ଜୋତାକୁ ନେଇ ଚର୍ଚ୍ଚାରେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମା ଅନେକ ସମୟରେ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାକୁ ନେଇ ପ୍ରାୟ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ଅଭିନୟଠାରୁ ଅଧିକ ସେ ନିଜର ବୋଲ୍ଡ ଦୃଶ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ତେବେ କିଛି ଦିନ ତଳେ ସେ ନିଜର ଜନ୍ମଦିନ କେକ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ କିନ୍ତୁ ସେ ନିଜର ବୋଲ୍ଡ ଅବତାର ସାଙ୍ଗକୁ ଜୋତାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିୟାଙ୍କ ଏହି ଫଟୋ ଶୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାଙ୍କୁ ଏକ ଜିପ୍‌ ସାମ୍ନାରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ତେବେ ଖାସ୍‌ କଥା ହେଲା ସେ ଦୁଇ ଗୋଡରେ ଭିନ୍ନ ରଙ୍ଗର ଜୋତା ପିନ୍ଧିଥିବା ଦେଖାଯାଉଛନ୍ତି। ଏହାକୁ ତାଙ୍କ ପ୍ରଶଂସକମାନେ ବେସ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଅନେକ ପ୍ରଶଂସକ ତାଙ୍କର ଏହି ଜୋତାକୁ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ...

ଏହି ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦ ଖବର ଭାଙ୍ଗିିଥିଲା ପ୍ରଶଂସକଙ୍କ ହୃଦୟ : ୧୬ ବର୍ଷ ସମ୍ପର୍କ ପରେ…

ଫିଲ୍ମ ଇଣ୍ଡଷ୍ଟ୍ରି ଏପରି ଏକ ସ୍ଥାନ ଯେଉଁଠାରେ ସମ୍ପର୍କ ଯୋଡ଼ିବା ବା ଛିଡ଼ିବା ଖବର ପ୍ରଶଂସକଙ୍କୁ ସର୍ବଦା ଆଶ୍ଚର୍ଯ୍ୟ କରିଥାଏ। ଏହି ସମ୍ପର୍କ ଗଢ଼ିବା ପାଇଁ...

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ...

ହିନାଙ୍କୁ ଅଫ୍‌ଶାନା କହିଲେ ମୋଟି !

ବମ୍ବେ: ମୋଟି ହୋଇଗଲେଣି ଅଭିନେତ୍ରୀ ହିନା ଖାନ୍‌। ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଅଫସାନା ଖାନ୍‌। ବିଗ୍‌ ବସ୍‌ ଘରେ ପ୍ରତିଯୋଗୀ ଅଛନ୍ତି ଅଫ୍‌ଶାନା।...

ଶେହନାଜଙ୍କ ଛଡ଼ା ଏହି ୭ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ସିଦ୍ଧାର୍ଥ; ଅନେକ ଭାଙ୍ଗିଥିଲେ ହୃଦୟ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତା ତଥା ବିଗ୍‌ ବସ୍‌ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର...

ଶହୀଦ ସେନାଙ୍କ ଉଦ୍ଦେଶ୍ୟରେ ସଂସ୍କୃତରେ ଶ୍ଳୋକ ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖର ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ୨୦ ସେନାଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ବଲିଉଡ୍‌ ସେଲିବ୍ରିଟି ଅକ୍ଷୟ...

ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ର ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ସାଗରଙ୍କ ଅନେକ...

ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ

ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି...

Advertisement
Seven Jackpot


Archives

Model This Week