ମା’ଙ୍କ ପୁରୁଣା ଶାଢିରୁ ଡ୍ରେସ୍‌ ତିଆରି କଲେ ଏହି ଅଭିନେତା

ମୁମ୍ବାଇ,୧୪।୧୧-ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ପ୍ରଂଶସକମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ରିତେଶ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ସେ ତାଙ୍କର ଦୁଇ ଛୁଆଙ୍କ ସହିତ କୁର୍ତା-ପାଇଜାମା ପିନ୍ଧିଥିବା ନଜର ଆସିଛନ୍ତି। କିନ୍ତୁ ସବୁଠାରୁ ବଡକଥା ହେଲା, ତାଙ୍କ ମା’ଙ୍କ ଏକ ପୁରୁଣା ଶାଢିରୁ ଏହି ଡ୍ରେସ୍‌ ତିଆରି ହୋଇଛି। ଏ ନେଇ ରିତେଶ ଟୁଇଟ କରି ସୂଚନା ଦେଇଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି ଯେ, ମା’ଙ୍କ ପୁରୁଣା ଶାଢି, ପିଲାଙ୍କ ପାଇଁ ଦୀପାବଳିରେ ନୂଆ ଡ୍ରେସ। ହାପି ଦିୱାଲି। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇଲାର ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ନୋମିନି ‘ବିଟ୍ଟୁ’

ନୂଆଦିଲ୍ଲୀ, ୧୧ା୨: ଭାରତୀୟ ଶର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍‌ଙ୍କ...

ଦକ୍ଷିଣଭାରତୀୟ ସିନେମାରୁ କରିଥିଲେ ଡେବ୍ୟୁ, ଏବେ ପାଲଟିଛନ୍ତି ବଲିଉଡ୍‌ ଷ୍ଟାର

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାରୁ କ୍ୟାରିଅର ଆରମ୍ଭ କରିବା ସତ୍ତ୍ୱେ ବଲିଉଡର ନାମକରା ଅଭିନେତ୍ରୀ ପାଲଟିଛନ୍ତି ଅନେକେ ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୀପିକା ପାଦୁକୋନ,...

ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ

ୟଶ ଷ୍ଟାରର୍‌ ଫିଲ୍ମ ‘କେଜିଏଫ’ ଫେମ୍‌ ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗତ କିଛି ଦିନ...

‘ବ୍ରହ୍ମାସ୍ତ୍ର’ପାର୍ଟ ୨ରେ ନଜର ଆସିପାରନ୍ତି ରଣବୀର, ହ୍ରିତିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ବିଗ୍‌ ବଜେଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଦର୍ଶକ ଉତ୍ସାହର ସହ ଫିଲ୍ମ ଦେଖିବାକୁ...

ଫିଲ୍ମ ପ୍ରମୋଶନ ଆଳରେ ଅଭିନେତ୍ରୀଙ୍କୁ ଫୁଟ୍‌ ମସାଜ, ଟ୍ରୋଲ ହେଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ ରାମ ଗୋପାଳ ବର୍ମା। ଏବେ ସେ କେବଳ ତେଲୁଗୁ ସିନେମା ଯାଏ ସୀମିତ...

ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କ ପରଲୋକ

ଲୁଧିଆନ,୧୮ ।୧୧: ମାତ୍ର ୬୯ ବର୍ଷ ବୟସରେ ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କର ପରଲୋକ ହୋଇଛି । ଆକ୍ଟର ନିରୁ ବାଜୱା ଦଲଜିତଙ୍କ ପରଲୋକ ହୋଇଥିବା...

ଶର୍ମିଲା ଟାଗୋରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। କଶ୍ମୀର କି କଲି, ଅମର ପ୍ରେମ, ଆରାଧନା ଭଳି ସୁପରହିଟ୍‌...

ରିଲିଜ୍ ହେଲା ‘ମିର୍ଜାପୁର-୨’ର ଟ୍ରେଲର

ମୁମ୍ବାଇ: ବେଶ କିଛିଦିନର ଅପେକ୍ଷା ପରେ ଶେଷରେ ଏହାର ଅନ୍ତ ଘଟାଇ ରିଲିଜ୍ ହୋଇଛି ବଲିଉଡ୍ ମୁଭି ‘ମିର୍ଜାପୁର-୨’ର ଟ୍ରେଲର । ଆମାଜନ ପ୍ରାଇମ ଭିଡିଓରେ...

Advertisement
Archives

Model This Week