ପୂର୍ବତନ ପ୍ରେମିକାଙ୍କ ରକ୍ତ ପିଇବାକୁ ଚାହୁଁଛନ୍ତି ଏହି ଅଭିନେତା

ଫିଲ୍ମ ‘କଲ୍‌ ମି ୟୋର ନେମ୍‌’ରୁ ଚର୍ଚ୍ଚାକୁ ଆସିଥିବା ହଲିଉଡ୍‌ ଅଭିନେତା ଆର୍ମି ହମର ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଲୁକ୍‌ ଏବଂ ରିଲେସନଶିପ୍‌କୁ ନେଇ ସବୁବେଳେ ଆଲୋଚନାରେ ରହୁଥିବା ଆର୍ମିଙ୍କ ଡାର୍କ ସାଇଡ୍‌ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ କିଛି ମେସେଜ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିନେତା ନିଜକୁ ଜଣେ ଖରାପ ବ୍ୟକ୍ତି ବୋଲି କହିଛନ୍ତି। ଆର୍ମି ଏହି ମେସେଜ୍‌ ତାଙ୍କ ପୂବ ପ୍ରେମିକାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।
ସେ ମେସେଜ୍‌ରେ ଲେଖିଛନ୍ତି ଯେ, ପୂର୍ବ ପ୍ରେମିକାଙ୍କ ଗୋଡ଼ର ଗାଙ୍ଗୁଠି କାଟି ନିଜର ପକେଟରେ ରଖି ବୁଲିବାକୁ ଚାହୁଛି। ମୁଁ ଶତପ୍ରତିଶତ ଜଣେ ଖରାପ ବ୍ୟକ୍ତି। ମୁଁ ତୁମକୁ ଖାଇବାକୁ ଚାହୁଁଛି। ମୋତେ ତୁମର ରକ୍ତ ପିଇବାର ଆବଶ୍ୟକତା ରହିଛି। ଆର୍ମି ପୂର୍ବ ପ୍ରେମିକାକୁ ନିଜର ଗୁଲାମ କରିବାକୁ ଚାହୁଁଥିବା କଥା ଏବେ ଭାଇରାଲ ହେବାରେ ଲାଗିଛି। ଏହି ମେସେଜ୍‌ ବ୍ଲୁ ଟିକ୍‌ ନାମକ ଜଣେ ମହିଳାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରୁ ଶେୟାର ହୋଇଛି। ଏହାକୁ ଅଭିନେତ୍ରୀ ବେଲା ଥ୍ରୋନ୍‌ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲାମର ଛାଡ଼ି ଏବେ ଯୋଗିନୀ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ...

ସଲମାନଙ୍କ ବ୍ରେସ୍‌ଲେଟ୍‌ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର

ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍‌ ଖାନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍‌କାରରେ...

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ...

‘କେଜିଏଫ୍ ଚାପ୍ଟର ୨’କୁ ପଛରେ ପକାଇଲା ‘ବିକ୍ରମ’

ମୁମ୍ବାଇ: ସାଉଥ୍ ଷ୍ଟାର କମଲ ହାସନଙ୍କ ଫିଲ୍ମ ବିକ୍ରମ ପରଦାରେ କମାଲ କରୁଛି । କାରଣ ସୁପରଷ୍ଟାର ୟଶଙ୍କ ‘କେଜିଏଫ୍ ଚାପ୍ଟର ୨’କୁ ଏବେ ପଛରେ...

ନୂଆ ଫିଲ୍ମର ଶୁଟିଂ କରି ଫଟୋ ଶେୟାର କଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ଧମାକା’ରେ ଜବରଦସ୍ତ ଅଭିନୟ କରିବା ପରେ ଏବେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍‌ ବ୍ୟସ୍ତ...

୧୩୪ କୋଟିର ମାଲିକାଣି

ବମ୍ବେ: ନୂଆ ବର୍ଷରେ ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ...

ଟାଇଗରଙ୍କ ନାୟିକା ସାଜିବେ ସୈଫ ଲଳନା

ବମ୍ବେ:୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ ସୈଫ୍‌ ଲଳନା ସାରା ଅଲ୍ଲୀ ଖାନ୍‌। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।...

ବଲିଉଡ୍‌ ନା ହଲିଉଡ୍‌ କାହାକୁ ପସନ୍ଦ କରନ୍ତି ପ୍ରିୟଙ୍କା, ଭିଡିଓ କରି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାର ନିକ୍‌ ଜୋନାସଙ୍କୁ ବିବାହ କରିବା ପରେ ହଲିଉଡ୍‌ରେ ମଧ୍ୟ ବେଶ୍‌ ନାଁ କମାଇ ସାରିଲେଣି। ସେ ବଲିଉଡ୍‌ରୁ...

Advertisement
Archives

Model This Week