ଅନନ୍ୟାଙ୍କ ବୋଲ୍ଡ ଲୁକ୍
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ନିଜର ଗ୍ଲାମରସ ଓ ଚୁଲବୁଲି ଅନ୍ଦାଜକୁ ନେଇ ବେଶ୍ ପରିଚିତ । ବଲିଉଡ୍ରେ ଏଣ୍ଟ୍ରି କରିବା ପରେ ଏବେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେ ବେଳେବେଳେ ତାଙ୍କର କିି…
ସ୍ତ୍ରୀଙ୍କ ଠାରୁ କମ୍ ରୋଜଗାର କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତା ନାନା ପାଟେକର ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର କୋଲାବାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ବିଶ୍ୱନାଥ ପାଟେକର। ହିନ୍ଦୀ ବ୍ୟତୀତ ସେ ମରାଠୀ ସିନେମାରେ ମଧ୍ୟ ସେକାମ କରିଛନ୍ତି। ନାନା ତାଙ୍କର ଅଭିନୟ ପାଇଁ ବେଶ ପ୍ରସିଦ୍ଧ।…
ଏହା ହେଉଛି ସୋନୁ ସୁଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା
ବଲିଉଡ୍ ଅଭିନେତା ସୋନୁ ସୁଦ ଲକ୍ଡାଉନ୍ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି। ନିକଟରେ ତାଙ୍କ ଉପରେ ଏକ ପୁସ୍ତକ ଲେଖାଯାଇଛି, ଯାହାର ନାମ ରଖାଯାଇଛି ‘ଆଇ ଆମ୍ ନୋ ମସିହା’। ଏହି…
୬୧ ବର୍ଷରେ ଏହି କାମ କଲେ ସଞ୍ଜୟ ଦତ୍ତ
ବଲିଉଡ୍ର ଆକ୍ସନ ଷ୍ଟାର ହେଉଛନ୍ତି ସଞ୍ଜୟ ଦତ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଫିଲ୍ମରେ ଆକ୍ସନ ଓ ଷ୍ଟଣ୍ଟ ଦୃଶ୍ୟରେ କାମ କରିସାରିଛନ୍ତି। ବର୍ତ୍ତମାନ ସେ ୬୧ ବର୍ଷର। ଅତିତରେ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସା ପରେ ସୁସ୍ଥ…
ଏହି ୫ ଜଣଙ୍କ ସାମ୍ନାରେ ମୁଣ୍ଡ ନୁଆଁନ୍ତି ସଲମାନ୍ ଖାନ୍: ଜଣଙ୍କୁ ମାନିଥାନ୍ତି ନିଜର ସବୁକିଛି
ବଲିଉଡ୍ର ସୁପରଷ୍ଟାର ହେଉଛନ୍ତି ସଲମାନ୍ ଖାନ୍। ତାଙ୍କର ଲୋକପ୍ରିୟତା କାହାକୁ ଅଛପା ନାହିଁ। କିନ୍ତୁ ଫିଲ୍ମ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯାହାଙ୍କୁ ସଲମାନ୍ ଫଲୋ କରିଥାନ୍ତି। ସଲ୍ଲୁ କେବଳ ୫ ଲୋକଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ଥାନ୍ତି। ଏମାନଙ୍କୁ…
ବସ୍ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ର ସୁପର୍ହିଟ୍ ଚଳଚ୍ଚିତ୍ର ‘ବାହୁବଳୀ’ର ଅବନ୍ତିକା ଅର୍ଥାତ୍ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ତମନ୍ନା ତାଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ବିଶେକ କଥା ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିବାରେ ଲାଗିଛନ୍ତ। ନିକଟରେ ସେ ନିଜେ ତାଙ୍କ ଅଫିସିଆଲ…
ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର
ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ ବର୍ଷର ପ୍ରଥମ ଦିନକୁ ଏକ ବିଶେଷ ଢଙ୍ଗରେ ଆରମ୍ଭ କରିଛନ୍ତି। ଅକ୍ଷୟ ଇନଷ୍ଟାଗ୍ରାମରେ ଏକ…
ବନ୍ଧୁଙ୍କ ପାଇଁ ଘର ବନ୍ଧା ପକାଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ଅଭିନେତା ନାନା ପାଟେକର ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୧ ଜାନୁଆରୀ ୧ରେ ସେ ମହାରାଷ୍ଟ୍ରର ମୁରୁଦରେ ଜନ୍ମଗ୍ରଣ କରିଥିଲେ। ନାନା ପାଟେକର ମଧ୍ୟବିତ୍ତ ପରିବାରର। ଘରର ଅବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ପରେ ପିଲାବେଳେ ସେ ସ୍କୁଲଠାରୁ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଉଠାଇ ନେଇ ବିବାହ କରିବାକୁ ଚାହୁଁଥିଲେ ପାକିସ୍ତାନ କ୍ରିକେଟର୍
ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫, ଜାନୁଆରୀରେ ୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ନବେ ଦଶକରେ ବଲିଉଡରେ ନାୟିକା ଭାବେ ଏଣ୍ଟ୍ରି କରିଥିଲେ ସେ। ସେତେବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତା…
ଦୀପିକାଙ୍କ ସୋସିଆଲ ମିଡିଆରୁ ସବୁ ପୋଷ୍ଟ ଗାଏବ
ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆବର୍ଷ ସ୍ବାମୀ ରଣବୀରଙ୍କ ସହ ଜୟପୁରରେ ପାଳନ କରୁଛନ୍ତି। ନୂଆ ବର୍ଷ ୨୦୨୧ ଆରମ୍ଭ ପୂର୍ବରୁ ଦୀପିକା ପାଦୁକୋନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ, ଟୁଇଟର୍ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପୋଷ୍ଟ ଅଦୃଶ୍ୟ ହୋଇଯାଇଛି।…
ଏସବୁ ସେଲିବ୍ରିଟିଙ୍କ ପାଇଁ ୨୦୨୦ର ସ୍ମୃତି ମଧୁର, ମିଳିଛି ପ୍ରେମକୁ ସ୍ବୀକୃତି
ବମ୍ବେ: ଶେଷ ହୋଇଛି ବର୍ଷ ୨୦୨୦। ହେଲେ ତାର ସ୍ମୃତି ସର୍ବଦା ଅଭୂଲା ହୋଇ ରହିବ। ଲକ୍ଡାଉନ୍ ଯୋଗୁ କିଛି ମାସ ପର୍ଯ୍ୟନ୍ତ ଲୋକେ ପାର୍ଟି ତଥା ଉତ୍ସବ ମନାଇପାରି ନ ଥିଲେ। ଏହି ସମୟରେ ବିବାହ ଉପରେ କଟକଣା ଲାଗିଥିଲା।…
ତୈମୁରଙ୍କ ସ୍ବେଟରର ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତ୍ରୀ କରିନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଜଣେ ଲୋକପ୍ରିୟ ଷ୍ଟାର କିଡ୍। ଗତ ଡିସେମ୍ବର ୨୦ରେ ସେ ୪ ବର୍ଷର ହୋଇଯାଇଛନ୍ତି। ନିକଟରେ ତୈମୁର ଖ୍ରୀଷ୍ଟମାସ ପାଳନ କରୁଥିବା ଦେଖିବାକୁ ମିଳିଥିଲା।…
Archives


