ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ହେବ ତାହା ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।
ଅନୁଷ୍କା କହିଛନ୍ତି ଯେ, ମା’ ହେବାକୁ ନେଇ ସେ ଯେତିକି ଉତ୍ସାହିତ, ନିଜ କାମକୁ ଫେରିବାକୁ ନେଇ ମଧ୍ୟ ଠିକ୍‌ ସେମିତି ଉତ୍ସାହିତ ଅଛନ୍ତି। ମା’ ହେବା ତୁରନ୍ତ ପରେ ସେ କାମକୁ ଫେରିବେ ବୋଲି କହିଛନ୍ତି। ଜୀବନରେ ଏମିତି ଏକ ସିଷ୍ଟମ ତିଆରି ହୋଇଯାଉ ଯେପରି ନିଜ କାମ, ପିଲା ଏବଂ ଘର ମଧ୍ୟରେ ସମନ୍ବୟ ସୃଷ୍ଟି କରିପାରିବି ବୋଲି ସେ କହିଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଅନୁଷ୍କା ନିଜର ଅଭିନୟ ଜାରି ରଖିବେ। କାରଣ ଅଭିନୟ କରିବାକୁ ତାଙ୍କୁ ବହୁତ ଭଲ ଲାଗେ ବୋଲି ଅନୁଷ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବସ ଘରେ ବୟଫ୍ରେଣ୍ଡ ଆଦିଲଙ୍କ ସହ ନିକାହ କରିବାକୁ ଚାହୁଛନ୍ତି ରାକ୍ଷୀ

ମୁମ୍ବାଇ: ରିୟଲିଟି ଶୋ’ ବିଗ ବସ ସିଜନ ୧୬ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ଏବେ ଦର୍ଶକଙ୍କ ଉତ୍କଣ୍ଠା...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: ୧୧୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ବଲିଉଡର ଜଣାଶୁଣା ଅଭିନେତା ତଥା ସମାଜସେବୀ ଚନ୍ଦ୍ରଶେଖର ବୈଦଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଆଜି ସକାଳେ ଦେହାନ୍ତ ହୋଇଛି। ତାଙ୍କୁ ୯୮...

ଜିମ୍ ଯିବାକୁ ପସନ୍ଦ କରନ୍ତିନି ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ନାୟିକାଙ୍କ କଥା ଯଦି ଆଲୋଚନାକୁ ଆସେ ତେବେ ପ୍ରଥମେ ସମସ୍ତଙ୍କ ନଜର ଆସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପରକୁ...

ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି...

ଦୀର୍ଘ ଆଠ ଘଣ୍ଟା ଯାଏ ଶାହିଦଙ୍କୁ ଅପେକ୍ଷା କରିଥିଲେ କିଆରା, କାରଣ ଜାଣିଲେ…

ବମ୍ବେ: ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ, ଦୀର୍ଘ ଆଠ ଘଣ୍ଟା ଧରି ଶାହିଦ କପୁରଙ୍କ ଅପେକ୍ଷା କରି ବସିଥିଲେ ଜଣେ ଅଭିନେତ୍ରୀ। ଆପଣ ଭାବୁଥିବେ...

କରିନାଙ୍କ ଦ୍ୱିତୀୟ ପୁତ୍ରଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୬।୪: କରିନା କପୁର ଖାଁ ଏବଂ ଶୈଫ୍‌ ଅଲ୍ଲୀ ଖାଁଙ୍କ ଦ୍ୱିତୀୟ ପୁତ୍ର ଫେବୃୟାରୀ ୨୧ରେ ଜନ୍ମ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କୌଣସି ଫଟୋକୁ...

ମା’ ହେବା ପରେ ଏମିତି ବଦଳିଗଲେଣି ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲି ଜାନୁୟାରୀରେ ମା-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗର୍ଭବତୀ ପୂର୍ବରୁ ଏବଂ ପରେ...

ଦୋହାରେ ପୋହାର ମଜା ନେଲେ ଆଲିଆ

ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍‌ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର...

Advertisement
Archives

Model This Week