ଟ୍ରକ୍ ଉପରେ ପୋଜ୍ ଦେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କହିଲେ ଏମିତି…
ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହ ଜଡିତ ରହିଥାନ୍ତି। ନିକଟରେ ସାରା ଏକ ଫଟୋସୁଟ୍ କରିଥିଲେ। ଏହାର…
ଦୀପିକାଙ୍କ ସହ ବିଶ୍ୱାସଘାତକତା କରିଥିଲେ ରଣବୀର
ବଲିଉଡ୍ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ। ଆଜି ହେଉଛି ତାଙ୍କର ୩୫ତମ ଜନ୍ମଦିନ। ଦୀପିକା ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରଶଂସକ ମଧ୍ୟ ଫିଲ୍ମ ସହ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସର୍ବଦା ଆଗ୍ରହ କରିଥାନ୍ତି।…
ପ୍ରଶଂସକଙ୍କ ମନ ଜିତୁଛି ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟ୍
ବଲିଉଡ୍ ଡ୍ୟାନ୍ସର ତଥା ଅନ୍ୟତମ ହଟ୍ ଆକ୍ଟ୍ରେସ ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟକୁ କୌଣସି ଶବ୍ଦରେ ପ୍ରଶଂସା କରିହେବ ନାହିଁ। ଏ କଥା ଆମେ ନୁହେଁ, ତାଙ୍କ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ୟୁଜର୍ସ ଦେଉଛନ୍ତି କିଛି ଏଭଳି କମ୍ପ୍ଲିମେଣ୍ଟ। ତାଙ୍କର ନୂଆ ଫଟୋଶୁଟ୍…
୬ ବର୍ଷ ରୋମାନ୍ସ୍ ପରେ ରଣବୀରଙ୍କୁ ବିବାହ କରିଥିଲେ ଦୀପିକା
ମୁମ୍ବାଇ,୫।୧: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ମଙ୍ଗଳବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ଜାନୁୟାରୀ ୫ରେ ଡେନମାର୍କର କୋପେନହେଗେନ୍ଠାରେ ଜନ୍ମ ଗ୍ରହଣ କରିଥିଲେ। ଜାତୀୟସ୍ତରୀୟ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ…
ବିଜୟଙ୍କ ଅନୁରୋଧ ରଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ଚେନ୍ନାଇ,୪ା୧- ରାଜ୍ୟର ସମସ୍ତ ସିନେମା ହଲରେ ଶତ ପ୍ରତିଶତ ଦର୍ଶକ ଏକାଠି ବସିପାରିବେ। ଏ ନେଇ ସୋମବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ତାମିଲନାଡୁ ସରକାର। ଆଗକୁ ଥିବା ପୋଙ୍ଗାଲ ଉତ୍ସବକୁ ଦୃଷ୍ଟିରେ ରଖି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…
ଉର୍ବଶୀଙ୍କ ଗ୍ଲାମରସ୍ ଲୁକ୍
ମୁମ୍ବାଇ: ବଲିଉଡ୍ ବିୟୁଟି ଉର୍ବଶୀ ରୌତେଲା ନିଜ ଲୁକ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ହଟ୍ ଓ ବୋଲ୍ଡ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ୨୦୨୦ରେ ସେ ଗୋଟିଏ ପରେ ଗୋଟିଏ ଗ୍ଲାମରସ୍ ଫଟୋ…
ଫ୍ଲୋଟିଂ ବ୍ରେକ୍ଫାଷ୍ଟର ମଜା ଉଠାଉଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ ହେଲା ପରି ଗୋଲ୍ ଦେଇଛନ୍ତି। କାରଣ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଦେଖି ପ୍ରଶଂସକ ମତୁଆଲା ହୋଇଉଠିଛନ୍ତି। ତାଙ୍କ କିଛି ହଟ୍ ଫଟୋ ଏବେ ଖୁବ୍ ଚର୍ଚ୍ଚାରେ…
ପୁରୁଷ ବନ୍ଧୁଙ୍କୁ ‘ଲଭ୍ ୟୁ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁସ୍ମିତା
ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନ୍ ତାଙ୍କ ଅଭିନୟ ପାଇଁ ଯେତିକି ପରିଚିତ କିଛି ଦିନ ହେବ ସେ ତାଙ୍କ ରିଲେସନଶିପୁକୁ ନେଇ ଖୁବ୍ ଚର୍ଚ୍ଚତ । ମଡେଲ ରୋହମନ ଶଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସବୁଦିନ କିଛି ନା…
ଏହି ଅଭିନେତ୍ରୀଙ୍କୁ ପ୍ରପୋଜ କଲେ ସଲମାନ୍ ଖାନ୍: ଉତ୍ତରରେ ଯାହା ଶୁଣିଲେ ହସି ହସି ଗଡ଼ିଗଲେ
ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ ନିଜର ସୌନ୍ଦର୍ଯ୍ୟ ବଳରେ ସମସ୍ତଙ୍କୁ ନିଜପ୍ରତି ଆକର୍ଷିତ କରିପାରିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ ପଛରେ ବଲିଉଡ୍ର ସବୁଠାରୁ ଏଲିଜିବୁଲ ବ୍ୟାଚଲର ସଲମାନ୍ ଖାନ୍ ମଧ୍ୟ ପାଗଳ ହୋଇଯାଇଛନ୍ତି। ସଲମାନ୍ ନିଜ ଶୋ’ ବିଗ୍ ବସ୍-୧୪ରେ ଏହା ପ୍ରକାଶ…
ଡ୍ରଗ୍ସ ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିନେତ୍ରୀ
ନୂଆ ଦିଲ୍ଲୀ, ୪।୧: ଡ୍ରଗ୍ସ ମାମଲା ଏବେ ଆଉ ଜଣେ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେ ଜଣେ ଟଲିଉଡ୍ ଅଭିନେତ୍ରୀ ବୋଲି ଜଣାପଡ଼ିଛି। ତାଙ୍କର ବୟସ ୨୦ ହେବ। ଅଭିନେତ୍ରୀଙ୍କ ନିକଟରୁ କିଛି ପରିମାଣର ଡ୍ରଗ୍ସ ଜବତ କରିଛି ଏନ୍ସିବି। ଏନ୍ସିବି…
ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ
ଥିରୁଭାନନ୍ତପୁରମ୍,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କୋଲମ୍ ଜିଲାର ଏକ ହସ୍ପିଟାଲରେ…
ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତା
ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍ ବସ୍-୧୪’ର ପ୍ରତିଯୋଗୀ ରହିସାରିଥିବା ଅଭିନେତା ନିଶାନ୍ତ ସିଂହ ମଲଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ମୁମ୍ବାଇରୁ ଜେସଲମେର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାତ୍ର ନିଶାନ୍ତ ସମ୍ପୂର୍ଣ୍ଣ ସୁରକ୍ଷୀତ ଅଛନ୍ତି, କିନ୍ତୁ…
Archives


