ନିଜ ବିବାହରେ ଷ୍ଟେଜ୍‌ ଛାଡି ଚାଲିଯାଇଥିଲେ କପିଲ ଶର୍ମା: କାରଣ…

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି କମେଡି ଶୋ ‘ଦ କପିଲ ଶର୍ମା’କୁ ସମଗ୍ର ବିଶ୍ୱର ଲୋକ ପସନ୍ଦ କରନ୍ତି। ଶୋ’ରେ ପ୍ରତି ସପ୍ତାହ ଶେଷରେ ନୂଆ ନୂଆ ଅତିଥି ଆସି ମଜାଳିଆ କଥା ଶେୟାର କରିଥାନ୍ତି। କପିଲ ମଧ୍ୟ ନିଜ ସହ ଜଡିତ କଥା କହିଥାନ୍ତି। ସେଲିବ୍ରିଟି ଏବଂ ହୋଷ୍ଟଙ୍କ ମଧ୍ୟରେ ବହୁତ ମଜାକ୍‌ ମସ୍ତି ହୋଇଥାଏ। ନିକଟରେ ଏକ ଅଧ୍ୟାୟରେ ଅଭିନେତ୍ରୀ ଜୟା ପ୍ରଦା ଏବଂ ରାଜ ବବ୍ବର ଶୋ’ରେ ଅତିଥି ହୋଇ ଆସିଥିଲେ। ସମସ୍ତେ ମଜାଳିଆ କଥା ହୋଇଥିଲେ। ଏହି ଅବସରରେ କପିଲ ନିଜ ବିବାହକୁ ନେଇ ଏକ ମଜାଳିଆ କଥା କହିଥିଲେ। ସେ ନିଜ ବିବାହରେ ମଣ୍ଡପ ଛାଡି ଚାଲିଯାଇଥିଲେ ବୋଲି କହିଥିଲେ। କପିଲ କହିଥିଲେ ଯେ, ତାଙ୍କର ବିବାହ ସମୟରେ ବହୂତ ଲୋକ ଷ୍ଟେଜ୍‌ ଚାରିପଟେ ଛାଡି ହୋଇଥିଲେ। ଏହା ଦେଖି ସେ ଦୌଡି ନିଜ ରୁମ୍‌କୁ ପଳାଇଯାଇଥିଲେ। ଆଉ ବାହାରକୁ ବାହାରି ନ ଥିଲେ ବୋଲି କହିଥିଲେ॥ ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକମାନେ ବହୁତ ହସିବାକୁ ଲାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିପଷ୍ଟିକରେ ଶରୀରସାରା ଏମିତି ଲେଖିଲେ ରାଖୀ: ରାଗିଗଲେ ରୁବିନା

ବିଗ୍‌ବସ ଆଗାମୀ ଏପିସୋଡର ପ୍ରୋମୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପ୍ରୋମୋରେ ରାଖୀ ତାଙ୍କ ଶରୀରରେ ‘ଅଭିନବ ଆଇ ଲଭ ୟୁ’...

କରୋନା ଭାଇରସ୍‌ ବିରୋଧରେ ଲଢ଼ିବା ପାଇଁ ସହାୟତାର ହାତ ବଢ଼ାଇଲେ କାର୍ତ୍ତିକ, ବାଦଶାହ

ମୁମ୍ବାଇ: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

ସଲମାନଙ୍କ ସହ କାମ କରିବେ ନୁସରତ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ସହ କାମ କରିବାକୁ ପ୍ରାୟତଃ ସବୁ ନାୟିକାଙ୍କର ଇଚ୍ଛା ଥାଏ। ଏବେ ଏହି ସୁଯୋଗ ପାଇବାକୁ ଯାଉଛନ୍ତି ନାୟିକା ନୁସରତ...

ମୌନୀ-ସୁରଜଙ୍କ ପ୍ରେମ କାହାଣୀ: ଜାଣନ୍ତୁ କିପରି ପଡ଼ିଥିଲେ ପ୍ରେମରେ

ଅଭିନେତ୍ରୀ ମୌନୀ ରୟ ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ। ସେ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। ତେବେ...

ବିଗ୍‌ ବସ୍‌ରେ ଫ୍ୟାମିଲି ଉଇକ୍‌

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରୁଛି। ପ୍ରେମ, ବନ୍ଧୁତ୍ୱ ଏବଂ ଡ୍ରାମାକୁ ନେଇ ଚଳିତ ସିଜିନ ଚର୍ଚ୍ଚାରେ...

ରୋଗ ନୁହେଁ, ଏହି କାରଣ ପାଇଁ ରାକେଶ ରୋଶନଙ୍କ ମୁଣ୍ଡରେ ନାହିଁ କେଶ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍‌ର ଏହି ନାଁ କରା ନିର୍ଦ୍ଦେଶକ ପ୍ରଥମରୁ ସଫଳତା ପାଇବା ପରେ...

ସୀତା ଲୋ…ଗୀତକୁ ଲଗାତର ୪ ଥର ଗାଇଥିଲି

କଣ୍ଠଶିଳ୍ପୀ ଟି. ସୌରୀ ଓଡ଼ିଆ ସିନେମା, ଆଲ୍‌ବମ, ଭଜନ କ୍ଷେତ୍ରରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ଏବେ ଏକ ମ୍ୟୁଜିକ ଇନଷ୍ଟିଚ୍ୟୁଟ ଖୋଲି କୁନି କୁନି...

କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ...

Advertisement
Archives

Model This Week