ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ହେବ ତାହା ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।…
ମାଳଦ୍ୱୀପରେ ବଲିଉଡ ଷ୍ଟାରଙ୍କ ଭିଡ
ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟି ଯାଏ ସମସ୍ତେ ଲକ୍ଡାଉନ ସମୟରେ ନିଜ ନିଜ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଥିଲେ। ଏହି ସମୟରେ ସମସ୍ତେ ନିଜର ନିଜର ଡେଷ୍ଟିନେସନରେ ଛୁଟି ଅବସରକୁ ମିସ୍ କରିଥିଲେ। ଅନଲକ ପରେ…
ସଞ୍ଜୟଙ୍କୁ ଭେଟିଲେ କଙ୍ଗନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏବେ ସେ ତାଙ୍କ ଅଭିନୀତ ଫିଲ୍ମ ‘ଥାଲାଇବି’ ଶୁଟିଂ ଶେଷ କରିବା ଳକ୍ଷ୍ୟରେ ରହିଛନ୍ତି । ଏଥିପାଇଁ ଏବେ…
ବାଲସୁବ୍ରମଣ୍ୟମଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଲେ ଆନ୍ଧ୍ରପ୍ରଦେଶ ସରକାର
ଚେନ୍ନାଇ: ବଲିଉଡ୍ ତଥା ସାଉଥ୍ ଫିଲ୍ମ ଦୁନିଆର ବେଶ୍ ପରିଚିତ ଗାୟକ ଏସ୍ ପି ବାଲସୁବ୍ରମଣ୍ୟମଙ୍କର ସେପ୍ଟେମ୍ବର ୨୫ରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳି ଯାଇଥିଲା । ଏବେ ବାଲସୁବ୍ରମଣ୍ୟମଙ୍କୁ ଆନ୍ଧ୍ରପ୍ରଦେଶ ସରକାର…
ପ୍ରେମିକାଙ୍କ ହାତ ଧରିବେ ବଲିଉଡ୍ର ଏହି ଗାୟକ, ୧୦ ବର୍ଷ ଧରି କରୁଥିଲେ ଡେଟ୍
ମୁମ୍ବାଇ: ବଲିଉଡ୍ ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନା ଅନୁଯାୟୀ, ଉଭୟ ମନ୍ଦିରରେ ବିବାହ କରିବେ। ଏକ ସାକ୍ଷାତକାରରେ ଆଦିତ୍ୟ…
୨୦ କିଲୋ ଓଜନ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଏହି ବୋଲ୍ଡ ଅଭିନେତ୍ରୀ
ଭୋଜପୁରୀର ହଟ୍ ଏବଂ ବୋଲ୍ଡ ଅଭିନେତ୍ରୀ ରାନୀ ଚାଟାର୍ଜୀ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସିନେମାରେ ସଫଳ ହେବା ପରେ ଏବେ ରାନୀ ବଲିଉଡ୍ ମୁହାଁ ହୋଇଛନ୍ତି। ବଲିଉଡ୍ରେ କାମ କରିବାକୁ ଚାହୁଁଥିବା ସେ…
ରୁଚିକାଙ୍କ ହାତ ଧରିଲେ ଟେଲି ପରଦାର ଏହି ହ୍ୟାଣ୍ଡସମ୍ ହଙ୍କ୍, ଲୁଚିଛପି କୋର୍ଟରେ କଲେ ବିବାହ
ବମ୍ବେ: ବିବାହ ବନ୍ଧନରେ ଟେଲି ପରଦାର ହ୍ୟାଣ୍ଡସମ୍ ବ୍ୟାଚ୍ଲର ତାଲିକାରେ ସାମିଲ ଥିବା ଶାହିର ଶେଖ। କିଛି ଦିନ ପୂର୍ବେ ସେ ନିଜ ପ୍ରେମିକା ରୁଚିକା କପୁରଙ୍କ ସହ କୋର୍ଟରେ ବିବାହ କରିଛନ୍ତି। ଏହି ଉତ୍ସବ ବେଶ୍ ଗୋପନୀୟ ଥିବା ବେଳେ…
ଜିତିଲେ କଙ୍ଗନା !
ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟ ଭଙ୍ଗା ଘଟଣା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ ରାୟ ମୁତାବକ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ ।…
ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରିୟାଂଶୁ ଏବଂ ଭନ୍ଦନା ବିଗତ ୨ ବର୍ଷ…
ଜୋତାକୁ ନେଇ ଚର୍ଚ୍ଚାରେ ଏହି ଲୋକପ୍ରିୟ ଅଭିନେତ୍ରୀ
ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମା ଅନେକ ସମୟରେ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାକୁ ନେଇ ପ୍ରାୟ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ଅଭିନୟଠାରୁ ଅଧିକ ସେ ନିଜର ବୋଲ୍ଡ ଦୃଶ୍ୟ…
ପ୍ରବଳ ସୁନା ପିନ୍ଧନ୍ତି ବଲିଉଡ୍ର ଏହି ପ୍ରସିଦ୍ଧ ଗାୟକ, କାରଣ ଜାଣିଲେ ହେବେ ଚକିତ
ବଲିଉଡରେ ଗାୟକ ତଥା କମ୍ପୋଜର ବାପି ଲହରୀ ଦୀର୍ଘ ଦିନ ହେବ କାମ କରୁଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପପ ମ୍ୟୁଜିକକୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ…
ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ
ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜ ପୁଅ ଅରହାନଙ୍କ ସହ କ୍ରିକେଟ ଖେଳୁଥିବା ଫଟୋ ସୋସିଆଲ ମିଡିଆରେ ବେଶ…
Archives


