ବିବାହର ତିନି ଘଣ୍ଟା ପରେ ଡ୍ରାମା କୁଇନ୍‌କୁ ଛାଡ଼ି ପଳାଇଥିଲେ ସ୍ବାମୀ

ବମ୍ବେ: ବିଗ୍‌ବସ୍‌ରେ ଭଳିକି ଭଳି ଡ୍ରାମା କରୁଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ। କିଛିଦିନ ପୂର୍ବେ ନିଜ ବିବାହକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ସେ। ହେଲେ ସ୍ବାମୀଙ୍କ ପରିଚୟ କିମ୍ବା ଫଟୋ ଶେୟାର କରୁ ନ ଥିଲେ। ଏବେ ରାକ୍ଷୀ ସ୍ବାମୀଙ୍କ ବିଷୟରେ ଚମକାଇଲା ଭଳି କଥା କହିଛନ୍ତି। ବିବାହ ଦିନ ହିଁ ସ୍ବାମୀ ତାଙ୍କୁ ଛାଡ଼ପତ୍ରର ଧମକ ଦେଇଥିଲେ। କାରଣ ତାଙ୍କର ବିବାହ ଖବର ଲିକ୍‌ ହୋଇଥିଲା, ଯାହା ସେ ଚାହୁଁ ନ ଥିଲେ। ଏପରିକି ମାତ୍ର ତିନି ଘଣ୍ଟା ପରେ ସେ ଚାଲିଯାଇଥିଲେ। ସେବେଠାରୁ ଆଉ ଫେରି ନାହାନ୍ତି ବୋଲି ରାକ୍ଷୀ କହିଛନ୍ତି।

ଗୋଟିଏ ପଟେ ସ୍ବାମୀଙ୍କୁ ନେଇ ରାକ୍ଷୀ କାନ୍ଦୁଥିବା ବେଳେ ଶୋ’ର ଅନ୍ୟ ପ୍ରତିଯୋଗୀ ଅଭିନବ ଶୁକ୍ଳାଙ୍କୁ ପସନ୍ଦ କରୁଛନ୍ତି। ତାଙ୍କୁ ସେ ଚୋରି କରିନେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଏସବୁ ଭିତରେ ଶୋ’ରେ ଖୁବ୍‌ଶୀଘ୍ର ରାକ୍ଷୀଙ୍କ ସ୍ବାମୀଙ୍କୁ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ସେ ମଧ୍ୟ ଏନେଇ କଥା ହୋଇସାରିଛନ୍ତି। ଯଦି ଏହା ସମ୍ଭବ ହୁଏ ତେବେ ଦର୍ଶକେ ମଧ୍ୟ ହାଇଡ୍ରାମା ଦେଖିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରୋଲ ହେଲେ ରକୁଲ ପ୍ରିତ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ...

ଅନୁତାପ କରୁଛନ୍ତି ଅନନ୍ୟା

ଅନନ୍ୟା ପାଣ୍ଡେ ଏବେ ଅନୁତାପ କରୁଛନ୍ତି। ହେଲେ କ’ଣ ହେବ ? ବୋହିଗଲା ପାଣି ଆଉ ଧନୁରୁ ବାହାରି ଯାଇଥିବା ତୀର କ’ଣ ଫେରିଆସେ ?...

କରିନାଙ୍କଠାରୁ ଆରମ୍ଭ କରି ରବିନା ଟଣ୍ଡନ-ହେମା; ଦ୍ୱିତୀୟ ସ୍ତ୍ରୀ ହୋଇ ବହୁତ ଖୁସିରେ ଅଛନ୍ତି ଏହି ୫ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଦୁଇଥର ବିବାହ କରିଛନ୍ତି। ସେଥିରୁ କିଛି ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କ ହାତ ଧରିଛନ୍ତି। ହେଲେ ସେମାନେ ସୁଖୀ...

୨୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେର୍କଡ ଭାଙ୍ଗିଛି। ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ଏହି...

ସାପ କାମୁଡ଼ିବା ପରେ ଏବେ ଏମିତି ଅଛନ୍ତି ସଲମାନ

ମୁମ୍ବାଇ: ଭାଇଜାନ ତଥା ସଲମାନ ଖାନ୍‌ଙ୍କୁ ତାଙ୍କ ପାନଭେଲସ୍ଥିତ ଫାର୍ମ ହାଉସରେ ସାପ କାମୁଡ଼ିଥିଲା। ବିଳମ୍ବିତ ରାତିରେ ତାଙ୍କୁ କାମୋଥେ ଏମ୍‌ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।...

ଆଜି ବି ମନେ ପଡ଼ନ୍ତି ସୁଶାନ୍ତ; ସ୍ମୃତି ହୋଇ ରହିଛି ପ୍ରଥମ ଦେଖା: ଅଙ୍କିତା

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି। ହେଲେ ଆଜି ବି ତାଙ୍କୁ ମନେ ପକାଉଛନ୍ତି ପୂର୍ବ ପ୍ରେମିକା ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ।...

ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ

ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ...

ପଲକଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ସଲମାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଛୁଇଁଯାଇଛି। ଏକ...

Advertisement
Archives

Model This Week