ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ
ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍ରେ ଡେବ୍ୟୁ କରିଥିବା ଦୀପିକାଙ୍କୁ ବଲିଉଡ୍ରେ ବିତିଗଲାଣି ୧୩ ବର୍ଷ। ଆଉ ଏହା ମଧ୍ୟରେ ସେ ଫ୍ୟାନଙ୍କୁ…
ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍.ରହମାନ୍…
ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍.ରହମାନ୍ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍. ଦିଲ୍ଲୀପ୍ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର…
ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତାଙ୍କୁ ବିବାହ କରିବେ ରାକ୍ଷୀ !
ବମ୍ବେ: ବିବାହର କିଛି ବର୍ଷ ନ ଯାଉଣୁ ସ୍ବାମୀ ରିତେଶଙ୍କୁ ଛାଡ଼ପତ୍ର ମାଗିଛନ୍ତି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ। କେବଳ ଏତିକି ନୁହେଁ ସେ ତାଙ୍କ ପାଇଁ ବରପାତ୍ର ମଧ୍ୟ ବାଛିଛନ୍ତି। ବିଗ୍ବସ୍ରେ ପ୍ରତିଯୋଗୀ ଥିବା ରାକ୍ଷୀ ଅଭିନେତା ଅଭିନବ ଶୁକ୍ଳାଙ୍କ…
ସ୍କୁଲ ଦିନର ବନ୍ଧୁଙ୍କ ହାତ ଧରିବା ପରେ ଅଭିନେତ୍ରୀରୁ ପାଲଟିଥିଲେ ଗୃହିଣୀ, କହିଲେ ‘ପରିବାର ଆଗ’
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରିଥିଲେ। ୧୯୮୯ରେ ଫିଲ୍ମ ରିଲିଜ ହୋଇଥିବା ବେଳେ ୧୯୯୦ରେ ବିବାହ କରିନେଇଥିଲେ ଭାଗ୍ୟଶ୍ରୀ। ଏହାପରେ…
ସୋନୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତାଭ
ମୁମ୍ବାଇ: ଗତବର୍ଷ କରୋନା ଲକ୍ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ନୂଆ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ । ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ ମହାନାୟକ ଅମିତାଭ ବଚ୍ଚନ ଜଣାଇଛନ୍ତି । ଅମିତାଭ…
ପ୍ରଶଂସକଙ୍କୁ ଖୁସି ଖବର ଦେଲେ କମେଡିଆନ୍ କପିଲ ଶର୍ମା
ବମ୍ବେ: ପ୍ରଶଂସକଙ୍କୁ ‘ଗୁଡ୍ ନ୍ୟୁଜ୍’ ଦେଲେ କମେଡିଆନ୍ କପିଲ ଶର୍ମା। ଯଦି ଭାବୁଛନ୍ତି ଆଉ ଏକ ନୂଆ ଅତିଥି ତାଙ୍କ ଘରକୁ ଆସୁଛି ବୋଧହୁଏ, ତେବେ ନା। ଏହି ଖୁସି ଖବର ବ୍ୟକ୍ତିଗତ ନୁହେଁ ବରଂ କର୍ମଜୀବନ ସହ ଜଡ଼ିତ। ଟେଲି…
ହଜାରେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମଧ୍ୟରୁ ବଛା ହୋଇଛନ୍ତି ଅହିଲ୍ୟା
ମୁମ୍ବାଇ: ପରିୟଡ ଡ୍ରାମା ‘ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାବାଇ’ ଜାନୁୟାରୀ ୪ ଅର୍ଥାତ୍ ମଙ୍ଗଳବାରଠାରୁ ଟେଲିଭିଜନରେ ପ୍ରସାରଣ ହେବାକୁ ଯାଉଛି । ଏହି ଧାରାବାହିକରେ ଅଦିତି ଜଲତରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅହିଲ୍ୟାବାଇ ଭୂମିକାରେ ଦେଖିବାକୁ ମିଳିବ ଅଦିତିଙ୍କୁ । ପାଖାପାଖି…
ଏହି କାରଣରୁ ଅମିତାଭଙ୍କ ପ୍ରତି ଆକର୍ଷିତ ଥିଲେ ରେଖା
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ଏକ ସମୟରେ ଏହି ଯୋଡି ନିଜର ପ୍ରେମ କାହାଣୀ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ମାତ୍ର ଏବେ ଅମିତାଭ ବିବାହିତ ଜୀବନରେ ବ୍ୟସ୍ତ ଥିବାବେଳେ…
ଭାରୀ ବୁଲେଟ୍ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନା ଲଢେଇ ଜିତିବା ପରେ ସେ ତାଙ୍କର ଆଗାମୀ ନୂଆ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ କ୍ରିତି ବହୁତ ସକ୍ରିୟ। ଏଥିରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ…
ସଲମାନ୍ଙ୍କ ୨ ଭାଇଙ୍କ ବିରୋଧରେ ମାମଲା ରୁଜୁ
ନୂଆବର୍ଷ ୨୦୨୧ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। କିନ୍ତୁ ମହାମାରୀ କରୋନାର ପ୍ରକୋପ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏହି ପରିସ୍ଥିତିରେ ବିଏମ୍ସି ସଲମାନ୍ ଖାନ୍ଙ୍କ ୨ ଭାଇ ଅରବାଜ ଖାନ୍ ଏବଂ ସୋହେଲ ଖାନ୍ଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ…
ଆଉ କିଛି ଦିନ ପରେ ହେବେ ମା’, ଜିମ୍ରେ ଝାଳ ବୁହାଉଛନ୍ତି ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଆଜିକାଲି ନିଜର ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାରେ ଅନୁଷ୍କା ପ୍ରତ୍ୟେକ କ୍ଷେତ୍ରରେ ବେଶ୍ ସକ୍ରିୟ ରହୁଛନ୍ତି। ସେ କେବଳ ଫଟୋସୁଟ କରୁନାହାଁନ୍ତି ବରଂ ସେ କ୍ରମାଗତ ଭାବରେ…
ଜୁହୁରେ ଘର କିଣିଲେ ଜାହ୍ନବୀ କପୁର
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ମୁମ୍ବାଇ ଜୁହୁରେ ଏକ ନୂଆ ଘର କିଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୩୯ କୋଟି ଟଙ୍କା। ଅଭିନେତ୍ରୀ ଶ୍ରୀଦେବୀ ଏବଂ ପ୍ରଯୋଜକ ବୋନୀ କପୁରଙ୍କର ଅଲିଅଲୀ ଜାହ୍ନବୀ। ବର୍ତ୍ତମାନ ପର୍ଯ୍ୟନ୍ତ ସେ…
Archives


