ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ, କଲେ ଏପରି ନିବେଦନ

ବମ୍ବେ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣାଙ୍କର ହୋଇଛି ବ୍ରେକ୍‌ଅପ୍‌। ଇବାନ ହାୟମ୍ସଙ୍କଠାରୁ ସେ ଅଲଗା ହୋଇଛନ୍ତି। ଉଭୟଙ୍କ ରୋମାଣ୍ଟିକ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ଏବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି।

ଲକ୍‌ଡାଉନ୍‌ ସମୟରେ କୃଷ୍ଣା ଅଧିକ ସମୟ ଇବାନଙ୍କ ସାଙ୍ଗରେ ବିତାଉଥିଲେ। ଦୀର୍ଘ ଏକ ବର୍ଷ ଧରି ଉଭୟ ସମ୍ପର୍କରେ ରହିବା ପରେ ଏବେ ବ୍ରେକ୍‌ଅପ୍‌ କରିନେଇଛନ୍ତି। କୃଷ୍ଣା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ପ୍ରେମିକଙ୍କ ସହ ନିଜର ଫଟୋ ଡିଲିଟ୍‌ କରିଛନ୍ତି। ଇବାନଙ୍କ ସହ ତାଙ୍କର ଫଟୋରେ ଟ୍ୟାଗ୍‌ ନ କରିବାକୁ ପ୍ରଶଂସକଙ୍କୁ ସେ ନିବେଦନ କରିଛନ୍ତି ମଧ୍ୟ। ଏପରିକି ଇବାନଙ୍କୁ ଫଲୋ କରିବା ମଧ୍ୟ ସେ ବନ୍ଦ କରିଛନ୍ତି। ହେଲେ କେଉଁ କାରଣ ପାଇଁ ଏପରି କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକାଠି ନଜର ଆସିଲେ ସାରା-ଶୁବମନ, ଡେଟିଂକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଖୁବ୍‌ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିଥିବା ସାରା ଅଲି ଖାନ୍‌ଙ୍କୁ କିଏ ବା ନ ଜଣେ। ଲୁକ୍‌ ଏବଂ ଅଭିନୟ ମାଧ୍ୟମରେ ସେ...

କୃତିଙ୍କ ହେୟାର ମସାଜ୍‌ କରୁଛନ୍ତି ପୁଲକିତ

ମୁମ୍ବାଇ: କୃତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୁହେଁ ଦୀର୍ଘ ଦିନ ହେବ ଲିଭ୍‌ ଇନ୍‌ ରିଲେଶନସିପ୍‌ରେ ରହୁଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌...

ଝିଅକୁ ଉପହାର ଦେଲେ ପ୍ରିୟଙ୍କା

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫାଦର୍ସ ଡେ’ ଅବସରରେ ସ୍ବାମୀ ନିକ ଜୋନାସ ଏବଂ ଝିଇ ମାଳତୀ ମ୍ୟାରିଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ସହ...

୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି

ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬...

ପୋଲିସ ଖୋଜୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ: ଏଯାଏ ୨୬ଜଣଙ୍କୁ ଜେରା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ପଚରାଉଚରା କରିଛି। ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୯ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏଥିରେ ରିୟା...

କମ୍‌ ବୟସ୍କ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ୨ ଦଶନ୍ଧି ଧରି ବଲିଉଡ୍‌ରେ ଜଲଓ୍ବା ଦେଖାଉଥିବା ବେବୋ ଏବେ ନିଜ ପରିବାର ସହ ସ୍ବିଜରଲାଣ୍ଡରେ ଛୁଟି କଟାଉଛନ୍ତି। ନିକଟରେ ଅଭିନେତ୍ରୀ କରୀନା କପୁର...

ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଲେ ସ୍ତ୍ରୀ

ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ବଲିଉଡର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ମଜାଳିଆ ପ୍ରେମ ପ୍ରଶଂସକଙ୍କୁ ବେଶ୍‌...

ଓ୍ବାଟର ବେବି କାଜଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ନିକଟରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଏବେ ଏବେ  କାଜଲ ସ୍ବାମୀ ଗୌତମଙ୍କ ସହ ମାଳଦ୍ୱୀପରେ ହନିମୁନ୍‌...

Advertisement
Archives

Model This Week