ଏହି ଅଭିନେତ୍ରୀଙ୍କୁ ପ୍ରପୋଜ କଲେ ସଲମାନ୍‌ ଖାନ୍‌: ଉତ୍ତରରେ ଯାହା ଶୁଣିଲେ ହସି ହସି ଗଡ଼ିଗଲେ

ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ନିଜର ସୌନ୍ଦର୍ଯ୍ୟ ବଳରେ ସମସ୍ତଙ୍କୁ ନିଜପ୍ରତି ଆକର୍ଷିତ କରିପାରିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ ପଛରେ ବଲିଉଡ୍‌ର ସବୁଠାରୁ ଏଲିଜିବୁଲ ବ୍ୟାଚଲର ସଲମାନ୍‌ ଖାନ୍‌ ମଧ୍ୟ ପାଗଳ ହୋଇଯାଇଛନ୍ତି। ସଲମାନ୍‌ ନିଜ ଶୋ’ ବିଗ୍‌ ବସ୍‌-୧୪ରେ ଏହା ପ୍ରକାଶ କରିଛନ୍ତି।
ନିକଟରେ ସନ୍ନି ‘ବିଗ୍‌ ବସ୍‌-୧୪’ର ‘ଓ୍ବିକେଣ୍ଡ କା ଓ୍ବାର’ରେ ପହଞ୍ଚିଥିଲେ। ଏହି ଅବସରରେ ସଲମାନ୍‌ ସନ୍ନିଙ୍କ ସହ ବହୁତ ମସ୍ତି କରିଥିଲେ ଏବଂ ସେ ଜ୍ୱରରେ ପୀଡ଼ିତ ଥିବା କହିଥିଲେ। ଆପଣଙ୍କର କ’ଣ ହୋଇଛି ବୋଲି ସନ୍ନି ପ୍ରଶ୍ନ କରିଥିଲେ। ଉତ୍ତରରେ ସଲମାନ୍‌ କହିଥିଲେ ମୁଁ ତୁମ ପ୍ରେମରେ ପଡ଼ିଛି। ଏହାକୁ ଲଭେରିୟା କୁହାଯାଏ। ଏହା ଶୁଣିବା ପରେ ସନ୍ନି ହସି ହସି କୁହନ୍ତି ସଲମାନ୍‌…ସଲମାନ୍‌…। ଏହା ପରେ ସନ୍ନି କୁହନ୍ତି ଦେଖ ମତେ ବି ଜ୍ୱର ହୋଇଛି। ଏହା ଶୁଣିବା ପରେ ସଲମାନ୍‌ ସନ୍ନିଙ୍କୁ ଆଲିଙ୍ଗନ କରିନିଅନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ରାଜ୍‌ଙ୍କୁ ବିବାହ ପାଇଁ ରାଜି ହୋଇଥିଲେ ଶିଳ୍ପା

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜେଲ ଯିବା ପରେ ନିଜକୁ...

ବାତ୍ୟାରେ ଭାଙ୍ଗିଲା ଏହି ଅଭିନେତ୍ରୀଙ୍କ ଘର

ମୁମ୍ବାଇ: ମୁମ୍ବାଇରେ କିଛିଦିନ ତଳେ ବାତ୍ୟା ‘ତାଉକ୍‌ତାଏ’ ତାଣ୍ଡବ ରଚିଥିଲା। ଫଳରେ ଅନେକ ଘରଦ୍ୱାର ଭାଙ୍ଗିବା ସହ ବଡ଼ବଡ଼ ଗଛ ବି ଉପୁଡ଼ିପଡ଼ିଥିଲା। ଏହି ବାତ୍ୟା...

ଲଣ୍ଡନରେ ଛୁଟି କାଟୁଛନ୍ତି ସାରା-କାର୍ତ୍ତିକ!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ୍‌ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ କାର୍ତ୍ତିକ ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ମିନଙ୍କୁ ଡେଟ୍‌ କରୁଥିବା...

ବଲିଉଡ୍‌ରେ ଡେବ୍ୟୁକୁ ନେଇ ଏଭଳି କହିଲେ ଅଭିନେତା

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ବେଶ୍‌ ଜଣାଶୁଣା ଆକ୍ଟର। ନିକଟରେ ଅଭିନେତାଙ୍କୁ ଏକ ସାକ୍ଷାତକାରରେ ବଲିଉଡ୍‌ରେ ଡେବ୍ୟୁ କରିବା ଉପରେ ପଚରାଯାଇଥିଲା। ଯାହାର ଉତ୍ତରରେ...

ପୁଅର ପ୍ରଥମ ଜନ୍ମଦିନରେ ଭାବବିହ୍ବଳ ହେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ ପୁଅ ଅଭ୍ୟାନ ଆଜାଦ ରେଖୀଙ୍କୁ ଆଜି ଅର୍ଥାତ୍‌ ମେ’ ୧୪ରେ ବର୍ଷେ ପୂରିଛି। ପୁଅର ପ୍ରଥମ ଜନ୍ମଦିନରେ ଏକ...

ଫିଲ୍ମ ମେଜର ରିଲିଜ୍‌ ତାରିଖ ସ୍ଥଗିତ

ମୁମ୍ବାଇ: ଫିଲ୍ମ ମେଜରର ରିଲିଜ୍‌ ତାରିଖକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ନିର୍ମାତା। ଆସନ୍ତା ଫେବୃଆରୀ ୧୧ରେ ଏହି ଫିଲ୍ମଟି ବଡ ପରଦାରେ ଆସିବାର...

ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ...

ସାଙ୍ଗରେ ଦୀପାବଳି ପାଲିଲେ ହ୍ରିତିକ୍‌-ସବା

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ...

Advertisement
Archives

Model This Week