୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ

ବମ୍ବେ: ନିକଟରେ ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସେତେବେଳେ ଏହା ବକ୍ସ ଅଫିସରେ ହିଟ୍‌ ହେବା ସହ ଏକାଧିକ ରେକର୍ଡ କରିଥିଲା। ବିଶେଷକରି ଆମିର ଏବଂ ନାୟିକା କରିଶ୍ମାଙ୍କ ମଧ୍ୟର ଚୁମ୍ବନ ଦୃଶ୍ୟ ଚର୍ଚ୍ଚାରେ ରହିଥିଲା। ଫିଲ୍ମ ସହ ଜଡ଼ିତ କିଛି ଘଟଣାବଳୀ ଉପରୁ ନିର୍ଦ୍ଦେଶକ ଧର୍ମେଶ ପରଦା ଉଠାଇଛନ୍ତି।

ଏକ ସାକ୍ଷାତକାରରେ ଧର୍ମେଶ କହିଛନ୍ତି, ରାଜା ହିନ୍ଦୁସ୍ତାନୀରେ ଥିବା କିସିଂ ସିନ୍‌ଟି ଏଯାବତ ଫିଲ୍ମରେ ଦେଖାଯାଇଥିବା ଚୁମ୍ବନ ଦୃଶ୍ୟଠାରୁ ଯଥେଷ୍ଟ ଲମ୍ବା। ପ୍ରଯୋଜକଙ୍କ ମତାମତ ପରେ ଏହି ଦୃଶ୍ୟକୁ ଶୁଟିଂ କରାଯାଇଥିଲେ ହେଁ ସେନ୍‌ସର ବୋର୍ଡ ଏହି ସିନ୍‌କୁ କାଟିପାରେ ବୋଲି ନିର୍ମାତା ଭାବୁଥିଲେ। ହେଲେ ବୋର୍ଡ ଏହାକୁ ‘ୟୁ’ ସର୍ଟିଫିକେଟ୍‌ ସହ ପାସ୍‌ କରିଥିଲା। ଚୁମ୍ବନ ସମୟ ଲମ୍ବା ଥିଲେ ହେଁ ଏହାକୁ କାଟି ଛୋଟ କରିଦିଆଯାଇଥିଲା। ଗୋଟିଏ ଥରରେ ଏହା ଶୁଟିଂ ହୋଥିଲା।

ପ୍ରଥମେ ଫିଲ୍ମଟି ଐଶ୍ୱର୍ଯ୍ୟାଙ୍କୁ ଅଫର ହୋଇଥିଲା। ହେଲେ ସେ ଏହାକୁ କରିବାକୁ ମନା କରିଦେଇଥିଲେ। ପରେ କରିସ୍ମା ଏହାକୁ କରିବାକୁ ହାମି ଭରିଥିଲେ। ଫିଲ୍ମପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri