ସନ୍ନି ଦେଓଲଙ୍କୁ ବିବାହ ପରେ ଦୁଃଖରେ ରହୁଥିଲେ ପୂଜା, ଜାଣନ୍ତୁ କାହିଁକି
ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ୍ ସୁପରଷ୍ଟାର ସନ୍ନି ଦେଓଲଙ୍କୁ ସ୍ତ୍ରୀ ପୂଜାଙ୍କ ସହ ଖୁବ୍ କମ୍ ଦେଖିବାକୁ ମିଳିଥାଏ। କାରଣ ପୂଜା ଲାଇମ୍ଲାଇଟ୍ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ହେମା ମାଳିନିଙ୍କ ସାବତ ପୁଅ ସନ୍ନି ଲୁଚିଛପି…
ବିବାହର କିଛି ସମୟ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସିଲେ ଗୌହର!
ମୁମ୍ବାଇ: ଅଭିନେତ୍ରୀ ଗୌହର ଖାଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୨୫ରେ ସେ ହାତକୁ ଦି ହାତ ହେବେ । ଏବେଠାରୁ କିନ୍ତୁ ତାଙ୍କ ଘର ସାମ୍ନାରେ ଲାଗିଛି ଭିଡ । ଇତିମଧ୍ୟରେ ଗୌହରଙ୍କୁ ଅପେକ୍ଷା…
କରୋନା ଟୀକା ଆସିଲେ ବିବାହ
ବମ୍ବେ: ବଲିଉଡ ଅଭିନେତ୍ରୀ ଋଚା ଚଡ୍ଢାଙ୍କ ସହ ଅଭିନେତା ଅଲି ଫଜଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଣା ଅଧିକେ ସମସ୍ତେ ଜାଣନ୍ତି। ଉଭୟ ଏପ୍ରିଲରେ ବିବାହ କରିବେ ବୋଲି ଶୁଣାଯାଉଥିଲା। ହେଲେ ମହାମାରୀ କରୋନା ଯୋଗୁ ବିବାହକୁ ଟାଳି ଦିଆଯାଇଥିଲା। ଏବେ…
ଶୁଟିଂ ସେଟ୍ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍ କରୁଛନ୍ତି ପ୍ରିୟଙ୍କା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ ଆଉ ଏକ ପୋଷ୍ଟ ଶେୟାର କରିଛନ୍ତି। ଯଦିଓ ସ୍ବାମୀ ନିକ ଜୋନାସ ପ୍ରିୟଙ୍କାଙ୍କ ଜୀବନର…
ବିଶ୍ୱସୁନ୍ଦରୀଙ୍କୁ ଧକ୍କା ମାରିଲା ବସ୍, ୬ ଦିନ କୋମାରେ ରହିବା ପରେ ଆଖିବୁଜିଲେ
ବୁଏନୋସ୍ ଆଇରେସ୍,୨୪।୧୨: ଆର୍ଜେଣ୍ଟିନାର ପୂର୍ବତନ ବିଶ୍ୱସୁନ୍ଦରୀ ନର୍ମା କାପାଗ୍ଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଡିସେମ୍ବର ୧୭ରେ ସେ ତାଙ୍କ ଘର ନିକଟରେ ବୁଲୁଥିଲେ। ଏକ ବସ ତାଙ୍କୁ ପଛପଟୁ ଧକ୍କା…
ଗ୍ୟାରେଜ୍ରେ ରହୁଥିଲେ ଏହି ପ୍ରସିଦ୍ଧ ଅଭିନେତା, ଆଜି ବିଶ୍ୱର ଅନେକ ସ୍ଥାନରେ କିଣିଛନ୍ତି ବଙ୍ଗଳା
ବଲିଉଡ୍ର ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା ଅନିଲ କପୁର ଆଜି ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅନିଲ ତାଙ୍କ ଫିଟ୍ ନେସ୍ ଉପରେ ବେଶୀ ଧ୍ୟାନ ଦିଅନ୍ତି। ତାଙ୍କୁ ଦେଖିଲେ କେହି ଭାବି ପାରିବେନି ଯେ ସେ ୬୪ ବର୍ଷ ବୟସ…
ମାତ୍ର ୧ ଟଙ୍କା ନେଇ ଗୀତ ଗାଉଥିଲେ ଏହି ପ୍ରସିଦ୍ଧ ଗାୟକ
ବଲିଉଡ୍ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ ମହମ୍ମଦଙ୍କର ଛଅଟି ସନ୍ତାନଙ୍କ ଭିତରୁ ରଫି ଥିଲେ ଦ୍ୱିତୀୟ। ତେଙ୍କୁ ଘରେ ସମସ୍ତେ…
୬୪ ବର୍ଷରେ ଅନୀଲ କପୁର: ବିବାହ ପରେ ବି ପଡ଼ିଥିଲେ ପ୍ରେମରେ…
ମୁମ୍ବାଇ,୨୪।୧୨: ବଲିଉଡ୍ର ଚକୋଲେଟ ହିରୋ ଅନୀଲ କପୁର ଗୁରୁବାର ୬୪ ବର୍ଷରେ ପାଦ ଦେଇଛନ୍ତି । ସେ ୧୯୫୬ ଡିସେମ୍ବର ୨୪ରେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ। ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି…
ପ୍ରଥମ ଦେଖାରେ ଶର୍ଟଲେସ୍ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ଆଉ ତା’ ପରେ…
ବମ୍ବେ: ବଲିଉଡ୍ର ଅନ୍ୟତମ ହିଟ୍ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍ ଏବଂ ରିଅଲ୍ ଲାଇଫ୍ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍ରେ ପ୍ରେମ ଏବେ ବି ଜାରି ରହିଥିବା ବେଳେ ରିଅଲ୍ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସତ୍ତ୍ୱେ…
ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ
ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି। ତେବେ କୌଣସି ନା କୌଣସି ଫିଲ୍ମର ଶୁଟିଂ ସେଟରେ ଷ୍ଟାର ଓ କ୍ରୁଉ ମେମ୍ବର କରୋନା…
ପୁରୀ ଆସିବେ କଙ୍ଗନା
ମନାଲି,୨୩।୧୨-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଗାମୀ ବର୍ଷ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏ ନେଇ ନିଜେ କଙ୍ଗନା ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ବର୍ଷ ତଳେ ମୁଁ ମୋ…
ଏହି ଭାରତୀୟ କ୍ରିକେଟର୍ଙ୍କ ଖେଳ ଦେଖିବାକୁ ପାଗଳ ପ୍ରିୟଙ୍କା ଚୋପ୍ରା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍। ତାଙ୍କର ଜଣେ ଅଙ୍କଲ୍ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ ପିତାଙ୍କ ସହ ପ୍ରିୟଙ୍କା ବି ମ୍ୟାଚ୍ ଦେଖୁଥିଲେ। ସେବେଠୁ କ୍ରିକେଟ ପ୍ରତି ତାଙ୍କ ରୁଚି…

