ଅଭିଷେକ ନୁହନ୍ତି, ଏହି ବ୍ୟକ୍ତିଙ୍କୁ ନିଜ ବାପା ଭାବିଥିଲେ ଆରାଧ୍ୟା
ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ଇତିମଧ୍ୟରେ ୯ ବର୍ଷର ହୋଇଯାଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଏହି ଅଲିଅଳି କନ୍ୟା ୧୬ ନଭେମ୍ବର, ୧୯୧୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତେବେ ଏକଦା ଆରାଧ୍ୟା ଅଭିନେତା ରଣବୀର…
ଏମିତି ନାତୁଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅମିତାଭ
ଆଜି ହେଉଛି ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କର ୯ତମ ଜନ୍ମଦିନ। ଆରାଧ୍ୟା ହେଉଛନ୍ତି ବଚ୍ଚନ ପରିବାରର ସବୁଠାରୁ ସାନ ତଥା ପ୍ରିୟ ସଦସ୍ୟ। ତେବେ ମହାମାରୀ କରୋନା ଯୋଗୁ…
ବିକିନୀ ପିନ୍ଧି ସମୁଦ୍ରକୂଳରେ ନଜର ଆସିଲେ ଦିଶା: ପ୍ରଶଂସକ କହିଲେ…
ମୁମ୍ବାଇ,୧୫।୧୧-ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ଦିଶା ନିଜର ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସମୁଦ୍ର କୂଳରେ…
୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ
ବମ୍ବେ: ନିକଟରେ ଆମିର ଖାନ୍ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସେତେବେଳେ ଏହା ବକ୍ସ ଅଫିସରେ ହିଟ୍ ହେବା ସହ ଏକାଧିକ ରେକର୍ଡ କରିଥିଲା। ବିଶେଷକରି…
କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍; କୁହନ୍ତି ଏପରି..
ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ କପିଲଙ୍କ ଶୋ’କୁ ଯାଇଥାନ୍ତି। କେହି ନିଜର କାମର ପ୍ରମୋଶନ କରନ୍ତି…
ଧର୍ମଶାଳା ରାସ୍ତାରେ ବୁଲୁଥିବା ନଜର ଆସିଲେ କରୀନା କପୁର
ମୁମ୍ବାଇ: କରୀନା କପୁର ଏବଂ ମଲାଇକା ଆରୋରାଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଏବେ ତୀବ୍ର ଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ କରୀନା ଏବଂ ମଲାଇକା ଧର୍ମଶାଳା ରାସ୍ତା ଉପରେ ବୁଲୁଥିବା ନଜର ଆସିଛନ୍ତି। ଚଳିତବର୍ଷ କରୀନାଙ୍କ ପାଇଁ ବହୁ…
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ବିବାହ: ଏହି କପଲ ଖର୍ଚ୍ଚ କରିଥିଲେ ୫୦୦ କୋଟି
ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବିବାହରେ କୋଟି…
ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ
କୋଲକାତା,୧୫।୧୧: ଲୋକପ୍ରିୟ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସୁଧାର ନ ହେବାରୁ…
ସ୍ବାମୀଙ୍କ ମୃତ୍ୟୁ ପରେ ମନ୍ଦିରରେ ବିବାହ କରିଥିଲେ ଏହି ଅଭିନେତ୍ରୀ: ପରେ ଦ୍ୱିତୀୟ ସ୍ବାମୀଙ୍କ ବିରୋଧରେ ଆଣିଥିଲେ ଶାରୀରିକ, ମାନସିକ ନିର୍ଯାତନା ଅଭିଯୋଗ
ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ତେବେ ନଭେମ୍ବର ୧୫ ତାରିଖ ଅର୍ଥାତ ଆଜି ବିଦ୍ୟାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କିତ କିଛି କଥା। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ…
ପ୍ରେମିକଙ୍କ ସହ ବ୍ରେକ୍ଅପ୍କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ, କଲେ ଏପରି ନିବେଦନ
ବମ୍ବେ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଭଉଣୀ କୃଷ୍ଣାଙ୍କର ହୋଇଛି ବ୍ରେକ୍ଅପ୍। ଇବାନ ହାୟମ୍ସଙ୍କଠାରୁ ସେ ଅଲଗା ହୋଇଛନ୍ତି। ଉଭୟଙ୍କ ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ଏବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେବାରେ…
ମା’ଙ୍କ ପୁରୁଣା ଶାଢିରୁ ଡ୍ରେସ୍ ତିଆରି କଲେ ଏହି ଅଭିନେତା
ମୁମ୍ବାଇ,୧୪।୧୧-ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ପ୍ରଂଶସକମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ରିତେଶ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ସେ ତାଙ୍କର ଦୁଇ ଛୁଆଙ୍କ ସହିତ କୁର୍ତା-ପାଇଜାମା ପିନ୍ଧିଥିବା…
‘ରାମ ସେତୁ’ର ଫାଷ୍ଟ ଲୁକ୍ ଶେୟାର କଲେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ଆଇକନ୍ ଅକ୍ଷୟ କୁମାର ତାଙ୍କ ଅପ୍କମିଂ ଫିଲ୍ମ ସୂଚିରେ ଆଉ ଏକ ଫିଲ୍ମ ଯୋଡି ଦେଇଛନ୍ତି । ‘ରାମ ସେତୁ’ ନାମକ ଏହି ଫିଲ୍ମର ଫାଷ୍ଟ ଲୁକ୍ ଏବେ ଶେୟାର କରିଛନ୍ତି ଅକ୍ଷୟ । ଏହାସହ ଏହି ଫିଲ୍ମ…
Archives


