ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା,୧୫।୧୧: ଲୋକପ୍ରିୟ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସୁଧାର ନ ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ତାଙ୍କର ନର୍ଭ ସିଷ୍ଟମ୍‌ ଅଚଳ ଅବସ୍ଥାରେ ରହିଥିଲା। ୪୦ ଦିନ ଧରି ନ୍ୟୁରୋଲୋଜି, ନେଫ୍ରୋଲୋଜି, କାର୍ଡିଓଲୋଜି, କ୍ରିଟିକାଲ୍‌ ମେଡିସିନ୍‌ କେୟାର ବିଶେଷଜ୍ଞ ତାଙ୍କର ସ୍ବାସ୍ଥ୍ୟ ସୁଧାର ପାଇଁ ଉଦ୍ୟମ ଜାରି ରଖିଥିଲେ। ୧୯୩୫ ଜାନୁୟାରୀ ୧୯ରେ ପଶ୍ଚିମବଙ୍ଗର କ୍ରିଷ୍ଣାନଗରଠାରେ ସୌମିତ୍ର ଜନ୍ମ ଗ୍ରହଣ କରିଥିଲେ। ଅଭିନୟ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ କହିଥିଲେ ଅବୈଧ; ତେବେ କ’ଣ ନୁସରତ ସିଙ୍ଗଲ ମଦର? କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ବିବାହକୁ ନେଇ ବିବାଦରେ ରହିଥିଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ୨୦୧୮ରେ ସେ ନିଖିଲ ଜୈନଙ୍କ ପ୍ରେମରେ ପଡ଼ିଥିଲେ। ଏହାର ବର୍ଷକ ମଧ୍ୟରେ...

କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୩।୬: କରୋନା ଭାଇରସ୍‌ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...

ମନମୋହନଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୨୭ା୮: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ତାଙ୍କୁ ଯୋଗାଇଦିଆଯାଇଥିତ୍ବା ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ପ୍ରତ୍ୟାହାର କରିନିଆଯାଇ ଜେଡ୍‌...

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୦।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା

ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ...

ରାଜଧାନୀରେ ଫେରୁଛି ଶାନ୍ତି, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ଶାନ୍ତି ଫେରୁଛି, ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି...

ଆକ୍ସନ୍‌ ଫିଲ୍ମରେ ନଜର ଆସିବେ ହ୍ରିତିକ୍‌-ସୈଫ, ସେପ୍ଟେମ୍ବରରେ ହେବ ରିଲିଜ୍‌

ବଲିଉଡ ରକ୍‌ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ସୈଫ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ...

ଭାଜପା ମହାସଚିବ ବିଏଲ ସନ୍ତୋଷଙ୍କୁ ସମନ ଜାରି କଲା ତେଲେଙ୍ଗାନା ଏସଆଇଟି

ହାଇଦ୍ରାବାଦ,୧୯ ।୧୧: ତେଲେଙ୍ଗାନାରେ ବିଧାୟକଙ୍କ ଘୋଡା ବେପାର ମାମଲା ବେଳକୁ ବେଳ ବଢିବାରେ ଲାଗିଛି । ଏହି ଘଟଣାର ଯାଞ୍ଚ ପାଇଁ ଡିଜିପି ତେଲେଙ୍ଗାନା ଏସଆଇଟିର...

Advertisement
Archives

Model This Week