ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ହେବ ତାହା ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।
ଅନୁଷ୍କା କହିଛନ୍ତି ଯେ, ମା’ ହେବାକୁ ନେଇ ସେ ଯେତିକି ଉତ୍ସାହିତ, ନିଜ କାମକୁ ଫେରିବାକୁ ନେଇ ମଧ୍ୟ ଠିକ୍‌ ସେମିତି ଉତ୍ସାହିତ ଅଛନ୍ତି। ମା’ ହେବା ତୁରନ୍ତ ପରେ ସେ କାମକୁ ଫେରିବେ ବୋଲି କହିଛନ୍ତି। ଜୀବନରେ ଏମିତି ଏକ ସିଷ୍ଟମ ତିଆରି ହୋଇଯାଉ ଯେପରି ନିଜ କାମ, ପିଲା ଏବଂ ଘର ମଧ୍ୟରେ ସମନ୍ବୟ ସୃଷ୍ଟି କରିପାରିବି ବୋଲି ସେ କହିଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଅନୁଷ୍କା ନିଜର ଅଭିନୟ ଜାରି ରଖିବେ। କାରଣ ଅଭିନୟ କରିବାକୁ ତାଙ୍କୁ ବହୁତ ଭଲ ଲାଗେ ବୋଲି ଅନୁଷ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବଜରଙ୍ଗୀ ଭାଇଜାନ’ ପାଇଁ ହର୍ଷାଲୀ ନେଇଥିଲେ ଏତିକି ଟଙ୍କା

ବଲିଉଡ୍‌ରେ କାମ କରୁଥିବା ଶିଶୁ କଳାକାରଙ୍କ ଆୟ ବଡ଼ କଳାକାରଙ୍କଠାରୁ କିଛି କମ୍‌ ନୁହେଁ। ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ସଲମାନ ଖାନ୍‌ଙ୍କ ସହ ଅଭିନୟ କରିଥିବା...

କପିଲଙ୍କ ଶୋ’ରେ ନଜରକୁ ଆସିବେ ସିଦ୍ଧୁ !

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’କୁ ପୁଣି ଫେରିବେ ନବଜୋତ ସିଂ ସିଦ୍ଧୁ। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ...

ତଥାପି ଅଡ଼ୁଆ ତୁଟୁନି: ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଏଫ୍‌ଆଇଆର୍‌ ରୁଜୁ କଲେ ଅଭିନେତ୍ରୀ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ଜେଲ୍‌ରେ ଥିବା ବ୍ୟବସାୟୀ ତଥା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ନିକଟରେ ଜାମିନ ମିଳିଛି ।...

ସୁଶାନ୍ତଙ୍କ ଆକାଉଣ୍ଟରୁ ଗୋଟିଏ ମାସରେ ୧୫ କୋଟି ଟଙ୍କା ଉଠାଇ ଥିଲେ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ପିତା ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ...

୫୩ ବର୍ଷରେ ଭାନୁପ୍ରିୟା: ଫିଲ୍ମ ପାଇଁ ଅଧାରୁ ଛାଡିଥିଲେ ପାଠପଢ଼ା

ମୁମ୍ବାଇ: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟା ବୁଧବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର...

କରୋନା ଯୋଦ୍ଧାଙ୍କ ପାଇଁ ୫ କୋଟି ଟଙ୍କା ଦାନକଲେ ଉର୍ବଶୀ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ କଳାକାର। ଏହି ତାଲିକାରେ ସାମିଲ ହୋଇଛନ୍ତି...

ରାଜନୀତି ଛାଡିଲେ ରଜନୀକାନ୍ତ

ଚେନ୍ନାଇ,୧୨ ।୭: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମର ଅଧିକାରୀଙ୍କ ସହ କଥା ହେବା ପରେ କେବେବି ରାଜନୀତିକୁ ଆସିବେ ନାହିଁ ବୋଲି ନିଷ୍ପତ୍ତି...

ପୁଣି ରିଲିଜ ହେବ ‘ଗୁଡ୍‌ ନ୍ୟୁଜ୍‌’ ଓ ‘ଡ୍ରିମ୍‌ ଗର୍ଲ’

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କଥା କ’ଣ କି, ଅକ୍ଷୟ କୁମାର ଏବଂ...

Advertisement
Archives

Model This Week