ସୋନୁ ସୁଦଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନାଁରେ ଏଫ୍‌ଆଇଆର୍ ଦିଆଯାଇଛି । ଏକ ୬ ମହଲା କୋଠାକୁ ହୋଟେଲ କରିଥିବା ଅଭିଯୋଗରେ ବିଏମ୍‌ସି ସୋନୁଙ୍କ ନାଁରେ ପୋଲିସରେ ଅଭିଯୋଗ କରିଛି । ତେବେ ସୋନୁ ତାଙ୍କର ୬ ମହଲା ରେସିଡେନସିଆଲ୍ କୋଠାକୁ ହୋଟେଲ କରିବା ପୂର୍ବରୁ କୌଣସି ଅନୁମତି ନେଇ ନ ଥିବା ଦର୍ଶାଯାଇଛି । ପୋଲିସ କହିଛି ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର୍ର ସିଜିନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଆଧାରରେ ଆକ୍ସନ ନିଆଯାଉ । ଅନ୍ୟପକ୍ଷରେ ସୋନୁ କହିଛନ୍ତି ଏଥିପାଇଁ ସେ ଅନୁମତି ନେଇଛନ୍ତି । ଏବେ ସେ କେବଳ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍ ମ୍ୟାଜେନମେଣ୍ଟ ଅଥରିଟିଙ୍କ ମଞ୍ଜୁରୀକୁ ଅପେକ୍ଷା ରଖିଛନ୍ତି । ସୂଚନାଯୋଗ୍ୟ, ପୋଲିସ ଅଭିଯୋଗ କରିଛି ସୋନୁ ଏବି ନାୟାର ରୋଡରେ ଥିବା ଶକ୍ତି ସାଗର ବିଲଡିଂକୁ ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ହୋଟେଲ ନିର୍ମାଣ ପାଇଁ ଏଠାରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରେ ଆଲିଆ

ବଲିଉଡ ଅଭିନେତା ରଣବୀର କପୁରଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।...

ସୁହାନାଙ୍କ ଡେବ୍ୟୁ ଫିଲ୍ମର ଟିଜର୍‌ ରିଲିଜ୍‌

ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ ଜଣେ ଷ୍ଟାର୍‌ କିଡ୍ସ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ ବାଦଶାହ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଶେଷରେ ବଲିଉଡ୍‌ରେ...

ଅଙ୍କିତାଙ୍କ ଅଧା ଘରକୁ ନେଇଯାଇ ପାରନ୍ତି ସୁଶାନ୍ତଙ୍କ ପରିବାର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ସିବିଆଇ ହାତରେ। ସିବିଆଇ ଏବେ ଏହାର ଯାଞ୍ଚ ଆରମ୍ଭ କରିଛି। ଏହି ମାମଲାକୁ...

କରୋନା ଉପରେ ବବିଙ୍କ ନୂଆ କବିତା: ଟୁଇଟ୍‌ କଲେ ସଲମାନ୍‌

ଲମ୍ବା ବ୍ୟବଧାନ ପରେ ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି...

ଅକ୍ଷୟଙ୍କୁ ମିଳିଲା ଅନୁମତି, ଅଯୋଧ୍ୟାର ପ୍ରକୃତ ଲୋକେଶନରେ ହେବ ‘ରାମ ସେତୁ’ର ଶୁଟିଂ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହୁଥିବା ଦେଖାଯାଇଛି । କିଛିଦିନ ତଳେ ସେ ତାଙ୍କ...

୨୯ ବର୍ଷ ପୂର୍ବେ ଆଜିର ଦିନରେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ଅଭିନେତା ସୁନିଲ ସେଟ୍ଟୀଙ୍କ ବିବାହକୁ ପୁରିଛି ୨୯ ବର୍ଷ। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ସେ। ୧୯୯୧ରେ ମାନାଙ୍କୁ...

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍‌କା: ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ବର୍ଷ ୨୦୨୦ ଶେଷ ହେବାକୁ ବସିଲାଣି। କିନ୍ତୁ ଖରାପ ଖବର ମିଳିବା ଏବେ ପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ। ଚଳିତ ବର୍ଷ ଅନେକ କଳାକାର ଏହି...

କରୋନାକୁ ‘ଟିଚର ଅଫ୍‌ ଦ ଇୟର’ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର...

Seven Jackpot
Advertisement


Archives

Model This Week

Why Dharitri