ନୋବିତା-ଶିଜୁକା ବିବାହ: ସୋସିଆଲ୍ ମିଡ଼ିଆରେ ଟପ୍ ଟ୍ରେଣ୍ଡ୍
ଟୋକିଓ, ୨୦।୧: ଛୋଟ ପିଲାଙ୍କ ପ୍ରିୟ ଧାରାବାହିକ ଡୋରେମନ୍ରେ ନଟ୍ଖଟ୍ ବାଳକ ନୋବିତା ଏବେ ବାଲ୍ୟବାନ୍ଧବୀ ଶିଜୁକାଙ୍କୁ ବିବାହ କରିବେ। ଏହାକୁ ନେଇ ଡୋରେମନ୍ ଦେଖୁଥିବା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। କେତେକ ଇମୋଶନାଲ ହୋଇପଡ଼ିଛନ୍ତି। ନୋବିତା ଘରେ ରହୁଥିବା…
ସକାଳୁ ଉଠି ପ୍ରଥମେ କେଉଁ କାମ କରନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ଦୀପିକା…
ବଲିଉଡ୍ କଳାକାରମାନେ ପ୍ରଶଂସକଙ୍କ ସହ ସମ୍ପର୍କରେ ରହିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେମାନେ ପ୍ରଶଂସକଙ୍କ ସହ ପ୍ରଶ୍ନ-ଉତ୍ତର ଖେଳ ଖେଳିଥାନ୍ତି। ଏଥିରେ ପ୍ରଶଂସକମାନେ କଳାକାରଙ୍କୁ ପ୍ରଶ୍ନ କରନ୍ତି ଏବଂ ସେମାନେ ତାହାର ଉତ୍ତର ଦେଇଥାନ୍ତି।…
ଭାରତ ପ୍ରଥମ ଅଭିନେତ୍ରୀ ଭାବେ ଟାଇମ୍ ମାଗାଜିନ୍ରେ ସ୍ଥାନ ପାଇଥିଲେ ପରବୀନ
ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ ପରବୀନ ବବି। ୭୦ ଓ ୮୦ ଦଶକରେ ଗୁଜୁରାଟର ଜୁନାଗଡରୁ ଜଣେ ସାଧାରଣ ଝିଅ…
ଓ୍ବେବ ସିରିଜ୍ ‘ତାଣ୍ଡବ’ରେ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ,୧୯।୧: ଆମାଜନ ପ୍ରାଇମରେ ଗତ ଶୁକ୍ରବାର ରିଲିଜ ହୋଇଥିବା ଓ୍ବେବ ସିରିଜ୍ ‘ତାଣ୍ଡବ’ର କିଛି ଦୃଶ୍ୟ ଓ ଡାଇଲଗରେ ପରିବର୍ତ୍ତନ କରାଯିବ। ଏ ନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ମେକର୍ସ। ୯ ଏପିସୋଡ୍ ବିଶିଷ୍ଟ ଓ୍ବେବ ସିରିଜ୍ ରିଲିଜ ହେବା…
ନିସନ୍ତାନ ସତ୍ତ୍ୱେ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଏସବୁ ଲୋକପ୍ରିୟ ନାୟିକା
ବମ୍ବେ: ବିବାହ ପରେ ସନ୍ତାନ ନହେଲେ ଅନେକ ଘର ଭାଙ୍ଗିଯିବାର ନଜିର ରହିଛି। ହେଲେ ବଲିଉଡ୍ରେ କିଛି ଅଭିନେତ୍ରୀ ନିସନ୍ତାନ ଥିବା ସତ୍ତ୍ୱେ ସୁଖୀ ବୈବାହିକ ଜୀବନ ଜିଉଁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସାୟରା ବାନୋ, କିରଣ ଖେର, ସଙ୍ଗୀତା ବିଜଲାନୀ,…
ହଲ୍ରେ ରିଲିଜ୍ ହେବ ଫିଲ୍ମ ‘ରାଧେ’
ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ରାଧେ’ ଖୁବ୍ଶୀଘ୍ର ମୁକ୍ତିଲାଭ କରିବ। ସଲମାନ ଖାନ ନିଜେ ଏହା ନିଶ୍ଚିତ କରିଛନ୍ତି। ସଲମାନ ଖାନ କହିଛନ୍ତି ଯେ, ତାଙ୍କ ଫିଲ୍ମ ଇଦ୍ରେ ସିନେମା ହଲରେ ମୁକ୍ତିଲାଭ କରିବ। କରୋନା ମହାମାରୀ ଯୋଗୁ…
ହୋସ୍ ଉଡାଉଛି ଦିଶାଙ୍କ ଆର୍ମ ୱାର୍ମର ସ୍ୱେଟର
ମୁମ୍ବାଇ: ବଲିଉଡ୍ ବିୟୁଟି ଦିଶା ପାଟନି ନିଜର ବୋଲ୍ଡ ଫଟୋକୁ ନେଇ ୟଙ୍ଗଷ୍ଟରଙ୍କୁ ଦିୱାନା କରୁଥିବା ବେଳେ ଅଭିନୟର ଯାଦୁରେ ବି ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି । ଆଉ ବେଳେ ବେଳେ ତାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ବି ସମସ୍ତଙ୍କ ଦୃଷ୍ଟି…
ରାହୁଲ ଗାନ୍ଧୀଙ୍କୁ ଡେଟ୍ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..
ବମ୍ବେ: ଅନୁଷ୍କାଙ୍କ ପରେ ଖୁବ୍ଶୀଘ୍ର ଖୁସି ଖବର ଶୁଣାଇବେ ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜର ଯତ୍ନ ନେବା ସାଙ୍ଗକୁ କାମକୁ ପ୍ରାଧାନ୍ୟ ଦେଉଥିବାରୁ ଅନେକ ଫଟୋ ତାଙ୍କର…
ବଲିଉଡ୍ରେ ଏଣ୍ଟ୍ରି କରିବେ ଖୁସି!
ମୁମ୍ବାଇ: କିଛିଦିନ ହେବ ବଲିଉଡ୍ରେ ଷ୍ଟାରକିଡଙ୍କ ଏଣ୍ଟ୍ରି ଏକ ଟ୍ରେଣ୍ଡ ପାଲଟି ଯାଇଛି କହିଲେ ଚଳେ । ସାରା ଅଲି ଖାଁ, ଇଶାନ ଖଟ୍ଟର, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁରଙ୍କ ଭଳି ଷ୍ଟାର କିଡ୍ ବଲିଉଡ୍ରେ ଏଣ୍ଟ୍ରି କରି ଧୁମ ମଚେଇଲେଣି…
ନିଜ ବିବାହରେ ଷ୍ଟେଜ୍ ଛାଡି ଚାଲିଯାଇଥିଲେ କପିଲ ଶର୍ମା: କାରଣ…
ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି କମେଡି ଶୋ ‘ଦ କପିଲ ଶର୍ମା’କୁ ସମଗ୍ର ବିଶ୍ୱର ଲୋକ ପସନ୍ଦ କରନ୍ତି। ଶୋ’ରେ ପ୍ରତି ସପ୍ତାହ ଶେଷରେ ନୂଆ ନୂଆ ଅତିଥି ଆସି ମଜାଳିଆ କଥା ଶେୟାର କରିଥାନ୍ତି। କପିଲ ମଧ୍ୟ ନିଜ ସହ…
ପୂର୍ବତନ ପ୍ରେମିକାଙ୍କ ରକ୍ତ ପିଇବାକୁ ଚାହୁଁଛନ୍ତି ଏହି ଅଭିନେତା
ଫିଲ୍ମ ‘କଲ୍ ମି ୟୋର ନେମ୍’ରୁ ଚର୍ଚ୍ଚାକୁ ଆସିଥିବା ହଲିଉଡ୍ ଅଭିନେତା ଆର୍ମି ହମର ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଲୁକ୍ ଏବଂ ରିଲେସନଶିପ୍କୁ ନେଇ ସବୁବେଳେ ଆଲୋଚନାରେ ରହୁଥିବା ଆର୍ମିଙ୍କ ଡାର୍କ ସାଇଡ୍ ଏବେ ସାମ୍ନାକୁ ଆସିଛି। ସୋସିଆଲ…
ପ୍ରେମ ସମ୍ପର୍କ ବିଷୟରେ ସବୁ ଜାଣି ମଧ୍ୟ ଏହି ଅଭିନେତାଙ୍କୁ ଛାଡି ନ ଥିଲେ ସ୍ତ୍ରୀ
ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି କିଛି ଷ୍ଟାର ଅଛନ୍ତି, ଯାହାଙ୍କ ବିବାହ ପରେ ସେମାନଙ୍କ ପୂର୍ବ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ…
Archives


