ମାହିଙ୍କୁ କେବେ ମିଳିବ ବିଶ୍ୱାସୀ ଜୀବନ ସାଥୀ: ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍‌ କରିବାକୁ ଆଗ୍ରହୀ

ମୁମ୍ବାଇ,୧୯।୧୨: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌‌ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରିମ୍ପି କୌର ଗିଲ୍‌। ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା। ତେବେ ପାରିବାରିକ ଅଶାନ୍ତିରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ୨୦୦୭ରେ ଖୋୟା ଖୋୟା ଚାନ୍ଦ୍‌ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଦେବ୍‌-ଡିରେ ସେ ପାରୋ ଭୂମିକାରେ ଅଭିନୟ କରିଥିଲେ। ଦବଙ୍ଗ-୨ରେ ସେ ଅଭିନୟ କରିବାକୁ ଖୁସିରେ ରାଜି ହୋଇଥିଲେ। ସେ ଭାବିଥିଲେ ହୁଏତ ସଲମାନ୍‌ ଖାଁଙ୍କ ସହିତ ତାଙ୍କ କିଛି ସିନ୍‌ ଥିବ ବୋଲି ମାତ୍ର ଅରବାଜ୍‌ ଖାଁଙ୍କ ସହିତ ତାଙ୍କର  ସିନ୍‌ ଥିଲା । ମନ ତାଙ୍କର ଦୁଃଖରେ ଭରିଯାଇଥିଲା। ସେ ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍‌ କରିବାକୁ ଆଗ୍ରହୀ ଥିଲେ। ପରେ ଦବଙ୍ଗ-୩ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ବୋଲ୍ଡ ସିନ୍‌ ଦେଇ ପରଦାରେ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ମାହି ଜଣେ ବିଶ୍ୱାସୀ ଜୀବନସାଥୀଙ୍କୁ ଖୋଜୁଥିବା ବଲିଉଡ୍‌ରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବାକୁ ମନ ବଳାଇଛନ୍ତି ଦୀପିକା

ମୁମ୍ବାଇ: ପଦ୍ମାବତ ଫେମ ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ସେ ଏବେ ତାଙ୍କ ଫିଲ୍ମ ‘ଗେହରାଇୟା’ର ପ୍ରମୋଶନରେ ବିଜି ଅଛନ୍ତି । ଫିଲ୍ମରେ...

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ...

ଅଭିଷେକଙ୍କୁ ହସ୍ପିଟାଲରୁ ଛୁଟି, କହିଲେ ମୁଁ ଘରକୁ ଯିବି ନାହିଁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଐଶ୍ଚର୍ଯ୍ୟା ରାୟ...

ହଲିଉଡ୍‌ରେ ଡିମ୍ପଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଭିନ୍ନ ରୂପ ଏବେ ଦେଖିବାକୁ ମିଳିଛି। କାରଣ ସେ ଏବେ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି।...

ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଆଜି ହାପି ବର୍ଥ ଡେ। ୧୯୭୬ ସେପ୍ଟେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିବେକ ଆଜି ୪୪ ବର୍ଷରେ...

କପିଲଙ୍କ ବଲ୍‌ରେ ଚୌକା ଛକା ମାରିଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ବର୍ତ୍ତମାନ ରିୟଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ରେ ବିଚାରକ ଭାବେ ନଜର ଆସିଛନ୍ତି। ବିଚାରକ ହୋଇ ଶୋ’ରେ ସେ...

ଆରମ୍ଭରୁ ଫ୍ଲପ୍‌, ତା’ ପରେ..

ନୋରା ଫତେହି ୨୦୧୪ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମଟି ଥିଲା ‘ରୋର୍‌ : ଟାଇଗର୍‌ସ ଅଫ୍‌ ଦ ସୁନ୍ଦରବନସ୍‌’। ହେଲେ ଏହାକୁ ନେଇ ତାଙ୍କର ଯେଉଁ...

କେବଳ ଏହି କାରଣଙ୍କ ପାଇଁ ସାଇରାଙ୍କ ସହିତ ଫିଲ୍ମ କରିବାକୁ ମନା କରିଦେଇଥିଲେ ଦିଲୀପ କୁମାର

ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମୃତି ହୋଇ ରହିଯାଇଛନ୍ତି। ଚଳିତ ବର୍ଷ ଜୁଲାଇ ୭ରେ, ସେ ଏହି ଦୁନିଆ ଛାଡ଼ି...

Advertisement
Archives

Model This Week