କ୍ଷମା ମାଗିଲେ ଅମିତାଭ
ମୁମ୍ବାଇ, ୩୦ା୧୨: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଟୁଇଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ କବିତା ପୋଷ୍ଟ କରିବା ପରେ କବିଙ୍କୁ କ୍ରେଡିଟ ନ ଦେବାରୁ ତାଙ୍କୁ ଭୁଲ୍ ମାଗିବାକୁ ପଡିଛି। ଅମିତାଭ…
ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ
ନୂଆଦିଲ୍ଲୀ,୩୦।୧୨: ଦିଶା ପଟାନିଙ୍କ ଅନ୍ତିମ ଇନ୍ଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରଶଂସା ବ୍ୟବହାର ହେଉଥିବା ଶ୍ରେଷ୍ଠ ଶବ୍ଦ ମଧ୍ୟ କମ୍ ପଡ଼ିପାରେ। ଫଟୋଟି ହିଁ କିଛି ଏମିତି। ଦିଶା ମଙ୍ଗଳବାର ଇନ୍ଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଦେଖିବାକୁ ମିଳୁଛି…
ଜରୁରୀକାଳିନ ସର୍ଜରୀ କରାଇଲେ ଶ୍ରୁତି
ନୂଆଦିଲ୍ଲୀ,୩୦।୧୨: ବଲିଉଡ୍ ଅଭିନେତ୍ରୀ ଶ୍ରୁତି ସେଠ ମଙ୍ଗଳବାର ମେଡିକାଲରୁ ଏକ ଫଟୋ ଶେୟାର କରିଛନ୍ତି। ନିଜ ପୋଷ୍ଟରେ ଜରୁରୀକାଳିନ ଅସ୍ତ୍ରୋପଚାର କରାଇଥିବା ସୂଚନା ଦେଇଛନ୍ତି ୪୩ ବର୍ଷୀୟା ଅଭିନେତ୍ରୀ। ଆଉ ସେ କହିଛନ୍ତି ସ୍ବାସ୍ଥ୍ୟଠାରୁ ଅନ୍ୟ କିଛି ଗୁରୁତ୍ୱ ନୁହେଁ। ଜୀବନର…
ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍ ଦାମ୍ ବଦଳରେ କିଣି ହେବ ଦୁଇ ଆଇଫୋନ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍କୁ ନେଇ ଦୀପିକା ଚର୍ଚ୍ଚାରେ ରହିଛନ୍ତି। ଯାହାର ଦାମ୍ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ରଣବୀର ଏବଂ…
ସ୍ୱାମୀଙ୍କୁ କୋଳରେ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଗୌହର
ମୁମ୍ବାଇ: ଆଜିକାଲି ବିବାହ ସମୟରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇବାକୁ ବେଶ୍ ପସନ୍ଦ କରୁଛନ୍ତି ନବ ଦମ୍ପତି । ଫଳରେ ସେମାନେ ଏମିତି ମୁହୂର୍ତ୍ତ ସବୁକୁ ଜୀବନ ସାରା ନିଜ ପାଖରେ ସାଇତି ରଖିପାରିବେ । ସେଲିବ୍ରିଟି ବା ଏଥିରୁ…
ମହିଳା କମିଶନରେ ହାଜର ହେଲେ ଅନୁଭବ
ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିଶନ। ବର୍ଷା…
ନୋରାଙ୍କ ନୂଆ କାର୍
ମୁମ୍ବାଇ: ୨୦୨୦ ମସିହା ସମଗ୍ର ବିଶ୍ୱବାସୀଙ୍କୁ ନାନା ଦୁଃଖ ଓ ଯନ୍ତ୍ରଣା ଦେଇଛି ବୋଲି ଆଲୋଚନା ହେଉଛି । ହେଲେ ଏହି ୨୦୨୦ ଯିବା ବେଳକୁ ଲୋକେ ଭ୍ୟାକେଶନ ମାଧ୍ୟମରେ ନିଜର ଷ୍ଟ୍ରେସ୍ କମ୍ କରୁଥିବା ଦେଖାଯାଇଛି । କେବଳ ସେତିକି…
ମୁମ୍ବାଇରେ ରହିବା ପାଇଁ ହେଲେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ: କଙ୍ଗନା
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ମରାଠୀ ଲୁକ୍ରେ ସେ ଗଣପତିଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କଙ୍ଗନାଙ୍କ ମରାଠୀ ଲୁକ୍ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଡାସୁରକ୍ଷା ଭିତରେ ମଙ୍ଗଳବାର ସକାଳ ୧୦ରେ…
ଏହି ମହିଳାଙ୍କୁ ଦେଖା କରିବାକୁ ପାଗଳ ସଲମାନ୍
ବଲିଉଡ୍ର ସୁପରଷ୍ଟାର ସଲମାନ୍ ଖାନ୍ ନିକଟରେ ୫୫ତମ ଜନ୍ମଦିନ ପାଳନ କରିଥିଲେ। ତେବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ ଚଳିତ ବର୍ଷ ସେ ଧୂମ୍ ଧାମରେ ଜନ୍ମଦିନ ପାଳନ କରିପାରି ନ ଥିଲେ। ୨୦୨୧ ଇନ୍ ଅବସରରେ ତାଙ୍କର ଆଗାମୀ ଫିଲ୍ମ…
ଏହି ସୁପରଷ୍ଟାରଙ୍କ ପୁଅ କରୋନା ପଜିଟିଭ
ସାଉଥ୍ ଫିଲ୍ମର ସୁପରଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଏବେ ସେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ନିକଟରେ ରାମ ଚରଣ ନିଜର କରୋନା ପରୀକ୍ଷା କରାଇଥିଲେ। ଏବେ ରିପୋର୍ଟ ପଜିଟିଭ ଆସିଛି। ସୋସିଆଲ…
ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍କା: ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା
ବର୍ଷ ୨୦୨୦ ଶେଷ ହେବାକୁ ବସିଲାଣି। କିନ୍ତୁ ଖରାପ ଖବର ମିଳିବା ଏବେ ପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ। ଚଳିତ ବର୍ଷ ଅନେକ କଳାକାର ଏହି ଦୁନିଆ ଛାଡି ଚାଲିଯାଇଥିବା ବେଳେ ସୋମବାର ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ…
ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଲିକ୍ ମାତ୍ରେ ହୋଇଥିଲା ଭାଇରାଲ୍
ଫିଲ୍ମ ନିର୍ମାଣ ହେବା ପରେ ତାହାକୁ ସେନ୍ସର ବୋର୍ଡକୁ ପଠାଯାଏ। ପ୍ରଥମେ ବୋର୍ଡ ସଦସ୍ୟ ଏହାକୁ ଦେଖିଥାନ୍ତି। ଯଦି ଏଥିରେ କିଛି ଆପତ୍ତିଜନକ ଦୃଶ୍ୟ ଥାଏ, ନିର୍ମାତାଙ୍କୁ ଏହା ହଟାଇବାକୁ କୁହାଯାଏ। ବୋର୍ଡ ନିର୍ଦ୍ଦେଶ ପରେ ଫିଲ୍ମ ସିନେମା ହଲରେ ପହଞ୍ଚେ।…

