ଫ୍ଲୋଟିଂ ବ୍ରେକ୍‌ଫାଷ୍ଟର ମଜା ଉଠାଉଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ ହେଲା ପରି ଗୋଲ୍‌ ଦେଇଛନ୍ତି। କାରଣ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଦେଖି ପ୍ରଶଂସକ ମତୁଆଲା ହୋଇଉଠିଛନ୍ତି। ତାଙ୍କ କିଛି ହଟ୍‌ ଫଟୋ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ମୌନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଯେଉଁ ଫଟୋ ଶେୟାର କରିଛନ୍ତି, ଏଥିରେ ସେ ଫ୍ଲୋଟିଂ ବ୍ରେକ୍‌ଫାଷ୍ଟ କରୁଥିବା ନଜର ଆସିଛନ୍ତି। ସେ ଏକ ବିକ୍‌ନୀ ପିନ୍ଧି ବେଶ୍‌ ହଟ୍‌ ଲାଗୁଛନ୍ତି। ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ପ୍ରଥମ ବ୍ରେକ୍‌ଫାଷ୍ଟ କିନ୍ତୁ ବହୁତ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରୁ ବାହାରି ‘ମନ୍ନତ’ ପହଞ୍ଚିଲେ ଆର୍ୟନ; ୧୪ ସର୍ତ୍ତ ସହ…

ବମ୍ବେ: ଜେଲରୁ ମୁକୁଳି ଘରକୁ ଗଲେ ବଲିଉଡ୍‌ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ଶନିବାର ସକାଳେ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରୁ ବାହାରିଛନ୍ତି। ତାଙ୍କୁ...

ଦିଲ୍‌ ମେ ହୋ ତୁମ୍‌…

ମୁମ୍ବାଇ, ୧୬।୨ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରୀଙ୍କ ପରଲୋକ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର...

ଶୁଟିଂ ସେଟ୍‌ରେ ଭୋ ଭୋ ହୋଇ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାରଣ ଜାଣିଲେ…

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର...

ଜାନ୍‌ଙ୍କୁ ଦେଖି ଚିହ୍ନିପାରୁନାହାନ୍ତି ଅନେକ; ପଛରେ ରହିଛି ଏଭଳି…

ବମ୍ବେ: ବର୍ତ୍ତମାନ ସମୟରେ ଫିଟ୍‌ ରହିବା ହେଉଛି ବଡ଼ ଆହ୍ବାନ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛନ୍ତି ଅନେକ ସେଲିବ୍ରିଟି। ବିଗ୍‌ ବସ୍‌ ସିଜନ-୧୪ରେ...

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଏଥର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ,...

ବିଜୟଙ୍କ ଅନୁରୋଧ ରଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୪ା୧- ରାଜ୍ୟର ସମସ୍ତ ସିନେମା ହଲରେ ଶତ ପ୍ରତିଶତ ଦର୍ଶକ ଏକାଠି ବସିପାରିବେ। ଏ ନେଇ ସୋମବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ତାମିଲନାଡୁ ସରକାର।...

ଏକାଠି ନଜର ଆସିଲେ ରେଖା-କବୀର ବେଦୀ

ମୁମ୍ବାଇ,୨୯।୪: ଆପଣ ୮୦ଦଶକ ବଲିଉଡ ଫିଲ୍ମର ପ୍ରଶଂସକ କି? ତା’ହେଲେ ଆପଣ ନିଶ୍ଚିତ ଭାବରେ ରେଖା ଏବଂ କବୀର ବେଦୀଙ୍କ ‘ଖୁନ ଭରି ମାଙ୍ଗ’ ଫିଲ୍ମର...

ପ୍ରଶଂସକଙ୍କ ଅନୁରୋଧ ରଖୁନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍‌ ଜୋନାସଙ୍କୁ ବିବାହ କରିବାର ୪ ବର୍ଷ ପରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି...

Advertisement
Archives

Model This Week