଙ୍କ…
ବିବାହ ପାଇଁ ନେହା କରିଥିଲେ ପ୍ରପୋଜ, ରୋହନପ୍ରୀତ କହିଥିଲେ ନା
ବଲିଉଡ୍ ଗାୟିକ ନେହା କକ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ରୋହନପ୍ରୀତ ସିଂଙ୍କୁ ବିବାହ କରି ତାଙ୍କ ଜୀବନ ଆରମ୍ଭ କରିଛନ୍ତି। ଜୀବନର ଏହି ନୂତନ ପର୍ଯ୍ୟାୟକୁ ସେ ବେଶ୍ ଉପଭୋଗ କରୁଛନ୍ତି। ନିକଟରେ ଟିଭି ପରଦାର ‘କପିଲ…
ବଲିଉଡ ଅଭିନେତା ମନୀଷ ପାଲଙ୍କୁ କରୋନା
ମୁମ୍ବାଇ,୭।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ମନୀଷ ପାଲ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ମନୀଷ କରୋନା ସଂକ୍ରମିତ ହେବାର ଜଣା ପଡ଼ିବା ମାତ୍ରେ ସେ ବରୁଣ ଧଓ୍ବନ ଏବଂ କିଆରା ଆଡଭାନିଙ୍କ ଫିଲ୍ମ ’ଯୁଗ ଯୁଗ ଜିଓ’…
ଦେଖାଦେଇଥିଲା ଏମିତି ସଙ୍କଟ: ସୁନା ଗହଣା ସମ୍ପତ୍ତି ବିକି ଚଳୁଥିଲେ ରାଖୀ ସାୱନ୍ତ
ରାଖୀ ସାୱନ୍ତ ପୁଣି ଥରେ ବିଗ ବସ୍ରେ ନଜର ଆସିବେ। ଏହାପୂର୍ବରୁ, ରାଖୀ ବିଗ୍ ବସ୍ ସିଜିନ୍ର ଏକ ଅଂଶ ହୋଇପାରିଛନ୍ତି। ରାଖୀ ଚଳଚ୍ଚିତ୍ର ଜଗତରରୁ ବାହାରି ଅନେକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ସେ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ…
ଥରେ ନୁହେଁ ଦୁଇ ଦୁଇଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…

